Browsing Tag

water logging in bhubaneswar

ବର୍ଷା ବିତ୍ପାତ: କଟକ-ଭୁବନେଶ୍ୱରରେ ସଜାଗ ଅଗ୍ନିଶମ ବିଭାଗ, ପାଖାପାଖି ୧୦୦ କର୍ମଚାରୀ ନିୟୋଜିତ

କଟକ(କେନ୍ଯୁଜ୍): ବର୍ଷା ବିତ୍ପାତ । ଲଗାଣ ବର୍ଷାରେ କଟକର କିଛି ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । କିଛି ଲୋକଙ୍କ ବେଡ୍‌ ରୁମ୍‌ ଭିତରେ ମଧ୍ୟ ପାଣି ପଶି ରହିଛି । ଉଦ୍ଧାର କାର୍ଯ୍ୟ ପାଇଁ କଟକ-ଭୁବନେଶ୍ୱରରେ ସଜାଗ ରହିଛନ୍ତି ଅଗ୍ନିଶମ…

ଘଣ୍ଟାକ ବର୍ଷାରେ ବୁଡ଼ିଗଲା ରାଜଧାନୀ, ଇସ୍କନ ରାସ୍ତାରେ ଛାତିଏ ପାଣି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଘଣ୍ଟାକର ବର୍ଷାରେ ବେହାଲ ହେଲା ରାଜଧାନୀ । ଆଜି ସକାଳ ୧୦ଟା ବେଳୁ ଆରମ୍ଭ ହୋଇଥିଲା ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା । ପ୍ରାୟ ୧୧ଟା ପର୍ଯ୍ୟନ୍ତ ଚାଲିଥିଲା ଲଗାଣ ବର୍ଷା । ଯେଉଁଥିରେ ସବୁବେଳେ ପାଣିରେ ବୁଡୁଥିବା ଇସ୍କନ ମନ୍ଦର ପାଖ, ସିଆରପିରୁ ଫାୟାର ଷ୍ଟେସନ୍‌,…