Viର ଏହି ପ୍ଳାନରେ ମିଳିବ Extra Data, କମ ଖର୍ଚ୍ଚରେ ପାଇପାରିବେ 4G ଇଣ୍ଟରନେଟ୍
ଭୋଡାଫୋନ୍-ଆଇଡିଆ ନିଜ ୟୁଜର୍ସଙ୍କ ପାଇଁ ଅନେକ 4G ଡାଟା ପ୍ଲାନ ପ୍ରଦାନ କରୁଛି । ୟୁଜରମାନେ ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ ଗୁଡିକରେ ଏକ୍ସଟ୍ରା ଡାଟା ମଧ୍ୟ ପାଇପାରିବେ । ଭୋଡାଫୋନ୍-ଆଇଡିଆ (Vi) ର ଏହି ଡାଟା ରିଚାର୍ଜ ପ୍ଲାନଗୁଡିକ ୧୭ ଟଙ୍କା ମୂଲ୍ୟରୁ ଆରମ୍ଭ ହେଉଛି । କମ୍ପାନୀ ଡାଟା…