Browsing Tag

water flooded

ମାଡ଼ି ଆସୁଛି ସମୁଦ୍ର, ସମୁଦ୍ର ଆଁ ଭିତରେ ଚାଲିଯିବ ବଡ଼ ବଡ଼ ସହର

କେନ୍ୟୁଜ୍(ବ୍ୟୁରୋ):  ବଦଳୁଛି ଜଳବାୟୁ । ସନ୍ତୁଳନ ହରାଉଛି ପରିବେଶ । କୂଳ ଲଂଘୁଛି ସମୁଦ୍ର । ଜଳପତ୍ତନ ବଢୁଛି । ବିଶ୍ୱର ଉପକୂଳକୁ ଘନଉଛି ବିପଦ । ୩୦ ବର୍ଷ ପରେ ଉପକୂଳରେ ଜଳ ପ୍ରଳୟ ଆସିବ । ୨୦୫୦ ସୁଦ୍ଧା ବୁଡ଼ିଯିବ ବିଭିନ୍ନ ଦେଶର ଉପକୂଳରେ ଥିବା ବହୁ ସହର । ପାଣି ଭିତରେ ଲୁଚିଯିବ ବଡ଼ ବଡ଼…