Browsing Tag

wajid khan no more

ବଲିଉଡ ସଙ୍ଗୀତକାର ଓ୍ଵାଜିଦଙ୍କ ପରଲୋକ: କରୋନାରେ ସଂକ୍ରମିତ ଥିବା ସହ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ

ମୁମ୍ବାଇ: ବଲିଉଡ ସଙ୍ଗୀତକାର ଓ୍ଵାଜିଦଙ୍କ ପରଲୋକ । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ରବିବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ପୂର୍ବରୁ ତାଙ୍କର କିଡନୀ ଟ୍ରାନସ୍‌ପ୍ଲାଣ୍ଟ ହୋଇଥିବାସହ ସେ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲା ।…