Browsing Tag

Voot

ଏଥରକ ବିଗ୍‌ବସ୍‌ ଓଟିଟିରେ, ସଲମାନ୍‌ କହିଲେ-‘ଶୋ’ ଏତେ କ୍ରେଜ୍‌ ହେବ ଯେ ଟିଭିରେ ବ୍ୟାନ୍‌ ହୋଇଯିବ’

ଇଦ୍‌ ଅବସରରେ ସଲମାନ୍‌ ଖାନ୍‌ ବିଗ୍‌ବସ୍‌ର ୧୫ ତମ ସିଜନ୍‌ର ପ୍ରୋମୋ ଲଞ୍ଚ୍‌ କରିଛନ୍ତି। ପୂର୍ବରୁ କୁହାଯାଉଥିଲା ଯେ ୧୫ ତମ ସିଜନ୍‌ ଅକ୍ଟୋବର ମାସରେ କୌଣସି ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ। ଏବେ ଏହା ଅଫିସିଆଲି ସ୍ପଷ୍ଟ ହୋଇଛି। ପ୍ରୋମୋରେ ସଲମାନ୍‌ ହସି ହସି କହୁଛନ୍ତି, ଏଥରକ…