Browsing Tag

Wayanad Landslide

ଓଡ଼ିଶା ଫେରିଲେ ଡାକ୍ତର ସ୍ୱୀକୃତି ମହାପାତ୍ର, ୱାୟନାଡ଼ ଭୂସ୍ଖଳନରେ ହୋଇଥିଲେ ଆହତ

ଭୁବନେଶ୍ୱର : ଓଡ଼ିଶା ଫେରିଲେ କେରଳ ଓ୍ୱାୟନାଡ ଭୂସ୍ଖଳନରେ ଆହତ ଡାକ୍ତର ସ୍ୱୀକୃତି ମହାପାତ୍ର । ଆଜି ନିଜ ଘର ଝାରସୁଗୁଡା କୁ ଫେରିଛନ୍ତି । ସୁସ୍ଥ ହେବା ପରେ ସେ ତାଙ୍କ ଭଉଣୀଙ୍କ ସହ ଝାରସୁଗୁଡ଼ା ଫେରିଛନ୍ତି । ସ୍ୱୀକୃତିଙ୍କୁ ଝାରସୁଗୁଡା ବିମାନ ବନ୍ଦର ପହଂଚିବା ପରେ ତାଙ୍କୁ ପରିବାର ଲୋକେ…

ଓ୍ଵାୟନାଡ ଭୂସ୍ଖଳନ : ଆକାଶମାର୍ଗରୁ ସର୍ଭେ କଲେ ପ୍ରଧାନମନ୍ତ୍ରୀ, ପୀଡିତଙ୍କୁ କରିବେ ସାକ୍ଷାତ

ୱାୟନାଡ଼ରେ ପହଞ୍ଚି ଆକାଶମାର୍ଗରୁ ସର୍ଭେ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶ ମାର୍ଗରୁ ଭୂସ୍ଖଳନ ପରିଦର୍ଶନ କରିବା ସହ ପରେ ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ପ୍ରଧାନମନ୍ତ୍ରୀ । ବାୟୁସେନାର ହେଲିକପ୍ଟରରେ ଭୂସ୍ଖଳନରେ ସର୍ବାଧିକ ପ୍ରଭାବିତ ଚୁରାଲମାଲା, ମୁଣ୍ଡାକାଇ ଓ…

ୱାୟନାଡ଼ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଭୂସ୍ଖଳନ ପ୍ରଭାବିତ ଅଂଚଳ କରିବେ ସର୍ଭେ, ପୀଡିତଙ୍କୁ ଭେଟିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ୱାୟନାଡ଼ ଭୂସ୍ଖଳନ ପ୍ରଭାବିତ ଅଂଚଳ ଗସ୍ତ କରି ସର୍ଭେ କରିବେ । ଆଶ୍ରୟ ସ୍ଥଳକୁ ଯାଇ ପ୍ରଭାବିତ ଲୋକଙ୍କୁ ସାକ୍ଷାତ କରିବେ । ହସପିଟାଲରେ ପୀଡିତ ଥିବା ଆହତ ଏବଂ ପୀଡିତଙ୍କୁ ମଧ୍ୟ ଭେଟିବେ । ମୋଦି ସକାଳ ୧୧ରେ କୁନ୍ନରରେ ପହଂଚିବା ପରେ ଓ୍ଵାୟନାଡ…

ୱାୟାନାଡ ଭୂସ୍ଖଳନ: ପୀଡିତଙ୍କ ପାଇଁ ରିଲାଏନ୍ସ ଫାଉଣ୍ଡେସନର ସହାୟତା

କେରଳର ୱାୟାନାଡରେ ଭୂସ୍ଖଳନ ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ଆଗକୁ ଆସିଛି । ସ୍ଥାନୀୟ ପ୍ରଶାସନର ସହଯୋଗରେ ରିଲାଏନ୍ସ ଫାଉଣ୍ଡେସନ ଏହି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଲୋକଙ୍କୁ ଦୀର୍ଘକାଳୀନ ରିଲିଫ ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ପୀଡିତମାନଙ୍କୁ ତୁରନ୍ତ…

ଭୂସ୍ଖଳନରେ ନିଖୋଜ ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ଏପର୍ଯ୍ୟନ୍ତ ମିଳୁନି ପତ୍ତା, ଖୋଜିବ ରାଡାର

