Browsing Tag

wasim akram

ପାକିସ୍ତାନ କ୍ରିକେଟ ବୋର୍ଡ ମୁଣ୍ଡ କାମ କରୁନି, ପ୍ରଥମ ଇମ୍ରାନ ଏବଂ ପରେ ଓ୍ଵାସିମ ଆକ୍ରମଙ୍କୁ ଭିଡିଓରୁ ହଟାଇଲା

ସ୍ବାଧୀନତା ଦିବସରେ ନିଜ ପୂର୍ବତନ ଅଧିନାୟକଙ୍କୁ ଭୁଲିଗଲା ପାକିସ୍ତାନ କ୍ରିକେଟ ବୋର୍ଡ । ୧୯୯୨ ବିଶ୍ବକପ ଜିତାଇଥିବା ନିଜ କ୍ୟାପଟେନ ଇମ୍ରାନ ଖାନଙ୍କୁ ପାସୋରିଦେଲା । ନିକଟରେ ନିଜ ୭୭ତମ ସ୍ବାଧୀନତା ଦିବସ ଅବସରରେ ପାକିସ୍ତାନର କ୍ରିକେଟ୍ ଇତିହାସକୁ ନେଇ ଏକ ଭିଡିଓ ଜାରି କରିଥିଲା ପିସିବି ।…

ଓ୍ଵାସିମ୍‌ ଆକ୍ରମ କହିଲେ ମନର କଥା, ଜାଭେଦ ମିଆଁଦାଦ ନଥିଲେ ଆଜି ଏଠିି ମୁଁ ନଥାନ୍ତି

କେନ୍ୟୁଜ୍‌ ବ୍ୟୁରୋ: ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ଦ୍ରୁତ ବୋଲର ଓ୍ଵାସିମ୍‌ ଆକ୍ରମ ତାଙ୍କ ସଫଳ କ୍ୟାରିୟର ପଛରେ ଥିବା କ୍ରିକେଟରଙ୍କ ନାଁ ଖୁଲାସା କରିଛନ୍ତି । ଆକ୍ରମ କହିଛନ୍ତି, ତାଙ୍କ କ୍ରିକେଟ କ୍ୟାରିୟର ପଛରେ ଜଣେ ପାକିସ୍ତାନୀ କ୍ରିକେଟରଙ୍କ ହାତ ଅଛି । ଯାହାଙ୍କ ବିନା ତାଙ୍କ…

ଓ୍ଵାସିମ ଆକ୍ରମଙ୍କ ବଡ ଖୁଲାସା, ଡ୍ରଗ୍ସ ଓ କୋକିନ ଯୋଗୁଁ ମୋ କ୍ୟାରିଅର ଓ ଜୀବନ ନଷ୍ଟ ହୋଇଗଲା

ଟି-୨୦ବିଶ୍ୱକପରେ ଲଗାତାର ଦୁଇ ଦୁଇଟି ମ୍ୟାଚ୍‌ ପାକିସ୍ତାନ ହାରିବା ପରେ ଦେଶବାସୀ ଏବଂ ଫ୍ୟାନ୍ସଙ୍କ ମନୋବଳ ଭାଙ୍ଗିଯାଇଛି। ବାରମ୍ବାର ଖେଳାଳିଙ୍କୁ ଟ୍ରୋଲ କରୁଛନ୍ତି ଫ୍ୟାନ୍ସ। ତେବେ ପାକିସ୍ତାନ କ୍ରିକେଟ ସହିତ ଜଡିତ ଅନେକ ଏମିତି କଥା ରହିଛି, ଯାହା ଫ୍ୟାନ୍ସଙ୍କୁ ବିଚଳିତ କରୁଛି।…

ଓପନିଂ ଛାଡ… ମିଡିଲରେ ଆସ, ପଦକୁ ଜାବୁଡି ନ ଧରି ଅନ୍ୟକୁ ସୁଯୋଗ ଦିଅ; ବାବର ଆଜମଙ୍କୁ ଏମିତି କହିଲେ ପାକିସ୍ତାନର…

ଟି-୨୦ ବିଶ୍ୱକପ ୨୦୨୨ରୁ ପାକିସ୍ତାନ ଜିମ୍ବାୱେ ଠାରୁ ମାତ୍ର ୧ ରନ୍‌ରେ ହାରିଛି। ଏହି ପରାଜୟ ପରେ ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ସମାଲୋଚନାର ଶିକାର ହୋଇଛନ୍ତି। ପାକିସ୍ତାନର ପୂର୍ବତନ କ୍ରିକେଟର୍ସ ବାବର ଆଜମଙ୍କୁ ଟାର୍ଗେଟ କରିଛନ୍ତି। ପାକିସ୍ତାନ ଟିମର ପୂର୍ବତନ ଖେଳାଳି ଓ୍ଵକାର…

୧୯୮୭ ମସିହାର ଓ୍ଵାସିମ୍‌ ଆକ୍ରମଙ୍କ ଅଣ୍ଡରୱେୟାର ପିନ୍ଧା ଫଟୋ ଭାଇରାଲ, ଫଟୋ ଦେଖି ପତ୍ନୀ କହିଲେ, ‘ଏହା କ’ଣ ନର୍ମାଲ?’

ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ ଓ୍ଵାସିମ୍‌ ଆକ୍ରମଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋ ୧୯୮୭ ମସିହାର, ଯେତେବେଳେ ପାକିସ୍ତାନ ଟିମ୍‌ ଭାରତ ଗସ୍ତରେ ଆସିଥିଲା। ଫଟୋରେ ଆକ୍ରମ ହୋଲି ପାଳିଥିବାର ଦେଖାଯାଉଛନ୍ତି। ଏହି ଫଟୋକୁ ସ୍ପୋର୍ଟସ୍‌…