Browsing Tag

wall collapsed

କୁଚିଣ୍ଡା: ଘର କାନ୍ଥ ପଡି ଦୁଇ ମୃତ

କୁଚିଣ୍ଡା (କେନ୍ୟୁଜ): ଘର କାନ୍ଥ ପଡି ଦୁଇ ମୃତ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ବିଜାଡିହି ଗାଁରେ ଘର କାନ୍ଥ ମରାମତି ପାଇଁ ପୁରୁଣା କାନ୍ଥ ଭାଙ୍ଗୁଥିବା ବେଳେ ଉପରେ ପଡ଼ି ଯାଇଥିଲା କାନ୍ଥ। ଫଳରେ ଜଣେ ମହିଳା ଓ ଜଣେ ପୁରୁଷ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ଘର ମାଲିକ…

ବ୍ରହ୍ମପୁରରେ କାଳବୈଶାଖୀ ତାଣ୍ଡବ : କାନ୍ଥ ଭୁଶୁଡ଼ି ଜଣେ ମୃତ, ଜଣେ ଆହତ

ବ୍ରହ୍ମପୁର (କେନ୍ୟୁଜ): କାଳବୈଶାଖୀ ପ୍ରଭାବରେ ଘରର କାନ୍ଥ ଭୁଶୁଡ଼ି ଜଣେ ମୃତ, ଜଣେ ଆହତ ହୋଇଛନ୍ତି। ଗତ କାଲି ବିଳମ୍ବିତ ରାତ୍ରରେ ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ଟି, ଗୋବିନ୍ଦପୁର ପଞ୍ଚାୟତ ଦାମପୁର ଗାଁରେ ଏଭଳି ଘଟଣା ଘଟିଛି। ମୃତକ ହେଲେ ସୁଶାନ୍ତ ମଳିକ ଓ ଗୁରୁତର ଆହତ ଜଣଙ୍କ…

ନିର୍ମାଣର ଦୁଇମାସ ପରେ ଭୁଶୁଡ଼ିଲା ରମାଦେବୀ ବିଶ୍ୱବିଦ୍ୟାଳୟ ପାଚେରି

ଭୁବନେଶ୍ବର(କେନ୍ୟୁଜ୍): ଭୁଶୁଡ଼ିଲା ରମାଦେବୀ ବିଶ୍ୱବିଦ୍ୟାଳୟ ପାଚେରି । ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଛି । ଏଥିରେ କାହାର କୌଣସି କ୍ଷତି ହୋଇନାହିଁ । ଦୁଇ ମାସ ତଳେ ନିର୍ମାଣ ହୋଇଥିଲା ଏହି ପାଚେରି । ଭେଣ୍ଡିଂ ଜୋନ ଗୁଡ଼ିକର ପାଣିକୁ ସେହି ପାଚେରି ସଇଡକୁ ଛଡାଯାଇଥିଲା।…

ଲଗାଣ ବର୍ଷାରେ କାନ୍ଥ ପଡ଼ି ଶିଶୁକନ୍ୟା ମୃତ, ବାପା-ମାଆ ଗୁରୁତର

ମାଲକାନଗିରି (କେନ୍ୟୁଜ): କାଳବୈଶାଖୀ ତାଣ୍ଡବ। ଲଗାଣ ବର୍ଷାରେ କାନ୍ଥ ପଡ଼ି ଶିଶୁକନ୍ୟା ମୃତ। ମାଲକାନଗିରି ପଡ଼ିଆ ବ୍ଲକ ମେଟାଗୁଡ଼ା ଗାଁରେ ଅଘଟଣ ଘଟିଛି। ଗତକାଲି ରାତିରେ ଘରେ ଶୋଇଥିବାବେଳେ କାନ୍ଥ ଭୁଷୁଡି ପଡିବାରୁ ୪ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବାବେଳେ ବାପା-ମାଆ ଗୁରୁତର ହୋଇ…

