ମାଡାମ ତୁସାଦ ମ୍ୟୁଜିୟମରେ ସ୍ଥାନ ପାଇବ ସ୍ୱାମୀ ବାବା ରାମଦେବଙ୍କ ମୂର୍ତ୍ତି, ଦିଲ୍ଲୀରେ ହେଲା ଅନାବରଣ
ନ୍ୟୁୟର୍କ ମାଡାମ ତୁସାଦ ମ୍ୟୁଜିୟମରେ ସ୍ଥାନ ପାଇବ ସ୍ୱାମୀ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି । ଦିଲ୍ଲୀରେ ‘ମାଡାମ ତୁସାଦ ନ୍ୟୁୟର୍କ’ ଏକ କାର୍ଯ୍ୟକ୍ରମରେ ଯୋଗଗୁରୁ ରାମଦେବଙ୍କ ମହମ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି । ସ୍ୱାମୀ ବିବେକାନନ୍ଦଙ୍କ ପରେ ବାବା ରାମଦେବ ଦ୍ୱିତୀୟ…