Browsing Tag

washington

Food Festival Firing: ଫୁଡ୍ ଫେଷ୍ଟିଭାଲରେ ଫୁଟିଲା ଗୁଳି, ଜୀବନ ବଞ୍ଚାଇ ଦୌଡ଼ିଲେ ଲୋକେ

ନୂଆଦିଲ୍ଲୀ: ଆମେରିକାର ସିଆଟଲ ସହରରେ ଚାଲିଥିବା ଏକ ଫୁଡ୍ ଫେଷ୍ଟିଭାଲରେ ଗୁଳିକାଣ୍ଡ ଘଟିଛି । ଏହି ଘଟଣାରେ ଅତି କମରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି ।ଆମେରିକାର ସିଆଟଲ ସହରରେ ଚାଲିଥିବା ଏକ ଫୁଡ୍ ଫେଷ୍ଟିଭାଲରେ ଗୁଳିକାଣ୍ଡ ଘଟିଛି । ଏହି ଘଟଣାରେ ଅତି କମରେ ୨…

Seaplane Crashes: ପଥରରେ ପିଟିହେଲା ସିପ୍ଲେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ଆମେରିକାର ୱାଶିଂଟନ୍ ରାଜ୍ୟରେ କାନାଡା ସୀମା ନିକଟରେ ଥିବା ଏକ ଦ୍ୱୀପ ପାଖରେ ଗୁରୁବାର ସନ୍ଧ୍ୟାରେ ଏକ ସିପ୍ଲେନ୍ (ପାଣିରେ ଅବତରଣ କରୁଥିବା ବିମାନ) ଦୁର୍ଘଟଣାଗ୍ରସ୍ତ ହୋଇ ପଥରରେ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଥିଲା । କିନ୍ତୁ ନିକଟରେ ଥିବା ଡଙ୍ଗା…

ୱାଶିଂଟନରେ ଜୟଶଙ୍କରଙ୍କ ପାୱାର ମିଟିଂ, ଭାରତ ଉପରୁ ଟାରିଫ କମାଇଛନ୍ତି ଟ୍ରମ୍ପ

ୱାଶିଂଟନ : ୱାଶିଂଟନରେ ଜୟଶଙ୍କରଙ୍କ ପାୱାର ମିଟିଂ। ୱାଶିଂଟନ ଡିସିରେ ଆମେରିକାର ଟ୍ରେଜେରୀ ସେକ୍ରେଟାରୀ ସ୍କଟ୍ ବେସେଣ୍ଟ ଓ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ଭାରତ ଓ ଆମେରିକା ମଧ୍ୟରେ ବଡ଼ ଧରଣର ବାଣିଜ୍ୟିକ ଚୁକ୍ତି ହେବାର ଠିକ୍ ଦିନକ ପରେ…

ଆମେରିକାରେ ଇସ୍ରାଏଲ ଦୂତାବାସ ସାମ୍ନାରେ ଗୁଳିମାଡ଼, ୨ ଇସ୍ରାଏଲୀ ମୃତ

ଆମେରିକାର ୱାଶିଂଟନ ଡିସିରେ ଦୁଇଜଣ ଇସ୍ରାଏଲୀ ନାଗରିକଙ୍କୁ ହତ୍ୟା । ୱାଶିଂଟନ ଡିସିରେ ଥିବା ଯିହୂଦୀ ସଂଗ୍ରହାଳୟ ବାହାରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟିଛି । ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ଗିରଫଦାରୀ ସମୟରେ ପାଲେଷ୍ଟାଇନ ପାଇଁ…

ଆମେରିକା ବିମାନ ଦୁର୍ଘଟଣା: ୧୯ ମୃତଦେହ ଉଦ୍ଧାର, ଆଗକୁ ବଢିପାରେ ମୃତକଙ୍କ ସଂଖ୍ୟା

ଆମେରିକାର ୱାଶିଂଟନ ଡିସି ନିକଟରେ ରେଗାନ ନ୍ୟାସନାଲ ଏୟାରପୋର୍ଟ ନିକଟରେ ଅବତରଣ ପୂର୍ବରୁ ବିମାନକୁ ଧକ୍କା ଦେଲା ଆର୍ମି ହେଲିକପ୍ଟର । ଦୁର୍ଘଟଣା ପରେ ବିମାନଟି ପୋଟମାକ୍ ନଦୀକୁ ଖସିପଡିଛି । ନଦୀରୁ ୧୯ ଜଣଙ୍କ ମୃତଦେହ ଜବତ କରାଯାଇଛି । ବିମାନରେ ୬୪ ଲୋକ ଥିଲେ । ଆଉ ଆଗକୁ ମୃତକଙ୍କ ସଂଖ୍ୟା…

