ମାଡ଼ି ଆସୁଛି ସମୁଦ୍ର, ସମୁଦ୍ର ଆଁ ଭିତରେ ଚାଲିଯିବ ବଡ଼ ବଡ଼ ସହର
କେନ୍ୟୁଜ୍(ବ୍ୟୁରୋ): ବଦଳୁଛି ଜଳବାୟୁ । ସନ୍ତୁଳନ ହରାଉଛି ପରିବେଶ । କୂଳ ଲଂଘୁଛି ସମୁଦ୍ର । ଜଳପତ୍ତନ ବଢୁଛି । ବିଶ୍ୱର ଉପକୂଳକୁ ଘନଉଛି ବିପଦ । ୩୦ ବର୍ଷ ପରେ ଉପକୂଳରେ ଜଳ ପ୍ରଳୟ ଆସିବ । ୨୦୫୦ ସୁଦ୍ଧା ବୁଡ଼ିଯିବ ବିଭିନ୍ନ ଦେଶର ଉପକୂଳରେ ଥିବା ବହୁ ସହର । ପାଣି ଭିତରେ ଲୁଚିଯିବ ବଡ଼ ବଡ଼…