Browsing Tag

volleyball

ଭାରତୀୟ ସିନିୟର ଭଲିବଲ ଦଳର ଆଟାକିଂ ଷ୍ଟ୍ରାଇକର ରାହୁଲ, ଯାହାଙ୍କୁ ନେଇ ଗର୍ବିତ ଜଗତସିଂହପୁର ମାଟି

ଜଗତସିଂହପୁର(କେନ୍ୟୁଜ୍): ଜଗତସିଂହପୁର ଜିଲ୍ଲାର ସୁନା ପୁଅ ରାହୁଲ ବାରିକ । ନେଟ୍ସକୁ ଓହ୍ଲାଇଲେ ପ୍ରତିପକ୍ଷ ଦଳରେ ଖେଳିଯାଏ ଆତଙ୍କ । ଭଲିବଲ୍ କୋର୍ଟର ଯେଉଁ କୋଣରେ ବଲ୍ ଥିଲେ ବି, ତାକୁ ସ୍ମାସ୍ କରି ପଏଣ୍ଟ ଆଣିବାର ଦକ୍ଷତା ରଖନ୍ତି ସେ । ଭାରତୀୟ ସିନିୟର ଭଲିବଲ ଦଳରେ ଏହି ଆଟାକିଂ…

ଚୀନ୍‌ରେ ବଡ଼ ଦୁର୍ଘଟଣା: କସରତ କରୁଥିବାବେଳେ ଭୁଶୁଡ଼ିଲା ବିଦ୍ୟାଳୟ ଜିମ୍‌ର ଛାତ, ୧୧ ଭଲିବଲ୍‌ ଖେଳାଳିଙ୍କ ମୃତ୍ୟୁ

ଚୀନର ଉତ୍ତର-ପୂର୍ବ ରାଜ୍ୟରେ ଏକ ଜିମ୍ନାସିୟମ୍ ବିଦ୍ୟାଳୟର ଛାତ ଭୁଶୁଡ଼ି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଛୋଟ ପିଲା। ଏମାନେ ସମସ୍ତେ ବିଦ୍ୟାଳୟ ଭଲିବଲ୍ ଦଳର ସଦସ୍ୟ ଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ ଘଟଣା ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ।…

କିସ୍‍ ନୋଡାଲ୍‍ ଏଜେନ୍‍ସୀ: ଭଲିବଲ୍‍ର ପ୍ରସାର ପାଇଁ କିସ୍‌ ପକ୍ଷରୁ ଏମ୍‌ଓୟୁ ସ୍ୱାକ୍ଷର କଲେ ପ୍ରତିଷ୍ଠାତା ଡ. ଅଚ୍ୟୁତ…

ନୂଆଦିଲ୍ଲୀ : ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍‌ର ପ୍ରସାର ନିମନ୍ତେ କିସ୍‌ ଓ ଅନ୍ତର୍ଜାତୀୟ ଭଲିବଲ୍‌ ସଂଘ, ଏଫ୍‌ଆଇଭିବି ମଧ୍ୟରେ ସୋମବାର ସୁଇଜରଲାଣ୍ଡଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । କିସ୍‌ ପକ୍ଷରୁ ଏହାର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏହି ବୁଝାମଣାପତ୍ରରେ…

ଭଲିବଲକୁ ଅଧିକ କ୍ରିୟାଶୀଳ ଓ ବ୍ୟାପକ କରିବାକୁ ଲକ୍ଷ୍ୟ: ଡ଼ଃ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର(କେନ୍ୟୁଜ୍): ୨୦ବର୍ଷରୁ କମ୍ ଭାରତୀୟ ଭଲିବଲ ଦଳକୁ ଆଜି ଭେଟିଛନ୍ତି ଅଲ ଇଣ୍ଡିଆ ଭଲିବଲ ଆସୋସିଏସନର ସଭାପତି ଡ଼ଃ. ଅଚ୍ୟୁତ ସାମନ୍ତ । ଆଗକୁ ଦଳ ଚାମ୍ପିଆନସିପରେ ଭାଗ ନେବାକୁ ଯାଉଛି। ଏହା ପୂର୍ବରୁ ଆସୋସିଏସନର ସଭାପତିଙ୍କ ସହ ଆଲୋଚନା ଓ ଆଶିର୍ବାଦ ନେଇଛନ୍ତି ଖେଳାଳି। କ୍ରୀଡା…

