Browsing Tag

water

କେଉଁ ଜୀବ ପାଣି ପିଇଲେ ମୃତ୍ୟୁ ଘଟେ ? ପାଣି ନ ପିଇ ବଞ୍ଚେ ଦୀର୍ଘ ବର୍ଷ

ଅନେକ ଥର ଆମକୁ ଏପରି ପ୍ରଶ୍ନ ପଚରାଯାଏ ଯାହା ଆମକୁ ଆଶ୍ଚର୍ଯ୍ୟ କରେ । ଏହିପରି ଗୋଟିଏ ପ୍ରଶ୍ନ ହେଉଛି ଦୁନିଆରେ ଏପରି କେଉଁ ପ୍ରାଣୀ ଅଛି କି ଯିଏ ପାଣି ପିଇବା ମାତ୍ରେ ତାର ମୃତ୍ୟୁ ଘଟେ । ଯଦି ତୁମେ ଦୁନିଆରେ କିଛି ଜାଣିବା, ବୁଝିବା ପାଇଁ ଚାହୁଁଥାଅ ତୁମେ ଅନେକ ଜିନିଷ ପାଇବ ଯାହା ବିଷୟରେ…

ନଳକୂପରୁ ପାଣି ନୁହେଁ ବାହାରୁଛି କ୍ଷୀର, ନେବା ପାଇଁ ଲାଗିଛି ଲୋକଙ୍କ ଭିଡ଼

ଉତ୍ତରପ୍ରଦେଶର ମୁରାଦାବାଦ ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ବିଲାରୀ ରୋଡ଼େଓ୍ଵ ବସ୍‌ ଷ୍ଟାଣ୍ଡରେ ଥିବା ଏକ ନଳକୂପର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହି ନଳକୂପ ଭାଇରାଲ ହେବାର ମୁଖ୍ୟ କାରଣ ହେଉଛି ଏଥିରେ ପାଣି ନୁହେଁ ଏଥିରୁ ଧଳା ରଙ୍ଗର ତରଳ…

୨୦ ମିନିଟରେ ପିଇଦେଲେ ୨ ଲିଟର ପାଣି, ଦେଖୁ ଦେଖୁ ଚାଲିଗଲା ମହିଳାଙ୍କ ଜୀବନ, କାରଣ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହେବେ

ଅଧିକ ପାଣି ପିଇଦେବାରୁ ଚାଲିଗଲା ଜୀବନ । ଏ କି କଥା, ଏହାକୁ ଶୁଣିଲେ ଆପଣ ନିହାତି ଭାବୁଥିବେ ପାଣି ସମସ୍ତଙ୍କ ଜୀବନ ରକ୍ଷା କରୁଥିବାବେଳେ ଏବେ ଜୀବନ କେମିତି ନେଇଗଲା । କିନ୍ତୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଆମେରିକା ରେ ଏଭଳି ଘଟଣା ଘଟିଥିବାବେଳେ ସବୁଠି ଏହାର ଚର୍ଚା ଧରିଛି । ଆପଣ…

ରାତିରେ ପାଣି ପିଇବା ଦ୍ୱାରା ଶରୀର ଉପରେ ପଡିଥାଏ ଏହି ପ୍ରଭାବ, ଜାଣି ରଖନ୍ତୁ

ଆମ ଶରୀରର ଅଧିକାଂଶ ଅଂଶ ପାଣିରେ ହୋଇଛି। ଏହି କାରଣ ରୁ ଏହାକୁ ସଠିକ୍ ପରିମାଣରେ ଏବଂ ନିୟମିତ ବ୍ୟବଧାନରେ ପିଇବା ସ୍ୱାସ୍ଥ୍ୟ ପାଇଁ କୁହାଯାଏ । ନଚେତ୍ ଶରୀର ଡିହାଇଡ୍ରେଡ୍ ହୋଇଯିବ ଏବଂ ଅନେକ ସମସ୍ୟା ଉପୁଜିବ । ଖାସ କରି ଖରା ଦିନ ରେ ଏହି ଅସୁବିଧା ହୁଏ । ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ଜାଣନ୍ତୁ ପ୍ରତିଦିନ ବ୍ୟବହାର କରାଯାଉଥିବା ଜଳକୁ ନେଇ କିଛି ଅଜଣା କଥା

