Browsing Tag

watermelon

ଦୁନିଆର ସବୁଠାରୁ ମିଠା ଏବଂ ଦାମୀ ତରଭୁଜ , ବିକ୍ରି ହେବା ବଦଳରେ ହୁଏ ନିଲାମୀ

ଅନେକ ଫଳ ରହିଛି, ଯାହାକି ଭାରତରେ ଉତ୍ପାଦନ ହୁଏ ନାହିଁ । କିନ୍ତୁ ବିଶ୍ୱରେ ବହୁତ କମ୍‌ ଜାଗାରେ ଏହି ଫଳକୁ ଉତ୍ପାଦନ କରାଯାଇଥାଏ । ଏହି ଫଳଗୁଡ଼ିକର ମୂଲ୍ୟ ମଧ୍ୟ ଭିନ୍ନ ହୋଇଥାଏ । ତେବେ ଖରଭୁଜ ଏବଂ ତରଭୁଜ ପରି ଫଳର ଗ୍ରୀଷ୍ମ ଋତୁରେ ଅଧିକ ଚାହିଦା ଥାଏ । ଭାରତରେ ଉପଲବ୍ଧ ତରଭୁଜର ସର୍ବାଧିକ…

ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ତରଭୁଜ, ଏଭଳି କରନ୍ତୁ ବ୍ୟବହାର

ଖରାଦିନେ ବଜାରରେ ଅଧିକ ସଂଖ୍ୟାରେ ତରଭୁଜ ବିକ୍ରି ହୋଇଥାଏ । ତରଭୁଜରେ ୯୦ ପ୍ରତିଶତ ପାଣିର ମାତ୍ରା ଥିବାରୁ ଏହା ଆପଣଙ୍କୁ ଡିହାଇଡ୍ରେଶନରୁ ବଞ୍ଚାଇଥାଏ । ତେଣୁ ଅଧିକାଂଶ ଲୋକେ ଖରାରେ ବାହାରକୁ ଗଲା ମାତ୍ରେ ତରଭୁଜ ଖାଇବାକୁ ପସନ୍ଦ କରିଥାଆନ୍ତି । ତେବେ ଏହା କେବଳ ଆମ ସ୍ୱାସ୍ଥ୍ୟ ପାଇଁ…

ଡାଇବେଟିସ୍‌ ରୋଗୀ ତରଭୁଜ ଖାଇବା ଉଚିତ କି ? ଜାଣନ୍ତୁ ଏହାକୁ ଦିନରେ କେତେ ପରିମାଣ ଖାଇପାରିବେ

ଆପଣମାନେ ତ ଜାଣିଥିବେ ଯେ ଡାଇବେଟିସ୍‌ ରୋଗୀମାନେ ସେମାନଙ୍କ ଖାଇବା ପ୍ରତି ଅଧିକ ଧ୍ୟାନ ଦେବା ବହୁତ ଜରୁରୀ ହୋଇଥାଏ । ଖାଇବା ଏବଂ ପିଇବା କାରଣରୁ ସୁଗାର ଲେବଲ ଦ୍ରୁତ ଗତିରେ ବଢି ଯାଇଥାଏ । ତେବେ ସୁଗାର ଲେବଲ ଠିକ୍‌ ରଖିବା ପାଇଁ ଖାଦ୍ୟାରେ ହେଲଦି ଜିନିଷ ସାମିଲ କରିବା ଉଚିତ । ସେଥିପାଇଁ…

ସୁସ୍ଥ ରହିବ ପାଇଁ ଖରାଦିନେ ଖାଆନ୍ତୁ ତରଭୁଜ, ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଗ୍ରୀଷ୍ମ ଋତୁ ଆସିଯାଇଛି । ବର୍ତ୍ତମାନ ଆପଣମାନେ ଅନେକ ଫଳ ଖାଇବାକୁ ପାଇବେ । ଏଥି ମଧ୍ୟରୁ ଗୋଟିଏ ହେଉଛି ତରଭୁଜ… ଗ୍ରୀଷ୍ମ ଋତୁରେ ତରଭୁଜ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହି ଫଳରେ ପୋଷକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ । ତରଭୁଜରେ ଭଲ ପରିମାଣର ପାଣି…

