ୱାୟନାଡ଼ ଭୂସ୍ଖଳନ: ୨୭୬ ମୃତ, ଏବେ ବି ମାଟି ତଳୁ ଚାଲିଛି ରେସ୍କୁ ଟିମର ଜୀବନ ଖୋଜା
ନୂଆଦିଲ୍ଲୀ : ଭୂସ୍ଖଳନକୁ ୩ ଦିନ ବତିଲାଣି । ମାଟିତଳୁ ଜୀବନର ସଂଧାନ ଚାଲିଛି। ଶୋଇଥିବା ଅବସ୍ଥାରେ କିଏ ଭାସିଗଲା, କିଏ ଧସିଥିବା ପାହାଡ଼ ତଳେ ଦବିଗଲା । ତ ଆଉ କିଏ ସବୁ ଦିନ ପାଇଁ ହଜିଗଲା । କାହାର ମାଟି ତଳୁ ଖଣ୍ଡ ବିଖଣ୍ଡିତ ହାତ ମିଳୁଛି ତ କାହାର ଗୋଡ଼ । ଏବେ ବି ସରୁନି ଉଦ୍ଧାର କାର୍ଯ୍ୟ…