Browsing Tag

walking

କାହିଁକି ଫିଟ୍ ରହିବା ପାଇଁ ୧୦ ହଜାର ଷ୍ଟେପ୍ସ ଚାଲିବାକୁ କୁହାଯାଏ? ଜାଣନ୍ତୁ ଏହାର ପଛର କାରଣ

ଆଜିକାଲି ଆମେ ସମସ୍ତେ ଯେଉଁ ପ୍ରକାର ଲାଇଫ ଷ୍ଟାଇଲ ବିତାଉଛୁ, ଫିଟନେସ୍ ପାଇଁ ସମୟ ବାହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଘର ଏବଂ ଅଫିସର ଦାୟିତ୍ୱ ମଧ୍ୟରେ, ଆପଣଙ୍କୁ ପୁରା ଦିନରେ ନିଜ ପାଇଁ ୧ ଘଣ୍ଟା ବାହାର କରିବାକୁ ପଡିବ । ସେ ସକାଳ ହେଉ କିମ୍ବା ସନ୍ଧ୍ୟା ଆପଣ ନିଜ ଫିଟନେସ୍ ପାଇଁ…

ଷ୍ଟ୍ରେସ୍‌ କିମ୍ବା ଡିପ୍ରେସନ୍‌ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନର ବ୍ୟକ୍ତିଗତ ଜୀବନରେ କାମର ପ୍ରେସର ଏବଂ ଅନ୍ୟାନ୍ୟ ଜିନିଷ ହେତୁ ଲୋକମାନେ ଅଧିକରୁ ଅଧିକ ଡିପ୍ରେସନ୍‌ ଏବଂ ଷ୍ଟ୍ରେସ୍‌ର ଶିକାର ହେଉଛନ୍ତି । ତେବେ ଡିପ୍ରେସନ୍‌ର ସବୁଠାରୁ ବଡ କାରଣ ହେଉଛି ଆମର ପରିବର୍ତ୍ତିତ ଲାଇଫ୍‌ ଷ୍ଟାଇଲ୍‌ । ଯେତେବେଳେ ଆମେ ପ୍ରତ୍ୟେକ ଛୋଟ ଏବଂ ବଡ ଜିନିଷ…

ଭୟଙ୍କର ଦୃଶ୍ୟ; ସମୁଦ୍ର କୂଳରେ ମଣିଷ ନୁହେଁ କେବଳ ଚାଲୁଛି ପାଦ

ଗୁଗୁଲ୍ ୟାର୍ଥରେ ପ୍ରତିଦିନ ନୂଆ ରହସ୍ୟମୟ ଏବଂ ଆକର୍ଷଣୀୟ ଘଟଣା ଦେଖିବାକୁ ମିଳିଥାଏ । ଗୁଗୁଲ୍ ୟାର୍ଥ ବ୍ୟବହାରକାରୀମାନେ ଅନେକ ଥର ରହସ୍ୟମୟ ଜିନିଷ ଦେଖିବାକୁ ଦାବି କରିଛନ୍ତି, ଯାହା ଜାଣିବା ଆଶ୍ଚର୍ଯ୍ୟଜନକ । ବର୍ତ୍ତମାନ ଏହି ସମୟରେ ଜଣେ ଗୁଗୁଲ ୟାର୍ଥ ବ୍ୟବହାରକାରୀ ମଧ୍ୟ ଏକ…

ସମୁଦ୍ର କୂଳରେ ଚାଲୁଥିଲେ ବ୍ୟକ୍ତି ହଠାତ ଫସିଗଲା ଗୋଡ଼, ଦେଖିଲା ବେଳକୁ ଥିଲା ଏମିତି ଜୀବ

ଯେତେବେଳେ ଆମେ ଦୋୖଡୁ କିମ୍ବା ଚାଲୁଥାଉ, ଭୂମିରେ ଥିବା ଜିନିଷ ପ୍ରତି ଆମେ ଧ୍ୟାନ ଦେଇ ନଥାଉ। ଏହି କାରଣରୁ, ବେଳେବେଳେ କିଛି ଜିନିଷ ପାଦରେ ଚାପି ହୋଇଯାଏ। ସେହିପରି ସମୁଦ୍ର କୂଳରେ ଦୌଡୁ ଥିବା ସମୟରେ ଜଣେ ବ୍ୟକ୍ତିଙ୍କ ସହ ସମାନ ଘଟଣା ଘଟିଥିଲା । ଚାଲିବାବେଳେ ସେ ଏକ ରହସ୍ୟମୟ ଜୀବକୁ…

ପ୍ରତିଦିନ ୭ ହଜାରରୁ ଅଧିକ ପାଦ ଚାଲନ୍ତୁ ଅକାଳ ମୃତ୍ଯୁକୁ ଏଡାନ୍ତୁ, ଜାଣନ୍ତୁ କ’ଣ କହୁଛି ଅଧ୍ୟୟନ