ବର୍ଷା ଦେଲା ଦୁଃଖ: ମାଟି କାନ୍ଥ ପଡ଼ି ଭାଇ ଭଉଣୀ ମୃତ

ଉଦଳା(କେନ୍ୟୁଜ୍):  ଉଦଳାରେ  ଅତି ଦୁଃଖଦ ଘଟଣା। କାନ୍ଥ ପଡି ଭାଇ ଭଉଣୀଙ୍କ ମୃତ୍ୟୁ।   ଅଳ୍ପକେ ବର୍ତିଲେ ୩ ବର୍ଷର ଶିଶୁ ପୁତ୍ର ଏବଂ ମା। ଏଭଳି ଘଟଣା ଘଟିଛି ଉଦଳା ଥାନା ରାଇଡାହୀ ଗ୍ରାମରେ। ରାଇଡାହୀ ଗ୍ରାମର ତୁଳସୀ ସିଂ ନିଜର ଗୋଟିଏ ଝିଅ ଏବଂ ୨ ପୁଅଙ୍କ ସହିତ ଘରେ ଶୋଇଥିଲେ। ହଠାତ ଲଗାଣ…

କୋରାପୁଟ ପାଇକ ଫୁଲବେଡା ଗାଁରେ ଅଭାବନୀୟ ଘଟଣା: ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଜଣେ ମୃତ

କୋରାପୁଟ(କେନ୍ୟୁଜ୍): ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଜଣେ ମୃତ । କୋରାପୁଟ ସଦର ଥାନା ପାଇକ ଫୁଲବେଡା ଗାଁରେ ଅଭାବନୀୟ ଘଟଣା । ମୃତକ ହେଲେ ଚନ୍ଦ୍ର ପରଜା । ରାତିରେ ଶୋଇଥିବା ବେଳେ କାନ୍ଥ ଭୁଷୁଡି ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଜିଲ୍ଲାରେ ଏପର୍ଯ୍ୟନ୍ତ…

ସବୁ ମୁଣ୍ଡକୁ ପକ୍କା ଘର କେବଳ ରାଜନୈତିକ ଭାଷଣବାଜି : ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ଗୋଟିଏ ପରିବାର ଦୁଇ ମୃତ ଓ ଦୁଇ…

କନ୍ଧମାଳ(କେନ୍ୟୁଜ୍):  ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ିବାରୁ ଗୋଟିଏ ପରିବାରର ଦୁଇ ମୃତ ଓ ଦୁଇ ଗୁରୁତର ଆହତ ହୋଇଛନ୍ତି । ଫୁଲବାଣୀ ତ୍ରିଦେବ ନଗରରେ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ଦୁଇଜଣ ହେଲେ ମା ସୁରଥୀ ମାଝୀ ବୟସ(୪୨) ଓ ଝିଅ ସ୍ମୃତି ମାଝୀ।ବୟସ (୫)ବର୍ଷ। (୩)ବର୍ଷର ଶିଶୁ…

ବାଲେଶ୍ୱର ମୋତିଗଞ୍ଜ ଅଞ୍ଚଳରେ ଡ୍ରେନ ଖୋଳାଯାଉଥିବା ବେଳେ ଅଘଟଣ: ଭୁଷୁଡ଼ିଲା ଦୁଇ ମହଲା ଘରର କାନ୍ଥ

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ୱର ସହରର ମୋତିଗଞ୍ଜ ଅଞ୍ଚଳରେ ଡ୍ରେନ ଖୋଳାଯାଉଥିବା ବେଳେ ଅଘଟଣ । ସହରର ପୌରପାଳିକା ଠାରୁ ଟାଉନ୍‌ ଥାନା ପର୍ଯ୍ୟନ୍ତ  ଡ୍ରେନ ନିର୍ମାଣ ପାଇଁ ଜେସିବି ଦ୍ୱାରା ଖୋଳା ଚାଲିଥିବା ବେଳେ ପୁରୂଣା ଘର ଭୁଷୁଡିଯାଇଛି । ଦୁଇ ମହଲା ବିଶିଷ୍ଟ ଏହି ଘରର ଆଗ ପାର୍ଶ୍ୟ…