ଜଳ ହିଁ ଜୀବନ । ଜଳ ବିନା ସୃଷ୍ଟି ଅସମ୍ଭବ । ଜଳ ଆମକୁ ଜୀବନ ଦେବା ସହ ଏହା ପୃଥିବୀ ପୃଷ୍ଠରେ ଜୀବଜଗତ ତିଷ୍ଠିବା ସମ୍ଭବ ହୋଇପାରିଛି । କିନ୍ତୁ ପାଣି ବିଷୟରେ ଏମିତି କିଛି ରୋଚକ କଥା ହୁଏତ ଆପଣ ଜାଣି ନଥିବେ । ତେବେ ଆସନ୍ତୁ ସେ ଉପରେ ଏକ ଦୃଷ୍ଟି ପକାଇବା | ୧. ପ୍ରତି ମଣିଷ ଶରୀରରେ…

କମ୍ ପାଣି ପିଉଥିବା ଲୋକଙ୍କୁ ରହିଛି ଶୀଘ୍ର ମରିବାର ବିପଦ, ଜାଣନ୍ତୁ କେତେ ଗ୍ଲାସ୍ ଜରୁରୀ

ଜଳ ହିଁ ଜୀବନ । ଏହା ବୋଧହୁଏ ସମସ୍ତେ ଜାଣିଛନ୍ତି, କିନ୍ତୁ ଏହି ତିନୋଟି ଶବ୍ଦର ଗମ୍ଭୀରତା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ । ଯଦି ବିଜ୍ଞାନକୁ ବିଶ୍ୱାସ କରାଯାଏ, ତେବେ କମ୍ ପାଣି ପିଉଥିବା ଲୋକମାନଙ୍କୁ ଅନେକ ଗୁରୁତର ରୋଗ ହେବାର ଆଶଙ୍କା ରହିଥାଏ । ୨୫ ବର୍ଷ ଧରି ଚାଲିଥିବା ଏକ ଅଧ୍ୟୟନରେ…

ଏଥର ଗଛର ପତ୍ର କହିବ ଗଛକୁ କେତେବେଳେ ପାଣି ଦରକାର

ଏକ ଗଛକୁ କଣ ଦରକାର ଆପଣ ଭଲଭାବେ ଜାଣନ୍ତି । ମାଟି ପାଣି ପବନ ହେଉଛି ତାର ଆହାର । କିନ୍ତୁ କଣ ଆପଣ ଜାଣିପାରନ୍ତି କି ଗଛଟିକୁ କେତେବେଳେ ପାଣିର ଆବଶ୍ୟକ ହୁଏ । ଏବେ କିନ୍ତୁ ଗଛ ନିଜେ କହିବ କି ତାକୁ କେତେବେଳେ ପାଣି ଦରକାର । ଏକ ଏଭଳି ସ୍ମର୍ଟୱାଚ ଯାହା ଜଣାଇଦେବ କି କେତେବେଳ ଆପଣ ଗଛରେ…

ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ , ହୋଇପାରେ ଏହି ଗମ୍ଭୀର ସମସ୍ୟା

ପାଣି ପିଇବା ଶରୀର ଏବଂ ସ୍ବାସ୍ଥ୍ୟ ପାଇଁ ନିହାତି ଜରୁରୀ । ଶରୀରରେ ପାଣି କମ୍ ହୋଇଗଲେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ତେଣୁ ପ୍ରତିଦିନ ୮ ରୁ ୧୦ ଗ୍ଲାସ୍ ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ତେବେ ପ୍ରତିଦିନ ସକାଳେ ଖାଲି ପେଟରେ ଦୁଇ ଗ୍ଲାସ୍ ପାଣି ପିଇଲେ ଅନେକ…

