କୁଣ୍ଡଳୀରେ ଦୁର୍ବଳ ଗ୍ରହ ସ୍ଥିତି ଜଣାଇଥାଏ ଆପଣଙ୍କର ଏହିସବୁ ବଦଭ୍ୟାସ୍, ଜାଣନ୍ତୁ କ’ଣ ରହିଥାଏ ସଙ୍କେତ
ମନୁଷ୍ୟର କୁଣ୍ଡଳୀରେ ଗ୍ରହମାନଙ୍କର ସ୍ଥିତିର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ଯାହ ଅନୁଯାୟୀ ବ୍ୟକ୍ତିଙ୍କ ଭଲ ଖରାପ ସମୟ ବିଷୟରେ ଜଣାପଡିଥାଏ। ଗ୍ରହମାନଙ୍କର ସ୍ଥିତି ଜାଣି ଆପଣ ନିଜ ଗ୍ରହକୁ ମଜବୁତ ମଧ୍ୟ କରିପାରିବେ। କିନ୍ତୁ ପ୍ରଶ୍ନ ଉଠୁଛି ଆପଣ କେମିତି ଜାଣିବେ, ଆପଣଙ୍କର କେଉଁ ଗ୍ରହ…