ପ୍ରବଳ ବର୍ଷା ମାଡରେ ଭୁଷୁଡି ଗଲା ନିର୍ମାଣାଧୀନ କଂକ୍ରିଟ କାନ୍ଥ

କେନ୍ଦ୍ରାପଡା(କେ ନ୍ୟୁଜ): କେନ୍ଦ୍ରାପଡା ଜିଲ୍ଲା ଆଳିବ୍ଲକ ଅନ୍ତର୍ଗତ ଜୁଆଣିଆ ପଞ୍ଚାୟତରେ ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ନିର୍ମାଣାଧିନ ପୋଖରୀ ସୌନ୍ଦର୍ଯ୍ୟକରଣର କଂକ୍ରିଟ କାନ୍ଥ ଢଳେଇ ବର୍ଷା ମାଡରେ ଭୁଷୁଡି ପଡିଛି । ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁଁ ପୋଖରୀ…

କେନ୍ଦ୍ରାପଡାରେ ଲଗାଣ ବର୍ଷାରେ ଦୁଇଟି ଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡି ୨ ମୃତ

କେନ୍ଦ୍ରାପଡା (କେନ୍ଯୁଜ): କାନ୍ଥ ଭୁଶୁଡି ୨ ମୃତ। ୨ ଟି ଭିନ୍ନ ସ୍ଥାନରେ କାନ୍ଥ ପଡି ବୃଦ୍ଧବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ରାତିରେ ଶୋଇଥିବା ବେଳେ କାନ୍ଥ ପଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ବଡବେତରା ଗାଁର ଅଭୟ ମହାପାତ୍ର ।…

ନବରଙ୍ଗପୁର: ଯମ ପରି ଠିଆ ହୋଇଥିଲା ପାଣି ଭିଜା କାନ୍ଥ, ଆଜି ହଠାତ ଭୁଶୁଡ଼ି ପଡ଼ି ୬ ମାସର ଶିଶୁ କନ୍ୟାର ନେଇଗଲା ଜୀବନ

ଉମରକୋଟ(କେନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଚିକଲପଦର ପଞ୍ଚାୟତ ପୂଜାରୀଭରଣ୍ଡି ଗ୍ରାମରେ କାନ୍ଥ ଭୁଶୁଡ଼ି ୬ ମାସର ଶିଶୁ କନ୍ୟାର ମୃତ ଘଟିଛି।  ପୁଜାରିଭରଣ୍ଡି ଗ୍ରାମର ରାମ ଗଣ୍ଡଙ୍କ ଛଅ ମାସର ଶିଶୁ କନ୍ୟା ଆଜି ଘର ବାରଣ୍ଡାରେ ଶୋଇ ଥିବା ବେଳେ କାନ୍ଥ ପଡି ଯାଇଥିଲା। ଦୁଇଦିନ…

‘ୟସ’ ପରର ପ୍ରଭାବ: ଶୋଇଥିବା ସମୟରେ ଭୁଶୁଡିଲା କାନ୍ଥ ସହିତ ଘରର ଛାତ, ଅଳ୍ପକେ ବର୍ତ୍ତିଲେ ପରିବାର ୪ ଜଣ

କରଞ୍ଜିଆ: 'ୟସ' ଗଲା ପରର ପ୍ରଭାବ। ଭୁଶୁଡି ପଡିଲା ଘରର କାନ୍ଥ ସହ ଛାତ। ଅଳ୍ପକେ ବର୍ତ୍ତିଲେ ପରିବାର ୪ ଜଣ। ସୂଚନା ଅନୁଯାୟୀ, ଘରେ ଶୋଇଥିବା ସମୟରେ ଭୁଶୁଡିଲା କାନ୍ଥ ଓ ଛାତ। ଯଶୀପୁର ଥାନା ମହାର୍ଦ୍ଦାପଳସା ଢ଼ିପା ସାହିରେ ଘଟିଛି ଏହି ଅଭାବନୀୟ ଘଟଣା। ମେନା ହୋ ଓ ତାଙ୍କ ସ୍ତ୍ରୀ ସହ ଦୁଇ…