Browsing Tag

volcano

ଜାଣନ୍ତୁ ସୁପର ଆଗ୍ନେୟଗିରି କ’ଣ ! କାହିଁକି ଆଗ୍ନେୟଗିରି ହୁଏ ବିସ୍ଫୋରଣ ?

ଇଣ୍ଟରନେଟ୍‌ ହେଉ କିମ୍ବା ସୋସିଆଲ ମିଡିଆ ଆଜିକାଲି ସବୁଆଡେ ସୁପର ଆଗ୍ନେୟଗିରିର ଚର୍ଚ୍ଚା ଚାଲିଛି । ତେବେ ପ୍ରତ୍ୟେକ ଲୋକ ଜାଣିବାକୁ ଚାହୁଁଛନ୍ତି, ଏହି ଆଗ୍ନେୟଗିରିରେ କ’ଣ ଏପରି ରହିଛି ଯାହାକୁ ପୂରା ବିଶ୍ୱ ଭୟ କରୁଛି । ବିଶେଷ ଭାବେ ଇଟାଲୀରେ ରହୁଥିବା ଲୋକମାନେ ଏହି ସୁପର ଆଗ୍ନେୟଗିରିକୁ…

ଆଇସଲ୍ୟାଣ୍ଡ ଜ୍ୱାଳାମୁଖୀ : ଜ୍ୱାଳାମୁଖୀ ଖୋଲୁଛି ପୃଥିବୀର ମୁହଁ

ଦୁନିଆରେ ଏମିତି କିଛି ଜିନିଷ ଅଛି ଯାହାକି କଳ୍ପନା ବାହାରେ। ମଣିଷ ଏପରି ଜିନିଷକୁ ନିଜ ଆଖିରେ ଦେଖି ମଧ୍ୟ ବିଶ୍ଵାସ କରେନି। କିନ୍ତୁ ଏହା ସତ ଘଟଣା ହିଁ ହୋଇଥାଏ। ଆପଣ ଥରେ ଭାବନ୍ତୁ ତ, ଥଣ୍ଡା ସ୍ଥାନରେ କ'ଣ କେବେ ନିଆଁ ଲାଗିପାରେ। ସେ ପୁଣି ପ୍ରାକୃତିକ ଉପାୟରେ। ହେଲେ ଏପରି ଘଟିଛି…

ଜ୍ବାଳମୁଖୀ ବିସ୍ଫୋରଣରୁ ଭୟଙ୍କର ସୁନାମୀ, କମ୍ପିଲା, ଥରିଲା, ବୁଡିଲା

ପ୍ରତି ସେକେଣ୍ଡରେ ଏବେ ବଦଳୁଛି ଜଳବାୟୁ । ଯାହାର ପ୍ରଭାବ ଏବେ ବାୟୁମଣ୍ଡଳରେ ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି । ପୂରା ବିଶ୍ବ ଏବେ ମହାମାରୀ ସହ ଜୁଝୁ ଥିବା ବେଳେ ଏବେ ଏବେ ଶୁଣିବାକୁ ମିଳୁଛି ଆଉ ଏକ ଘଟଣା । ଏକ ଜ୍ବାଳାମୁଖୀର ଜ୍ବାଳାର ସାଂଘାତିକ ଚିତ୍ର ସାମନାକୁ ଆସିଛି । ଯଦିଓ…

ଇଟାଲି: ମାଉଣ୍ଟ ଏଟନା ଆଗ୍ନେୟଗିରିରୁ ୨ ସପ୍ତାହ ହେବ ଉଦ୍‌ଗୀରଣ ହେଉଛି ଲାଭା, ଅଦ୍ଭୁତ ଦୃଶ୍ୟ ଦେଖିବାକୁ ଆସୁଛନ୍ତି…

ଇଟାଲିର ମାଉଣ୍ଟ ଏଟନା ଆଗ୍ନେୟଗିରି ବିସ୍ଫୋରଣ ପାଇଁ ଖ୍ୟାତ। ଗତ ସପ୍ତାହରେ ପୁଣିଥରେ ଏଠାରେ ବିସ୍ଫୋରଣ ଘଟିଛି। ଅତି ସକ୍ରିୟ ଆଗ୍ନେୟଗିରିରେ ହୋଇଥିବା ଏହି ବିସ୍ଫୋରଣର କିଛି ଅସାଧାରଣ ଫଟୋକୁ ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସି ଉପଗ୍ରହ ମହାକାଶରୁ ପଠାଇଛି। ଏଥିରୁ ଜଣାପଡ଼ିଛି, ମାଉଣ୍ଟ ଏଟନା…

ଇଟାଲିର ଏହି ସହରରେ ଆଗ୍ନେୟଗିରି ଫାଟି ଘଟିଥିଲା ଅତି ଭୟଙ୍କର ଅଘଟଣ, ହଜାର ବର୍ଷ ପରେ ବୈଜ୍ଞାନିକଙ୍କୁ ମିଳିଲା…

ଆଗ୍ନେୟଗିରିର ରୂପ ଅତି ବିକଟାଳ ହୋଇଥାଏ। ଜ୍ୱଳନ୍ତା ଲାଭା ନିଅାଁ ଆଗରେ କେହି ବି ବଞ୍ଚିପାରନ୍ତି ନାହିଁ। ଏବେ ଏହି ଠୋସ୍‌ ପ୍ରମାଣ ଇଟାଲିରୁ ମିଳିଛି। ଖ୍ରୀଷ୍ଟପୂର୍ବ ୭୯ରେ ପୂର୍ବ ଇଟାଲିର ପୋମ୍ପେଇ ସହରରେ ଭେସୁଭିଅସ୍‌ ଆଗ୍ନେୟଗିରି ଫାଟିଯାଇଥିଲା, ଯାହାର ଜ୍ୱଳନ୍ତା ଲାଭା ସଂସ୍ପର୍ଶରେ ଅନେକ…