ଫିଟନେସ ପାଇଁ ଡାକ୍ତର ସବୁବେଳେ ଚାଲିବାକୁ ପରାମର୍ଶ ଦେଇଥାନ୍ତି। ଏକ ନୂଆ ଅଧ୍ୟୟନ ମୁତାବକ, ପ୍ରତିଦିନ ୭ ହଜାର ପାଦ ଚାଲିବା ଦ୍ବାରା ଅଳ୍ପ ବୟସରେ ପ୍ରାଣହରାଇବାର ବିପଦ ଆଶଙ୍କା କମ୍ ହୋଇଥାଏ। ୫୦ରୁ ୭୦ ପ୍ରତିଶତ ପର୍ଯ୍ଯନ୍ତ ଏହା କମିଯାଇପାରେ। ଏହି ଅଧ୍ୟୟନ JAMA ନେଟୱାର୍କ ଓପନ ଜର୍ନାଲରେ…

ବିଶେଷଜ୍ଞଙ୍କ ଖୁଲାସା: ଅଧିକ ବେଗରେ ଚାଲିଲେ ଲମ୍ବା ସମୟ ପର୍ଯ୍ୟନ୍ତ ବଞ୍ଚିପାରିବ ମଣିଷ !

ଚାଲିବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ କ'ଣ ଆପଣ ଜାଣିଛନ୍ତି କି? ଯଦି ଆପଣ ଦ୍ରୁତ ଗତିରେ ୱାକ କରନ୍ତି, ତା'ହେଲେ ଆପଣ ନା କେବଳ ସୁସ୍ଥ ରହିବେ, ବରଂ ଏହାଦ୍ୱାରା ଆପଣଙ୍କ ବୟସ ମଧ୍ୟ ଲମ୍ବା ହୋଇଯିବ। ବିଶେଷଜ୍ଞଙ୍କ ମୁତାବକ, ଜୋରରେ ଚାଲିବା ଦ୍ୱାରା ହୃଦୟ ଜନିତ ରୋଗରେ…

ରାସ୍ତାରେ ଯାଉଥିବା କାର୍ ସହ ଚାଲିଲେ ୨ ସିଂହ, ଭାଇରାଲ ହେଉଛି ଏହି ଆଶ୍ଚର୍ଯ୍ଯକର ଭିଡିଓ

ବର୍ତ୍ତମାନ ସୋସିଆଲ ମିଡିଆରେ ୨ଟି ସିଂହର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ମଧ୍ଯ ଆଶ୍ଚର୍ଯ୍ଯ ହୋଇଯିବେ। ଭିଡିଓରେ ଦୁଇଟି ସିଂହଙ୍କୁ କାର୍ ସହ ଚାଲି ଯାଉଥିବାର ଦେଖିବାକୁ ମିଳିଛି। ରାଜନେତା ଏବଂ ଉଦ୍ଯୋଗପତି ପରମିଲ ନାଥୱାନୀ ଏହି ଭିଡିଓକୁ ଟ୍ବିଟରରେ ସେୟାର କରିଛନ୍ତି।…

ମାତ୍ର ୨୦ ମିନିଟ୍‌ ଚାଲିବା ଦ୍ୱାରା ଗୋଟିଏ ନୁହେଁ ୭ ପ୍ରକାରର କ୍ୟାନ୍‌ସରରୁ ମିଳିଥାଏ ମୁକ୍ତି

ପ୍ରତ୍ୟେକ ଏକ୍ସରସାଇଜ୍‌ ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ। କିନ୍ତୁ ବର୍ତ୍ତମାନ ହୋଇଥିବା ଏକ ରିସର୍ଚ୍ଚରୁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ରିସର୍ଚ୍ଚ ମୁତାବକ ଶାରୀରିକ ପରିଶ୍ରମ କରିବା ଦ୍ୱାରା ଗୋଟିଏ ନୁହେଁ ବରଂ ୭ଟି କ୍ୟାନସରରୁ ମୁକ୍ତି ମିଳିପାରିବ। ଦିନକୁ ମାତ୍ର ୨୦ ମିନିଟ୍‌…

ଆକ୍ଟିଭ ଆଇଏଏସ, ଚାଲିଚାଲି ଡ୍ରେନେଜ ବ୍ୟବସ୍ଥାର ସ୍ଥିତି ପରଖିଲେ ପୁରୀ ଜିଲ୍ଲାପାଳ

ଆକ୍ସନରେ ଆଇଏଏସ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ତତ୍କାଳ ପରିଦର୍ଶନ ପାଇଁ ଚର୍ଚ୍ଚାରେ ଆଇଏଏସ ଅଧିକାରୀ। ପୁରୀ ବେଳାଭୂମି ସଫା କରିବା ପରେ ଅଚାନକ ସହରରେ ଡ୍ରେନେଜ ସମସ୍ୟାର ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂହ। ଡ୍ରେନେଜ ସମସ୍ୟା ନେଇ ବାରମ୍ବାର ଅଭିଯୋଗ ହେବା ପରେ…