୧୮ବର୍ଷରୁ କମ୍‍ ବିଶ୍ୱ ସ୍କୁଲ୍‍ ଭଲିବଲ୍‍ ଚାମ୍ପିଅନସିପ୍‍: ୨୦୨୨ ପାଇଁ କିସ୍‍ର ଦୁଇଟି ଦଳ ମନୋନୀତ

ଭୁବନେଶ୍ବର(କେନ୍ୟୁଜ୍):୧୮ବର୍ଷରୁ କମ୍‍ ବିଶ୍ୱ ସ୍କୁଲ୍‍ ଭଲିବଲ୍‍ ଚାମ୍ପିଅନସିପ୍‍ ୨୦୨୨ ପାଇଁ କିସ୍‍ର ଦୁଇଟି ଦଳ ମନୋନୀତ ହେଉଛନ୍ତି। ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଫେଡେରେସନ୍‍ ଦ୍ୱାରା ଜୁନ୍‍ ୧୯ରୁ ୨୭ପର୍ଯ୍ୟନ୍ତ ବ୍ରାଜିଲ୍‍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଚାମ୍ପିଅନ୍‍ସିପରେ…

ଓଡ଼ିଶା ମହିଳା ଭଲିବଲ୍‌ ଦଳର କମାଲ୍, ୩୪ ତମ ଫେଡେରେସନ୍‌ କପ୍‌ରେ ହାତେଇଲା ବ୍ରୋଞ୍ଜ ପଦକ

କେନ୍ଯୁଜ୍: ଇତିହାସ ସୃଷ୍ଟି କଲା ଓଡ଼ିଶା ମହିଳା ଭଲିବଲ୍‌ ଦଳ । ୩୪ ତମ ଫେଡେରେସନ୍‌ କପ୍‌ରେ ବ୍ରୋଞ୍ଜ ପଦକ ହାସଲ କଲା ମହିଳା ଟିମ୍‌ । ହିମାଚଳପ୍ରଦେଶକୁ ୩-୦ ସେଟରେ ହରାଇ ବ୍ରୋଞ୍ଜ ପଦକ ଜିତିଛି ଓଡ଼ିଶା । ଭଲିବଲ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆର କୌଣସି ସିନିୟର ଚାମ୍ପିଅନ୍‌ସିପ୍‌ରେ ପ୍ରଥମ…

କିଟ୍‌ରେ ହେବ ଦେଶର ପ୍ରଥମ ନ୍ୟାସନଲା ଭଲିବଲ ଏକାଡେମୀ

କେନ୍ୟୁଜ୍(ବ୍ୟୁରୋ): କିଟ୍‌ରେ ହେବ ଦେଶର ପ୍ରଥମ ନ୍ୟାସନଲା ଭଲିବଲ ଏକାଡେମୀ । ଏହାସହ କନ୍ଧମାଳରେ ହେବ ଓଡ଼ଶାର ପ୍ରଥମ ରାଜ୍ୟ ଭଲିବଲ ଏକାଡେମୀ । କେବଳ ଏତିକି ନୁହଁ କନ୍ଧମାଳରେ ଅନୁଷ୍ଠିତ ହେବ ଷ୍ଟେଟ୍‌ ଭଲିବଲ ଚାମ୍ପିଅନ୍‌ସିପ୍‌। କଟକ ବାରବାଟୀ ଷ୍ଟାଡିୟମ ଓସିଏ କନ୍‌ଫରେନ୍‌ସ ହଲରେ…

କିଟରେ ୬୯ତମ ବରିଷ୍ଠ ଜାତୀୟ ଭଲବଲ୍‍ ଚାମ୍ପିଅନସିପ ଉଦଘାଟିତ,ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ୍‍ରେ ଖେଳାଯିବ ସମସ୍ତ…