ଆମେରିକାର ବଡ଼ ଧରଣର ଦୁର୍ଘଟଣା, ମଝି ଆକାଶରେ ଆର୍ମୀ ହେଲିକପ୍ଟର ସହ ଯାତ୍ରୀବାହୀ ବିମାନ ଧକ୍କା 

ଆମେରିକାର ବଡ଼ ଧରଣର ବିମାନ ଦୁର୍ଘଟଣା । ମଝି ଆକାଶରେ ଆର୍ମୀ ହେଲିକପ୍ଟର ସହ ଯାତ୍ରୀବାହୀ ବିମାନ ଧକ୍କା । ୱାସିଂଟନ୍ ଡିସିର ରେଗାନ ନାସନାଲ ଏୟାରପୋର୍ଟ ନିକଟରେ ଅବତରଣ ପୂର୍ବରୁ ଏଭଳି ଏକ ବଡ଼ ଦୁର୍ଘଟଣା ହୋଇଛି । ଏଥିରେ ବହୁ ସଂଖ୍ୟାରେ ବିମାନ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଂକା କରାଯାଉଛି…

ଆମେରିକାରେ ମ୍ୟୁଜିକ କନସର୍ଟରେ ଆଖିବୁଜା ଗୁଳିଚାଳନା, ଜଣେ ପିଲା ମୃତ

ଆମେରିକାର ଓ୍ଵାଶିଂଟନ ଡିସିରେ ଏକ ମ୍ୟୁଜିକ କନସର୍ଟରେ ଗୁଳିକାଣ୍ଡ। ଏହି ଗୁଳିକାଣ୍ଡରେ ଜଣେ ଛୋଟ ପିଲାର ମୃତ୍ୟୁ ହୋଇଥିବା ଖବର ମିଳିଛି। ସୋମବାର ଓ୍ୱାଶିଂଟନର ଏକ ମୁଖ୍ୟ ରାସ୍ତା ମଝିରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ କରିଛନ୍ତି । ଜଣେ ଶିଶୁ ମୃତ ସହିତ ୨ ଅନ୍ୟ ନାଗରିକ ଏବଂ ଜଣେ ପୋଲିସ…

ହାଇସ୍କୁଲରେ ଆଖିବୁଜା ଗୁଳିମାଡ଼ କଲା୧୫ ବର୍ଷୀୟ ଛାତ୍ର : ୩ମୃତ, ୮ ଆହତ

ଆମେରିକାର ମିଚିଗାନରେ ଥିବା ଏକ ହାଇସ୍କୁଲରେ ଜଣେ ୧୫ ବର୍ଷୀୟ ଛାତ୍ରର ଆଖିବୁଜା ଗୁଳିମାଡ଼ କରିଥିଲା । ଏଥିରେ ୩ ଜଣ କିଶୋରଙ୍କ ମୃତ୍ୟୁ ହୋଇଥିବା ୮ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଆହତ ହୋଇଥିବା ୮ ଜଣଙ୍କ ମଧ୍ୟରେ ଜଣେ ଶିକ୍ଷକ ରହିଛନ୍ତି।୧୫ ବର୍ଷୀୟ ଛାତ୍ର ଜଣଙ୍କ ସେମି ଅଟୋମେଟିକ…

ଅଦ୍ଭୁତ ଏହି ଦେଶ, ଯେଉଁଠି ଲୋକେ କରୋନା ପଜେଟିଭ ହେବା ପାଇଁ ଜାଣିଶୁଣି କରୁଛନ୍ତି ପାର୍ଟି’

ସମଗ୍ର ବିଶ୍ୱରେ କରୋନା ଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଲୋକେ ଏଥିରୁ ବଞ୍ଚିବା ପାଇଁ ଘରେ ଲକଡାଉନ ହୋଇ ରହିଛନ୍ତି। ଏହାସତ୍ତ୍ୱେ ମଧ୍ୟ ଆମେରିକାରେଦିନକୁ ଦିନ ଅଧିକାଂଶ ଲୋକ କରୋନାରେ ମୃତ୍ୟୁବରଣ କରିଛନ୍ତି। ଏପର୍ଯ୍ୟନ୍ତ ଆମେରିକାରେ ମୃତ୍ୟୁ ସଂଖ୍ୟା ୭୭ ହଜାରରେ…

ଆମେରିକା ହ୍ଵାଇଟ ହାଉସ୍‌ ନିକଟରେ ବିସ୍ଫୋରଣ : ଜଣେ ମୃତ, ୫ ଆହତ

ଓ୍ଵାଶିଂଟନ : ଆମେରିକାର ରାଜଧାନୀ ଓ୍ଵାଶିଂଟନର ହ୍ଵାଇଟ ହାଉସ ନିକଟରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଏବେ ସ୍ଥାନୀୟ ଅଞ୍ଚଳକୁ ସିଲ କରିଦିଆଯାଇଛି। ସୂଚନାଯୋଗ୍ୟ, ସ୍ଥାନୀୟ ସମୟ ରାତି ୧୦ ଟା ସମୟରେ ଏହି ବିସ୍ଫୋରଣ ହୋଇଥିଲା।…