Browsing Tag

voter list

ଆଜିଠୁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ, ଡିସେମ୍ବର ୯ ପର୍ଯ୍ୟନ୍ତ କରିପାରିବେ ଆବେଦନ

(କେନ୍ୟୁଜ): ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ଆଜିଠାରୁ ଆରମ୍ଭ ହେଲା ପ୍ରକ୍ରିୟା । ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୨୦୨୩ ଡିସେମ୍ବର ୯ ଯାଏଁ ଆବେଦନ କରି ପାରିବେ ଭୋଟର । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ…

ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା-୨୦୨୨

ଭୁବନେଶ୍ବର(କେନ୍ଯୁଜ୍): ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା-୨୦୨୨। ଭୋଟର ତାଲିକା ଅନୁସାରେ ରାଜ୍ୟରେ ମୋଟ ୩କୋଟି ୨୯ଲକ୍ଷ ୮୩ହଜାର ୬୪୩ଜଣ ଭୋଟର ଥିବାବେଳେ ସେଥିମଧ୍ୟରୁ ୧କୋଟି ୬୭ଲକ୍ଷ ୯୬ହଜାର ୬୦୩ଜଣ ପୁରୁଷ, ୧କୋଟି ୬୧ଲକ୍ଷ ୮୩ହଜାର ୮୩୫ଜଣ ମହିଳା ଭୋଟର ଓ ୩ହଜାର ୨୫ଜଣ ତୃତୀୟ ଲିଙ୍ଗ…

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି: ଡିସେମ୍ବର ୧୪ ସୁଦ୍ଧା ପ୍ରକାଶ ପାଇବ ପୂର୍ଣ୍ଣାଙ୍ଗ ଭୋଟର ତାଲିକା

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି। ଡିସେମ୍ବର ୧୪ ସୁଦ୍ଧା ପ୍ରକାଶ ପାଇବ ପୂର୍ଣ୍ଣାଙ୍ଗ ଭୋଟର ତାଲିକା। ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢୀ। ମାର୍ଚ୍ଚ ୨୨ରେ ସରିବ ପଞ୍ଚାୟତର କାର୍ଯ୍ୟକାଳ। ଏହା ପୂର୍ବରୁ ନିର୍ବାଚନ…

ନଭେମ୍ବର ପହିଲାରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ: ସ୍ୱତନ୍ତ୍ର ଆପ୍‌ରେ ନାଁ ଚଢାଇ ପାରିବେ ନାଗରିକ

କେନ୍ୟୁଜ୍(ବ୍ୟୁରୋ):  ନଭେମ୍ବର ପହିଲାରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ୨୦୨୨ ଜାନୁଆରୀ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ବୟସ ବା ତଦୁର୍ଦ୍ଧ୍ୱ ବ୍ୟକ୍ତି ସେମାନେ ଏଥିରେ ସାମିଲ ହୋଇ ପାରିବେ । ଯେଉଁ ଯୋଗ୍ୟ ଭୋଟରଙ୍କର ଲିଷ୍ଟରେ ନାଁ ନଥିବ କିମ୍ବା ତ୍ରୁଟି ରହିଥିବ ଅଥବା…

ଆଉ କମିବ ନାହିଁ ଭୋଟ ହାର, ଅନ୍ୟ ରାଜ୍ୟରେ ଥିଲେ ବି ଇ-ଭୋଟିଂରେ ଗୋଟିଏ ଟଚରେ ଭୋଟ ଦେଇ ପରିବେ ଭୋଟର

ନୂଆଦିଲ୍ଲୀ: ଏଣିକି ଭୋଟଦେବା ପ୍ରକ୍ରିୟା ହୋଇପାରେ ସହଜ। ଇ-ଭୋଟିଂ କରିବା ପାଇଁ ଯୋଜନା କରୁଛନ୍ତି  ଭାରତର ନିର୍ବାଚନ ଆୟୋଗ । ଏମିତି ଏକ ଖବର ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ଭାରତରେ ଅଧିକାଂଶ ଲୋକ ପ୍ରବାସୀ ହୋଇଥିବାରୁ ନିର୍ବାଚନ ବେଳେ ଭୋଟ ହାର କମୁଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ…

ଭୋଟର ଲିଷ୍ଟରେ ଆପଣଙ୍କ ନାମ ଅଛି କି ନାହିଁ ଏପରି କରନ୍ତୁ ଚେକ୍ ..

ନୂଆଦିଲ୍ଲୀ : ଇଲେକସନ୍ କମିଶନ(ନିର୍ବାଚନ ମଣ୍ଡଳୀ) ରବିବାର ଦିନ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଆଗାମୀ ଏପ୍ରିଲ ୧୧ ରୁ ଆରମ୍ଭ ହୋଇ ମେ ୧୯ ପର‌୍ୟ୍ୟନ୍ତ ୨୦୧୯ ମସିହାର ନିର୍ବାଚନ ୭ ଚରଣରେ ଶେଷ ହେବ। ନିର୍ବାଚନ ପାଇଁ ବହୁ ଜରୁରୀ ରହିଥାଏ ଭୋଟର ଆଇଡି କାର୍ଡ। ଯଦି କୌଣସି…

ତାଲିକାରେ ଆପଣଙ୍କ ନାମ ନାହିଁ କି ? ଭୋଟର କାର୍ଡ ଅଛି ତ ତେବେ କିପରି ଦେବେ ଭୋଟ ଜାଣନ୍ତୁ

ନୂଆଦିଲ୍ଲୀ : ଅନେକ କାରଣରୁ ଭୋଟର ଲିଷ୍ଟରୁ ଲୋକଙ୍କ ନାମ ଗାଏବ ହୋଇଯାଇଥାଏ। ଏହା ଆପଣଙ୍କ ଠିକଣା ବା ଅନ୍ୟ ନିର୍ବାଚନ ମଣ୍ଡଳୀକୁ ପରିବର୍ତ୍ତନ ହେବା କାରଣରୁ ହୋଇଥାଏ। ଏମିତି ପରିସ୍ଥିତି ଯଦି ଆପଣଙ୍କର ମଧ୍ୟ ହୋଇଛି ତେବେ ଆପଣ ନିଜ ନାମ ପୁଣିଥରେ ଭୋଟର ଲିଷ୍ଟରେ ସାମିଲ କରିପାରିବେ। ଆଜି ଆମେ…

ଜାନୁଆରୀ ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା, ବୃଦ୍ଧି ହୋଇଛି ସଂଶୋଧନ ଅବଧି

ଭୁବନେଶ୍ବର (କେନ୍ଯୁଜ୍) : ଜାନୁଆରୀ ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଚାଲିଛି। ସଂଶୋଧନର ଅବଧି ସମୟ ବଢ଼ାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ  ସୁରେନ୍ଦ୍ର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଲିକା ସଂଶୋଧନ ପାଇଁ…