ଦୋଷୀକୁ ଅଦ୍ଭୁତ ଦଣ୍ଡ: ମହିଳାଙ୍କୁ ଅସଦାଚରଣ କରିଥିବା ଦୋଷୀ ୬ ମାସ ଯାଏ ଧୋଇବେ ସମସ୍ତ ମହିଳାଙ୍କ ପୋଷାକ
ବିହାରର ମଧୁବାନି ଜିଲ୍ଲାର ଏକ କୋର୍ଟ ଦୁଷ୍କର୍ମ କରିଥିବା ଦୋଷୀଙ୍କୁ ଅଦ୍ଭୁତ ଦଣ୍ଡ ଶୁଣାଇଛନ୍ତି। କୋର୍ଟଙ୍କ ଆଦେଶ ଅନୁଯାୟୀ, ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ ତାର ଗାଁର ସମସ୍ତ ମହିଳାଙ୍କ ପୋଷାକ ମାଗଣାରେ ଧୋଇବ। ଏଥିସହିତ ସେହି ପୋଷାକଗୁଡ଼ିକୁ ଇସ୍ତ୍ରୀ କରିବା ପାଇଁ କୋର୍ଟ…