ବିଦେଶୀ ତରଭୂଜ ଚାଷ କରି ଲକ୍ଷ ଲକ୍ଷ ରୋଜଗାର, ଦୁଇ ଗୁଣା ଲାଭ ପାଉଛନ୍ତି ଚାଷୀ

ବାରିପଦା(କେନ୍ୟୁଜ): ଦିନକୁ ଦିନ ବଢୁଛି ବିଦେଶୀ ତରଭୂଜ ଚାହିଦା । ମୟୂରଭଞ୍ଜ ଜିଲ୍ଲାର ବାରିପଦା ବ୍ଲକ ଅଧୀନ ଦାନ୍ତିଆମୁହାଁ ଖଡିଶୋଲ୍ ପଞ୍ଚାୟତ ଏବେ ବିଦେଶୀ ତରଭୁଜ ହବ୍। ଅଢେଇ ମାସରେ ଚାଷୀ ହେଉଛନ୍ତି ଲକ୍ଷପତି। ମୟୂରଭଞ୍ଜ ବାଲେଶ୍ୱର ସମେତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ତରଭୂଜ ପଠାଇ ଲକ୍ଷ…

ତରଭୁଜ ମଞ୍ଜି ଖାଆନ୍ତୁ , ସୁସ୍ଥ ରୁହନ୍ତୁ

କିଛି ଫଳ ଏପରି ହୋଇଥାଏ ଯାହା କେବଳ ନିର୍ଦ୍ଧିଷ୍ଟ ଋତୁରେ ହିଁ ମିଳିଥାଏ। ତାହା ମଧ୍ୟରେ ଏକ ହେଉଛି ତରଭୁଜ। ସାଧାରଣତଃ ଖରା ଦିନରେ ସୁଆଦିଆ ଫଳ ତରଭୁଜ ବଜାରରେ ମିଳିଥାଏ। ଏମିତିରେ ଗରମ ଦିନରେ ତରଭୁଜ ଖାଇବାକୁ କାହାକୁ ବା ଭଲ ନ ଲାଗେ। ଏଥିରେ ରହିଥିବା ପୋଷକ ଏବଂ ପାଣି ଭୋକ ଆଉ ଶୋଷ ଉଭୟକୁ…

ବିଲରେ ଚାଷ ହୋଇଛି ହଳଦିଆ ରଙ୍ଗର ତରଭୁଜ, ନାଲିଠୁ ରହିଛି ଅଧିକ ମିଠା

କେନ୍ୟୁଜ୍‌(ବ୍ୟୁରୋ): ତରଭୁଜ କାହାର ବା ପସନ୍ଦ ନୁହେଁ । ପ୍ରାୟ ସମସ୍ତଙ୍କ ପ୍ରିୟ ହୋଇଥାଏ ତରଭୁଜ । ବିଶେଷକରି ଖରାଦିନେ ଲୋକେ ତରଭୁଜ ଖାଇବାକୁ ପସନ୍ଦ କରିଥାନ୍ତି । ଖରା ଦାଉରୁ ରକ୍ଷା କରିବା ସହ ଶରୀରର ଜଳୀୟ ଅଂଶକୁ ସ୍ଥିର ରଖିବାରେ ତରଭୁଜର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାସହ ଏଥିରେ…

ତରଭୁଜ ଖାଇବା ପରେ ଏହାର ଚୋପାରୁ ପ୍ରସ୍ତୁତ କରି ପିଅନ୍ତୁ ଜୁସ, ଦୂର ହେବ ଅନେକ ସମସ୍ୟା

ଖରାଦିନେ ବଜାରରେ ଅଧିକ ସଂଖ୍ୟାରେ ତରଭୁଜ ବିକ୍ରି ହୋଇଥାଏ। ତରଭୁଜରେ ୯୦ ପ୍ରତିଶତ ପାଣିର ମାତ୍ରା ଥିବାରୁ ଏହା ଆପଣଙ୍କୁ ଡିହାଇଡ୍ରେଶନରୁ ବଞ୍ଚାଇଥାଏ। ତେଣୁ ଅଧିକାଂଶ ଲୋକେ ଖରାରେ ବାହାରକୁ ଗଲା ମାତ୍ରେ ତରଭୁଜ ଖାଇବାକୁ ପସନ୍ଦ କରିଥାଆନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତରଭୁଜର…

