ବିଡାନାସୀ ଅଘଟଣ: ମୃତଦେହ ରଖି ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ
କଟକ: ପାଟି ତୁଣ୍ଡ ହୋ ହଲ୍ଲାରେ କମ୍ପୁଛି ସାରା ପରିବେଶ । କିଏ କାହା କଥା ଶୁଣିବାକୁ ନାରାଜ । ପୋଲିସ୍ ବି ଘଟଣାସ୍ଥଳରେ ଉପସ୍ଥିତ ରହି ଉତ୍ୟକ୍ତ ଲୋକକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି । ହେଲେ କିଏ ଏଠି କାହା କଥା ଶୁଣୁଛି । ନିଜ ନିଜ ଭିତରେ ପାଟି ତୁଣ୍ଡ ଠେଲାପେଲା ହେଉଛନ୍ତି । ଏପଟେ…