ଆହୁରି ଭୟଙ୍କର ହେବ ରୁଷ-ୟୁକ୍ରେନ୍ ଯୁଦ୍ଧ: ଜେଲେନସ୍କିଙ୍କ ସହ ଆଲୋଚନା ପରେ ଘୋଷଣା କଲେ ଜୋ ବାଇଡେନ୍
ନୂଆଦିଲ୍ଲୀ : ଆହୁରି ଭୟଙ୍କର ହେବ ରୁଷ-ୟୁକ୍ରେନ୍ ଯୁଦ୍ଧ । ୟୁକ୍ରେନକୁ ଆଉ ୧୫ ହଜାର କୋଟିର ସାମରିକ ପ୍ୟାକେଜ୍ ଘୋଷଣା କରିଛି ଆମେରିକା । ହ୍ଵାଇଟ୍ ହାଉସରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସାକ୍ଷାତ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି ଜୋ ବାଇଡେନ୍ । ଏଥିସହ ୟୁକ୍ରେନକୁ…