Browsing Tag

wearing anklet is beneficial for health

ପାଉଁଜି ପିନ୍ଧିବା ଦ୍ୱାରା କେବଳ ସୌନ୍ଦର୍ଯ୍ୟ ବଢ଼େନି, ଶରୀରର ବିଭିନ୍ନ ରୋଗ ମଧ୍ୟ ହୁଏ ଦୂର

ମହିଳାଙ୍କ ମୁଖ୍ୟ ଆଭୂଷଣ ମଧ୍ୟରେ ପାଉଁଜି ଅନ୍ୟତମ। ପାଦର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ ପାଉଁଜିର ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି। ତେବେ ପାଉଁଜି ଶରୀରର ରୋଗ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ। ବିଶ୍ୱାସ…