ୱାୟନାଡ଼ ଭୂସ୍ଖଳନରେ ନିଖୋଜ ଥିବା ଓଡ଼ିଆ ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ଏପର୍ଯ୍ୟନ୍ତ ମିଳୁନି ପତ୍ତା । ତାଙ୍କୁ ରାଡାର ଠାବ କରିବ। ସିଆଚେନରୁ ଅଣାଯାଇଛି ଏଭଳି ରାଡାର। ମାଟି ତଳେ କେଉଁଠି ଜୀବନ ରହିଛି ଏହି ରାଡାର ତାର ସନ୍ଧାନ କରିବ। ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଭାରତୀୟ ଆର୍ମୀ ଏହି ରାଡାର…

ୱାୟନାଡ଼ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୬୧କୁ ବୃଦ୍ଧି, ବିପର୍ଯ୍ୟୟର ସୁଯୋଗ ନେଇ ଘରେ ଘରେ ମାତିଛନ୍ତି ଚୋର

ନୂଆଦିଲ୍ଲୀ : ପଞ୍ଚମ ଦିନରେ କେରଳ ୱାୟନାଡ଼ ରେସକ୍ୟୁ ଅପରେସନ। ଦିନ ଯେତେ ଗଡ଼ୁଛି ସେତେ ତ୍ବରାନ୍ବିତ ହେଉଛି ଉଦ୍ଧାର କାର୍ଯ୍ୟ । ମୃତ୍ୟୁ ସଂଖ୍ୟା ୩୬୧ରେ ପହଞ୍ଚିଲାଣି । ଆହୁରି ବଢ଼ିପାରେ। ଏବେ ବି ୨୫୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏଯାବତ ୩୪୧ଟି ମର ଶରୀରର ବ୍ୟବଚ୍ଛେଦ ଶେଷ ହୋଇଛି ଏବଂ…

ୱାୟନାଡ ଭୂସ୍ଖଳନ : ୫ ଦିନ ପରେ ଚମତ୍କାର, ପାହାଡ ଶିଖରରୁ ଜୀବନ୍ତ ଉଦ୍ଧାର ହେଲେ ୪ ଶିଶୁ

କେରଳର ୱାୟନାଡରେ ଦେଖାଦେଇଥିବା ଭୟଙ୍କର ଭୂସ୍ଖଳନରେ ଚାଲିଛି ଉଦ୍ଧାରକାର୍ଯ୍ୟ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଭାରତୀୟ ସେନା, ରାଡାର ଏବଂ ସନ୍ଧାନୀ କୁକୁର । ମାଟି ତଳୁ ଖୋଜି ଖୋଜି ବାହାର କରୁଛନ୍ତି ଜୀବନ । ଏହାରି ମଧ୍ୟରେ ଭୟଙ୍କର ଭୂସ୍ଖଳନ ପ୍ରଭାବିତ ୱାୟନାଡ଼ରୁ ଆସୁଛି ଗୋଟିଏ…

ଆଜି ଜନ୍ମମାଟିରେ ପହଞ୍ଚିବ ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ, ପୁରୀରେ କରାଯିବ ଅନ୍ତିମ ସଂସ୍କାର

ୱାୟନାଡ଼ରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାରକାର୍ଯ୍ୟ । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୩୩୪ ରେ ପହଞ୍ଚିଛି। ଏବେ ବି ୨୭୪ ନିଖୋଜ ଅଛନ୍ତି। ଯେତେ ଖୋଜିଲେ ସେତେ ମିଳୁଛି ମୃତଦେହ। କିନ୍ତୁ ଭୂସ୍ଖଳନ ଏତେ ଭୟଙ୍କର ହୋଇଛି ଯେ, ଉଦ୍ଧାର କାର୍ଯ୍ୟ ସରି ପାରୁ ନାହିଁ। ସବୁଠି ପହଞ୍ଚି ପାରୁ…

ଓ୍ଵାୟନାଡରେ ଚମତ୍କାର ! ଭୂସ୍ଖଳନର ଚାରି ଦିନ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲେ ୪

