Browsing Tag

voice note

ଖୁବ ଶୀଘ୍ର ଆସିବ Whatsappର ନୂଆ ଫିଚର, ଏବେ ନିଜ ଭଏସ୍‌ ନୋଟ୍‌ କୁ ଷ୍ଟାଟସରେ ରଖିପାରିବେ ୟୁଜର୍ସ

WhatsApp ସାରା ବିଶ୍ୱରେ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ଇଷ୍ଟାଣ୍ଚ ମେସେଜିଂ ଆପ୍‌ । କୋଟି କୋଟି ଲୋକ ହ୍ୱାଟ୍‌ସଆପ୍‌ ମାଧ୍ୟମରେ ନିଜର ବନ୍ଧୁ ଓ ପରିଚିତଙ୍କ ସହ କଥା ହୁଅନ୍ତି। ହ୍ୱାଟ୍‌ସଆପ୍‌ ୟୁଜରମାନଙ୍କ ପାଇଁ ଖୁସି ଖବର । ହ୍ଵାଟ୍ସଆପ୍‌ ପ୍ରତ୍ୟେକ ଦିନ ନିଜର ନୂଆ ନୂଆ ଫିଚର ଲଞ୍ଚ୍‌…