water logging in jajpur

ଯାଜପୁର: ଜଳବନ୍ଦୀ ହୋଇ ରହିଛି ହଜାର ହଜାର ହେକ୍ଟର ଜମି, ତୁରନ୍ତ ପଦକ୍ଷପ ନେବାକୁ ନବନିର୍ମାଣ କୃଷକ ସଙ୍ଗଠନର ଦାବି

ଯାଜପୁର : ହେକ୍ଟର ହେକ୍ଟର ଜମିରେ ପାଣି । ଯାଜପୁର ବିଂଝାରପୁର ବ୍ଲକ ଜରୀ ପଂଚାୟତ ନାଉବାଙ୍କ କାମଦେବ ମହାରରେ ଗତ ବନ୍ୟାରେ ଘାଇ ସୃଷ୍ଟି ହୋଇଥିଲା।…

3 years ago