ଆଶ୍ଚର୍ଯ୍ୟ! ଏହି ଗଛକୁ କାଟିଲେ ବାହାରେ ବାଲ୍ଟି ବାଲ୍ଟି ପାଣି, ଯେତେ ବ୍ୟବହାର କଲେ ବି ସରେନି

ବର୍ତ୍ତମାନ ଯେଉଁ ପରିମାଣରେ ବାୟୁ ପ୍ରଦୂଷଣ ବଢ଼ୁଛି ଓ ତାପମାତ୍ରା ଉପରମୁହାଁ ହୋଇଛି ସେଥିରୁ ବର୍ତ୍ତିବାକୁ ବୃକ୍ଷରୋପଣ କରିବା ନିତାନ୍ତ ଆବଶ୍ୟକ ହୋଇପଡ଼ିଛି। କେବଳ ଗଛ ହିଁ ଏକ ମାତ୍ର ଜିନିଷ, ଯାହା ପରିବେଶକୁ ଥଣ୍ଡା ରଖିବା ସହ ବର୍ଷାର ମାତ୍ରାକୁ ବଢ଼ାଇବ। ଗଛ ଯୋଗୁ ବର୍ଷା ହୁଏ ଓ ପାଣି ମିଳେ…

ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ରାଜ୍ୟପାଳ: ରାମ ମନ୍ଦିର ନିର୍ମାଣ ଲାଗି ଓଡ଼ିଶାର ସୀତାକୁଣ୍ଡରୁ ଗଲା ପାଣି

ମାଲକାନଗିର  (କେନ୍ୟୁଜ): ବଣ୍ଡାଘାଟିକୁ ରାଜ୍ୟପାଳ ପ୍ରଫେସର ଗଣେଶିଲାଲଙ୍କ ଗସ୍ତ । ବଣ୍ଡାଘାଟିର ଉନ୍ନତି ମୂଳକ କାମ ଗୁଡିକର ଅନୁଧ୍ୟାନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।ରାଜ୍ୟପାଳ ଭୁବନେଶ୍ୱର ବିମାନବନ୍ଦରରୁ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ୮.୩୫ ସମୟରେ ବାହାରି…

ଶରୀରକୁ ପାଣି କିଭଳି ଦରକାର ଜାଣିବେ କେମିତି, ଦେଖନ୍ତୁ

ବର୍ତ୍ତମାନ ଜୋରସୋରରେ ବଢୁଛି ତାପମାତ୍ରା । ଦିନ ବେଳା ଅସହ୍ୟ ହେଉଛି ତାତି । ଏହା ଭିତରେ ଭାରତୀୟ ପାଣିପାଗ ବିଭାଗ ଅନେକ ସ୍ଥାନରେ ହିଟ ୱେଭର ଚେତାବନୀ ଦେଇଛି । ଏଭଳି ପରିସ୍ଥିତିରେ ଘରୁ ବାହାରକୁ ବାହାରିଲେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡୁଛି । ଆଉ ଏମିତି ସମୟରେ ପାଣିର ଭୂମିକା…

ବ୍ଲାକ କୋବ୍ରାକୁ ଗ୍ଲାସରେ ପାଣି ପିଆଇଲେ ଏହି ବ୍ୟକ୍ତି, ଭିଡ଼ିଓ ହେଉଛି ଖୁବ ଭାଇରାଲ

ସାପ ଏମିତି ବିଷଧର ଜୀବ ଯାହାକୁ ଦେଖିବା ମାତ୍ରେ ସମସ୍ତେ ଡରନ୍ତି। ଆଉ ତା ପାଖକୁ ଯିବା କଥା ଭାବିଲେ ତ ମନରେ ଛନକା ପଶିଯାଏ। ଯଦି ଏହି ପରିସ୍ଥିତିରେ ଆପଣଙ୍କୁ କୁହାଯିବ ଯେ ଶୋଷିଲା ସାପ ପାଖକୁ ଯାଇ ପାଣି ପିଆନ୍ତୁ । ତେବେ ଆପଣ ଯିବେ କି? ହୁଏତ କେହି ବି ଯିବେନି। କାରଣ ନିଜ ଜୀବନ ପ୍ରତି…