Rengali Dam: ରେଙ୍ଗାଳି ଡ୍ୟାମରେ ବଢୁଛି ଜଳସ୍ତର, ନଜରରେ ତଳିଆ ଅଞ୍ଚଳ
କଣିହା: ରେଙ୍ଗାଳି ଡ୍ୟାମରେ ବଢୁଛି ଜଳସ୍ତର । ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଜୁଲାଇ ୩୦ରେ ଗୋଟିଏ ଗେଟ୍ ଖୋଲାଯାଇ ଥିବାବେଳେ ଗଚ୍ଛିତ ଜଳରାଶି ୧୨୨.୩୦ ମିଟର ଥିଲା । ଡ୍ୟାମର ଉପର ପାଖରୁ ପ୍ରତି ସେକେଣ୍ଡ ପିଛା ୨୪୬୦ ଘନମିଟର ବନ୍ୟାଜଳ ପ୍ରବେଶ କରୁଥିଲା । ଗେଟ୍ ଓ ପାୱାର ଚ୍ୟାନେଲ…