ଦିଲ୍ଲୀରେ ୪୪ତମ ଉପ-କନିଷ୍ଠ ଜାତୀୟ ଭଲିବଲ ଚାମ୍ପିଅନସିପ୍: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଭାରତୀୟ ଭଲିବଲ ସଂଘର ସଭାପତି…
ନୂଆଦିଲ୍ଲୀ(କେନ୍ୟୁଜ୍): ନୂଆଦିଲ୍ଲୀ କରକରଡୁମା ସ୍ଥିତ ଲକ୍ଷ୍ମୀ ପବ୍ଲିକ୍ ସ୍କୁଲ୍ ପରିସରରେ ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଇଛି ୪୪ତମ ଉପ-କନିଷ୍ଠ ବାଳକ ଓ ବାଳିକା ଜାତୀୟ ଭଲିବଲ ଚାମ୍ପିଅନସିପ୍ । ଆଜି ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ଭାରତୀୟ ଭଲିବଲ ସଂଘର ସଭାପତି ତଥା କନ୍ଧମାଳ…