ଭୁବନେଶ୍ୱର(କେନ୍ୟୁଜ୍): କିଟ୍‍ର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ୍‍ଠାରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ଚାମ୍ପିଅନସିପ ୨୦୨୦-୨୧ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି। ଭାରତୀୟ ଭଲିବଲ୍‍ ସଂଘ (ଭିଏଫଆଇ) ତତ୍ତ୍ୱାବଧାନରେ ୧୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି…

ଆଜିଠୁ କିଟ୍‌ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ ଚାମ୍ପିଅନସିପ ୨୦୨୦-୨୧

ଭୁବନେଶ୍ବର: ଆଜିଠୁ କିଟ୍‌ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେବ ୬୯ତମ ବରିଷ୍ଠ ଜାତୀୟ ଭଲିବଲ ଚାମ୍ପିଅନସିପ ୨୦୨୦-୨୧ । ଭାରତୀୟ ଭଲିବଲ ସଂଘ ତତ୍ତ୍ୱାବଧାନରେ ୧୧ତାରିଖ ପର୍ଯ୍ୟନ୍ତ ଏହି ଚାଂପିଅନ୍‌ସିପ୍‌ ଅନୁଷ୍ଠିତ ହେବ। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା କ୍ରମାଗତ ଦୁଇଥର ଆୟୋଜନ କରିଛି…

ଚିନ୍‌ ଚେଙ୍ଗ୍‌ଡୁରେ ଆୟୋଜିତ ହେବାକୁ ଯାଉଛି ୩୧ତମ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ,ଓଡ଼ିଶାର ୩ ଜଣ ହୋଇଛନ୍ତି ସିଲେକ୍ଟ

କେନ୍ୟୁଜ୍(ବ୍ୟୁରୋ):  ଚିନ୍‌ ଚେଙ୍ଗ୍‌ଡୁରେ ଆୟୋଜିତ ହେବାକୁ ଯାଉଛି ୩୧ତମ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ । ଏଥିପାଇଁ ଭାରତୀୟ ବିଶ୍ୱବିଦ୍ୟାଳୟ ଦଳରେ ଓଡ଼ିଶାର ୩ ଜଣ ସିଲେକ୍ଟ ହୋଇଛନ୍ତି । ମହିଳା ଦଳରେ କିଟ୍‌ ବିଶ୍ୱବିଦ୍ୟାଳୟ ଏବଂ ପୁରୁଷ ଦଳରେ ଉତ୍କଳ ୟୁନିଭର୍ସିଟିର ୨ ଜଣ ଚୟନ ହୋଇଛନ୍ତି ।…

ଭାରତୀୟ ଭଲିବଲ୍‌ ଫେଡେରେସନ୍‌ର ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ ହେଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ…

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍‌ ଫେଡେରେସନ୍‌ର ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ ହୋଇଛନ୍ତି । କିଟ୍‌ ପରିସରରେ ଅନୁଷ୍ଠିତ ୬୮ତମ ବରିଷ୍ଠ ଜାତୀୟ ଭଲିବଲ (ପୁରୁଷ ଓ ମହିଳା ) ଚାମ୍ପିଅନ୍‌ସିପ-୨୦୧୯ର ଉଦଯାପନ…

କିଟ୍ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେଲା ୬୮ତମ ଜାତୀୟ ସ୍ତରୀୟ ସିନିଅର ପୁରୁଷ ଓ ମହିଳା ଭଲିବଲ ଚାମ୍ପିଅନସିପ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର କିଟ ବିଶ୍ୱବିଦ୍ୟାଳୟର ଇନଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ୬୮ତମ ଜାତୀୟ ସ୍ତରୀୟ ସିନିଅର ପୁରୁଷ ଓ ମହିଳା ଭଲିବଲ ଚାମ୍ପିଅନସିପ । ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି । ଏଥିରେ ଗୁଜୁରାଟ, ବିହାର,…