Browsing Tag

waqf amendment bill

ୱାକଫ ଆଇନ : ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସପ୍ତାହ ପାଇଁ ସମୟ ଦେଲେ ସୁପ୍ରିମକୋର୍ଟ

ୱାକଫ ଆଇନ ମାମଲା ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସପ୍ତାହ ପାଇଁ ସମୟ ଦେଲେ ସୁପ୍ରିମକୋର୍ଟ । ଜବାବ ଦାଖଲ ପର୍ଯ୍ୟନ୍ତ ୱାକଫରେ ଯଥା ସ୍ଥିତି ବଜାୟ ରହିବ ବୋଲି କହିଲେ ସର୍ବୋଚ୍ଚ ନ୍ୟାୟାଳୟ। ଜବାବ ଦାଖଲ ପର୍ଯ୍ୟନ୍ତ ୱାକଫ ସମ୍ପତ୍ତି ଉପରେ କିଛି ପରିବର୍ତ୍ତନ…

ୱାକଫ୍‌ ପାଇଁ ଅଶାନ୍ତ ପଶ୍ଚିମବଙ୍ଗ : ବିଏସଏଫର ୫ କମ୍ପାନୀ ନିୟୋଜିତ, ୧୫୦ ଗିରଫ, ଇଣ୍ଟରନେଟ୍‌ ବନ୍ଦ

ନୂଆ ୱାକଫ୍ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଉତ୍ତେଜନା ଜାରି ରହିଛି । ହିଂସାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୮ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ମୁର୍ଶିଦାବାଦ ଜିଲ୍ଲାରେ ହୋଇଥିବା ୧୫୦ ଜଣ ଗିରଫ ହୋଇଥିବା ବେଳେ ଦଙ୍ଗାକାରୀମାନେ ନିରୀହ ଲୋକଙ୍କ ଉପରେ ସଂଘବଦ୍ଧ…

ଓ୍ୱକଫ୍ ବିଲକୁ ମିଳିଲା ରାଷ୍ଟ୍ରପତି ମଞ୍ଜୁରୀ, ସାରା ଦେଶରେ ଲାଗୁ ହେବ ନୂଆ ଆଇନ

ସଂସଦର ଉଭୟ ଗୃହରେ ଜୋରଦାର ବିତର୍କ ପରେ ଗୃହୀତ ହୋଇଥିବା ୱକଫ ସଂଶୋଧନ ବିଲକୁ ରାଷ୍ଟ୍ରପତି ଅନୁମୋଦନ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ମଞ୍ଜୁରି ସହ ୱକଫ ସଂକ୍ରାନ୍ତ ନୂଆ ଆଇନ ଅସ୍ତିତ୍ବକୁ ଆସିଛି । ଏ ନେଇ ନୂଆ ଆଇନର ଗେଜେଟ ପ୍ରକାଶ ପାଇଛି । ନୂଆ ଆଇନକୁ କଂଗ୍ରେସ ସମେତ କିଛି ଦଳ…

ଲୋକସଭା ପରେ ରାଜ୍ୟ ସଭାରେ ୱାକଫ୍ ବିଲ୍ ପାସ୍; ସପକ୍ଷରେ ପଡ଼ିଲା ୧୨୮ ଭୋଟ୍, ବିପକ୍ଷରେ ୯୫ ଭୋଟ୍

ଲୋକସଭା ପରେ ରାଜ୍ୟ ସଭାରେ ୱାକଫ୍ ବିଲ୍ ପାସ୍ । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ରାଜ୍ୟସଭାରେ ଏହି ବିଲ୍ ଆଗତ କରିଥିଲେ। ଦୀର୍ଘ ୧୨ ଘଣ୍ଟା ଧରି ଆଲୋଚନା ପରେ ରାଜ୍ୟସଭାରେ ବିଲ୍ ପାସ୍ ହୋଇଛି । ଏହାସହିତ ସଂସଦ ଏହି ବିଲକୁ ଅନୁମୋଦନ କରିଛି । ବିଲ ସପକ୍ଷରେ ୧୨୮ ଭୋଟ୍ ବିପକ୍ଷରେ…

ଲୋକସଭାରେ ଆଜି ଆଗତ ହେବ ସଂଶୋଧିତ ୱାକଫ ବିଲ୍‌, ୮ ଘଣ୍ଟା ଧରି ଚାଲିବ ବିତର୍କ

ଆଜି ଲୋକସଭାରେ ଦିନ ୧୨ଟାରେ ଉପସ୍ଥାପନ ହେବ ସଂଶୋଧିତ ୱାକଫ ବିଲ ।  ୮ ଘଣ୍ଟା ଧରି ଏହା ଉପରେ ବିତର୍କ ହେବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ସଂସଦର ସହମତିରେ ଆବଶ୍ୟକ ପଡ଼ିଲେ ବିତର୍କର ଅବଧି ବୃଦ୍ଧି କରାଯିବ । ସଂସଦରେ ଉପସ୍ଥିତ ରହିବାକୁ ବିଜେପି ସମସ୍ତ…