Browsing Tag
weather in odisha
ଖସୁନି ପାରଦ, ବଢ଼ୁଛି ତାତି: ଆଗକୁ ଖରା ଆହୁରି ବଢ଼ିବା ସମ୍ଭାବନା
ଭୁବନେଶ୍ୱର (କେନ୍ୟୁଜ): ବଦଳୁଛି ପାଣିପାଗ । କମିଛି ଶୀତ । ରାଜ୍ୟରୁ ଶୀତ ଗାଏବ ହେଉଛି । ମାଘ ମାସରେ ବାଘୁଆ ଶୀତ ହେବା କଥା । କିନ୍ତୁ ଏହି ସମୟରେ ଖରା ମାଡ଼ି ଆସିଲାଣି । ବିଭିନ୍ନ ସ୍ଥାନରେ ସ୍ୱାଭାବିକ ତାପମାତ୍ରାଠାରୁ ୩ ରୁ୪ ଡିଗ୍ରୀ ସେଲସିୟସ ଉପରେ ରହୁଛି ପାରଦ । ବିଭିନ୍ନ ସ୍ଥାନରେ…
ତାପମାତ୍ରା ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ସୂର୍ଯ୍ୟର କୋପ, ଜନଜୀବନ ଅସ୍ତବ୍ୟସ୍ତ
କେନ୍ୟୁଜ୍(ବ୍ୟୁରୋ): ବଦଳିଛି ପାଗ ।ମୌସୁମୀ ଦୂର୍ବଳ ପ୍ରଭାବରୁ ବଢ଼ିଛି ତାପମାତ୍ରା । ୧୧ ଜିଲ୍ଲାରେ ବଢ଼ିଛି ତାପମାତ୍ରା ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ସୂର୍ଯ୍ୟର କୋପ। ଅସ୍ତବ୍ୟସ୍ତ ହେଇପଡୁଛି ଜନଜୀବନ । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଇ ଭଳି ପାଗ ରହିବ ବୋଲି ଆଗୁଆ ଆକଳନ କରିଛି ପାଣିପାଗ…
ଟ୍ବିନ୍ ସିଟିରେ କୋହଲା ପାଗକୁ ବହୁଛି ପବନ, ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ
ଭୁବନେଶ୍ବର(କେନ୍ଯୁଜ୍) :ଟ୍ବିନ୍ ସିଟିରେ କୋହଲା ପାଗକୁ ବହୁଛି ପବନ। ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ନେଇ ମଧ୍ଯ ସୂଚନା ହସ୍ତଗତ ହୋଇଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି।
ସୂଚନା ମୁତାବକ, ଆସନ୍ତା ