Browsing Tag

vssut closed

ସମ୍ବଲପୁର: ୨୫ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ପରେ ବୁର୍ଲା ଭିସୁଟ ସଟ୍‌ଡାଉନ୍

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ବୁର୍ଲା ଭିସୁଟରେ ୨୫ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ପରେ ସଂପୂର୍ଣ୍ଣ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହା ସହ ଭିସୁଟ୍‌ର ପୁଲସ୍ତ୍ୟ, ମରିଚି, ପୁଲହ, ବସିଷ୍ଟ, ଅତ୍ରି, କତ୍ତୃ, ଅନୁରାଧା, ଅରୁନ୍ଧତୀ, ରୋହିନୀ ଓ ବିଶାଖା…

କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଦୁଇ ଦିନ ବନ୍ଦ ରହିବ ଭିସୁଟ୍‌ , ନିଷ୍ପତ୍ତି ନେଲେ କ୍ୟାମ୍ପସ କର୍ତ୍ତୃପକ୍ଷ

ସମ୍ବଲପୁର(କେନ୍ୟୁଜ୍‌): ଭିସୁଟ୍‌ ରେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୨୮ ଏବଂ ୨୯ ତାରିଖ ଦିନ କ୍ଯାମ୍ପସକୁ ବନ୍ଦ କରିବା ନେଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ପୂର୍ବ ଘୋଷଣା ଅନୁଯାୟୀ ଶନିବାର ଏବଂ ରବିବାର ଦିନ ଭିସୁଟ୍ ବନ୍ଦ ରହୁଥିବା ବେଳେ ଏହାକୁ ମିଶାଇ ୪ଦିନ ବନ୍ଦ ରହିବ…