ବର୍ଷେ ବଢ଼ିଲା ଭୋଟର-ଆଧାର କାର୍ଡ ଲିଙ୍କ ସୀମା
ଭୋଟର ପରିଚୟ ପତ୍ର କୁ ନେଇ ଆସିଲା ବଡ ଖବର। ସରକାର ପୁଣି ଥରେ ଏହାକୁ ଲିଙ୍କ କରାଇବାର ସମୟ ସୀମା କୁ ବଢ଼ାଇ ଦେଇଛନ୍ତି। ଗୋଟିଏ କି ଦୁଇ ମାସ ନୁହେଁ ବରଂ ଗୋଟିଏ ବର୍ଷ ଯାଏ ଏହାର ସମୟକୁ ବଢାଇଛନ୍ତି । ଆଗରୁ ଆଧର କାର୍ଡ ସହ ପାନ କାର୍ଡ କୁ ଲିଙ୍କ କରାଇବାର ଯୋଜନା କାର୍ଯ୍ୟକାରୀ କରୁଥିଲେ ବି…