Browsing Tag

Walnut Halwa

ମାତ୍ର ୪ଟି ଜିନିଷରେ ବନାନ୍ତୁ ଟେଷ୍ଟି ଅଖରୋଟ୍ ହାଲୱା, ଜାଣନ୍ତୁ କେମିତି ?

ଆପଣମାନେ ସୁଜି ହାଲୱା ନିଶ୍ଚିତ ଖାଇଥିବେ। ଏହା ବାଦ୍ ସିମେଇ ହାଲୱା କିମ୍ବା ଗାଜର ହାଲୱା, ଲାଉ ହାଲୱା ମଧ୍ୟ ଖାଇଥିବେ। କିନ୍ତୁ ଏପରି ହାଲୱା ଖାଇ ଖାଇ ଆପଣ ଯଦି ବିରକ୍ତି ହୋଇଗଲେଣି, ତେବେ ଆପଣ ନୂଆ ରେସିପ ମଧ୍ୟ ଟେଷ୍ଟ କରିପାରିବେ। ଆପଣ କେବେ ୱାଲନଟ୍ ହାଲୱା ଟ୍ରାଏ କରିଛନ୍ତି କି ? ଯଦି…