ଶରୀରକୁ ହାଇଡ୍ରେଟ ରଖିବା ସହ ଅନେକ ରୋଗରୁ ମୁକ୍ତି ଦିଏ ତରଭୁଜ, ଜାଣନ୍ତୁ ସବୁ ଫାଇଦା

କିଛି ଫଳ ଏପରି ହୋଇଥାଏ ଯାହା କେବଳ ନିର୍ଦ୍ଧିଷ୍ଟ ଋତୁରେ ହିଁ ମିଳିଥାଏ। ତାହା ମଧ୍ୟରେ ଏକ ହେଉଛି ତରଭୁଜ। ସାଧାରଣତଃ ଖରା ଦିନରେ ସୁଆଦିଆ ଫଳ ତରଭୁଜ ବଜାରରେ ମିଳିଥାଏ। ଏମିତିରେ ଗରମ ଦିନରେ ତରଭୁଜ ଖାଇବାକୁ କାହାକୁ ବା ଭଲ ନ ଲାଗେ। ଏଥିରେ ରହିଥିବା ପୋଷକ ଏବଂ ପାଣି ଭୋକ ଆଉ ଶୋଷ ଉଭୟକୁ…

ଫ୍ଯାନଙ୍କ ହାତର କମାଲ୍: ତରଭୁଜରେ ଆଙ୍କିଲେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଦୀପକ ପରିଡାଙ୍କ ପ୍ରତିଛବି

ସମ୍ବଲପୁର(କେନ୍ୟୁଜ) : ତରଭୁଜରେ ପ୍ରତିଫଳିତ ହୋଇଛନ୍ତି ଏହି ଓଡ଼ିଆ ଆଲବମ ଓ ଚଳଚ୍ଚିତ୍ର ନାୟକ ଦୀପକ ପରିଡା। ଦୀପକଙ୍କ  ଚିତ୍ରକୁ ତରଭୁଜରେ ଆଙ୍କିଛନ୍ତି ତାଙ୍କର ଜଣେ ବଡ ଫ୍ଯାନ୍। ଯାହାଙ୍କ ନା ସପନ ନାୟକ। ସପନ ମୂଳତଃ ଭଦ୍ରକର ବାସିନ୍ଦା। କିନ୍ତୁ ଦୀର୍ଘ ବର୍ଷ ହେବ ସେ ବାଙ୍ଗାଳୁରୁର…

ତରଭୁଜ ଖାଇ ମଞ୍ଜି ଫିଙ୍ଗନ୍ତୁ ନାହିଁ…ଜାଣି ରଖନ୍ତୁ ଏହାର ଜବରଦସ୍ତ ଫାଇଦା

କରୋନା କାଳରେ ଇମ୍ୟୁନିଟି କେତେ ଜରୁରୀ, ତାହା ସମସ୍ତେ ଜାଣିଛନ୍ତି। ଏମିତିରେ ତରଭୁଜ ଆପଣଙ୍କ ଇମ୍ୟୁନିଟିକୁ ମଜଭୁତ କରିବାରେ ବେଶ୍‌ ଲାଭଦାୟକ ହୋଇପାରିବ। ତରଭୁଜ ସହିତ ଏହାର ମଞ୍ଜି ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟକୁ ସବୁ ପ୍ରକାରର ଲାଭ ପହଞ୍ଚାଇ ପାରିବ। ତରଭୁଜ ମଞ୍ଜିକୁ ନିଜ ଡାଏଟ୍‌ରେ ସାମିଲ…

ନିଆରା କିସମର ହଳଦିଆ ତରଭୁଜ ଚାଷ କରି ଆଜି କେନ୍ଦୁଝର ଜିଲ୍ଲାରେ ପରିଚିତ ପ୍ରମୋଦ, ରୋଜଗାର କରୁଛନ୍ତି ଭଲ ଦିପଇସା

କେନ୍ଦୁଝର(କେନ୍ୟୁଜ୍): ଖରାଦିନେ ତରଭୂଜ ଚାହିଦା ପୁରା ବଢିଯାଏ । ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟେ ଏହି ତରଭୂଜ । ଆପଣ ମାନେ ତ ଲାଲ୍‌ ତରଭୂଜର ମଜା ସମସ୍ତେ ନେଇଛନ୍ତି । ହେଲେ, କେବେ ହଳଦିଆ ତରଭୂଜ ଦେଖିଛନ୍ତି କି? ଦର୍ଶକବନ୍ଧୁ ଲାଲ୍ ତରଭୂଜ ଭଳି ହଳଦିଆ ତରଭୂଜ ବି ଏବେ ବଜାରରେ ଦେଖିବାକୁ…