କେରଳର ୱାୟନାଡରେ ଚମତ୍କାର । ଭୂସ୍ଖଳନର ଚାରି ଦିନ ପରେ ଭାରତୀୟ ସେନା ୪ ଜଣଙ୍କୁ ମାଟି ତଳୁ ଜୀବନ୍ତ ଉଦ୍ଧାର କରିଛି । ଏଥିରେ ଅଛନ୍ତି ଦୁଇ ଜଣ ମହିଳା ଏବଂ ଦୁଇ ଜଣ ପୁରୁଷ । ଏମାନେ ସମସ୍ତେ ପଦାଭେଟ୍ଟି କୁନ୍ନୁରେ ଫସି ରହିଥିଲେ । ତେବେ ଉଦ୍ଧାର ପରେ ଜଣେ ମହିଳା ଚାଲିପାରୁ ନାହାନ୍ତି ।…

ୱାୟନାଡ ଭୂସ୍ଖଳନ ସ୍ଥଳରେ ଚାଲିଛି ଉଦ୍ଧାର, ଏବେ ଚର୍ଚ୍ଚାରେ ମାୟା ଓ ମର୍ଫିଙ୍କ ଯୋଡ଼ି

ୱାୟନାଡ: ଏବେ ସମସ୍ତଙ୍କର ଆଲୋଚନାର କେନ୍ଦ୍ରବିନ୍ଦୁ ୱାୟନାଡ ଭୂସ୍ଖଳନ । ୱାୟନାଡର ଭୟାନକ ଭୂସ୍ଖଳନରେ ବଢୁଛି ମୃତ୍ୟୁ ସଂଖ୍ୟା । ଧ୍ୱଂସସ୍ତୂପ ତଳୁ ବାହାରିବାରେ ଲାଗିଛି ମୃତଦେହ । ଏଯାଏ ୩୧୬ ମୃତଦେହ ଉଦ୍ଧାର ହେଲାଣି । ୧୫୦୦ରୁ ଅଧିକଙ୍କୁ ମାଟିତଳୁ ଉଦ୍ଧାର କରାଯାଇଛି । ତେବେ ଏହାରି ଭିତରେ…

ଓ୍ଵାୟନାଡ ଭୂସ୍ଖଳନ : ମାଟିତଳେ ଦବିଛନ୍ତି ଅନେକ ଲୋକ, ୫୦୦ଙ୍କ ପତ୍ତା ମିଳୁନି

କେରଳ ଓ୍ଵାୟନାଡ ଜିଲ୍ଲାରେ ସୋମବାର ହୋଇଥିବା ଭୂସ୍ଖଳନରେ ଚାରିଟି ଗାଁ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଛି । ଏପର୍ଯ୍ୟନ୍ତ ୨୭୬ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୫୦୦ ଲୋକଙ୍କ ପତ୍ତା ମିଳୁନି । ୩୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଆଜି ତୃତୀୟ ଦିନରେ କେରଳ ୱାୟନାଡ଼ରେ ସର୍ଚ୍ଚ ଓ…

ୱାୟନାଡ଼ ଭୂସ୍ଖଳନ: ଏବେବି ନିଖୋଜ ଅଛନ୍ତି ଡାକ୍ତର ସ୍ବାଧୀନ ପଣ୍ଡା

କେରଳର ୱାୟନାଡ ଜିଲ୍ଲାରେ ସୋମବାର ବିଳମ୍ବିତ ରାତିର ଭୂସ୍ଖଳନ ହାହାକାର ସୃଷ୍ଟି କରିଛି। ତାଣ୍ଡବ ସ୍ଥଳରୁ ସେନା, ଏନଡିଆରଏଫ୍‌, ଅଗ୍ନିଶମ ସମେତ ବିଭିନ୍ନ ଏଜେନ୍ସି ଓ ସ୍ବେଚ୍ଛାସେବୀ ସଂଗଠନ ଜୀବନର ସନ୍ଧାନ କରୁଛନ୍ତି। ସେମାନଙ୍କ ଅବିଶ୍ରାନ୍ତ ଉଦ୍ୟମ ଫଳରେ ୨୭୬ ଜଣଙ୍କ ମୃତଦେହ ଉଦ୍ଧାର…