ସବୁ ହିରୋଙ୍କ ପାଇଁ ବିପଦ ପାଲଟିଯାଇଥିଲେ ଏହି ପାକିସ୍ତାନୀ ଅଭିନେତା, ମିଳିଥିଲା ଏମିତି ମୃତ୍ୟୁ ଯେ ଡରିଯାଇଥିଲା ଦୁନିଆ
ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁ ଷ୍ଟାରଙ୍କ ସମୟ ଆସେ । ସବୁବେଳେ ସବୁ ଷ୍ଟାର୍ ସଫଳତାର ଶୀର୍ଷରେ ରହିନଥାନ୍ତି । ଆଜି ଯେଉଁ ମାନଙ୍କ ନିକଟରେ ଫିଲ୍ମ ପାଇଁ ଲମ୍ବା ଲାଇନ୍ ଲାଗିଥାଏ କାଲି ସେ ହୋଇଯାଆନ୍ତି ବେରୋଜଗାର । ନିକଟରେ ଅନୁପମ୍ ଖେର୍ କହିଥିଲେ ୩୫ ବର୍ଷ କ୍ୟାରିୟରରେ ଏମିତି ପ୍ରଥମ ଥର ହୋଇଛି…