Browsing Tag

volleyball game

ଭଲିବଲ ପ୍ରତିଭା ଲାସ୍ୟମୟୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

କରଞ୍ଜିଆ (କେନ୍ୟୁଜ): ଜାତୀୟ ଭଳିବଲ ଖେଳାଳି ଲାସ୍ୟମୟୀ ମହାନ୍ତ ଚଳିତବର୍ଷ ଥାଇଲାଣ୍ଡରୁ ଖେଳି ଫେରିଛନ୍ତି । ୧୮ ବର୍ଷରୁ କମ ଉଦୀୟମାନ ଜାତୀୟ ଭଲିବଲ ଖେଳାଳି ଲାସ୍ୟମୟୀ ମହାନ୍ତ ଓଡ଼ିଶାରେ ଏକମାତ୍ର ମହିଳା ଯିଏକି ଅନ୍ତର୍ଜାତୀୟ ସ୍ତର ଖେଳରେ ସୁଯୋଗ ପାଇଛନ୍ତି । ତାଙ୍କୁ ନିଜ ଜନ୍ମମାଟିରେ…

ଭଲିବଲ୍‌ ଗେମ୍‌ରେ ବିକିନୀ ପିନ୍ଧିବାକୁ ମନା କରାଯିବାରୁ ଟୁର୍ନାମେଣ୍ଟକୁ ବୟକଟ୍‌ କଲେ ଜର୍ମାନୀର ଏହି ଦୁଇ ଷ୍ଟାର୍‌…

ଜର୍ମାନୀର ବିଚ୍‌ ଭଲିବଲ୍‌ ଷ୍ଟାର୍‌ କାର୍ଲା ବୋର୍ଗର ଓ ଜୁଲିଆ ସୁଦ୍‌ ଆସନ୍ତା ମାସରେ କତରରେ ହେବାକୁ ଥିବା ଟୁର୍ନାମେଣ୍ଟକୁ ବୟକଟ୍‌ କରିଛନ୍ତି। ଏହି ଦୁଇ ଖେଳାଳିଙ୍କ କହିବା ହେଲା, ଏହା ଏକମାତ୍ର ଦେଶ, ଯେଉଁଠି ଖେଳାଳିମାନଙ୍କୁ ଖେଳ କୋର୍ଟରେ ବିକିନୀ ପିନ୍ଧିବାକୁ ମନା କରାଯାଉଛି। ଏକ…

ଗ୍ରାମାଞ୍ଚଳରେ ଭଲିବଲରେ ବିକାଶ ଦିଗରେ ଉଦ୍ୟମ କରାଯିବ: ଭାରତୀୟ ଭଲିବଲ ଫେଡେରେସନର ନବ ନିର୍ବାଚିତ ସଭାପତି ଡ. ଅଚ୍ୟୁତ…

କେନ୍ୟୁଜ୍(ବ୍ୟୁରୋ):  ଓଡିଶାରେ ଭଲିବଲକୁ ଗାଁ ଗହଳି ଠାରୁ ଆରମ୍ଭ କରି ସବୁଠି ଲୋକପ୍ରିୟ କରାଯିବ । ଭାରତୀୟ ଭଲିବଲ ଫେଡେରେସନର ନବ ନିର୍ବାଚିତ ସଭାପତି ଡ. ଅଚ୍ୟୁତ ସାମନ୍ତ ଏହା ପ୍ରକାଶ କରିଛନ୍ତି । ଗ୍ରାମାଞ୍ଚଳରେ ଭଲିବଲରେ ବିକାଶ ଦିଗରେ ଉଦ୍ୟମ କରାଯିବ । ଓଡ଼ିଶାରେ ଅନେକ ପ୍ରତିଭାବାନ…

ଗଜପତି ଜିଲ୍ଲା ଖମାରିସାହି ଗ୍ରାମରେ ଭଲିବଲ ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ, ୨୧ଜଣ ଆହତ

ମୋହନା: ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଅନ୍ତର୍ଗତ ଖମାରିସାହି ଗ୍ରାମରେ ଭଲିବଲ କୋର୍ଟ କୁ ନେଇ ଘଟିଯାଇଛି ଅଭାବନୀୟ ଘଟଣା । ସାମାନ୍ୟବଚସାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଫିଙ୍ଗା ସହ ହୋଇଛି ରକ୍ତାକ୍ତ ସଂଘର୍ଷ । ଉଭୟ ପକ୍ଷର ଆହତ ହୋଇଛନ୍ତି ୨୧ଜଣ ବ୍ୟକ୍ତି । ଆହତମାନଙ୍କୁ ଉଭୟ…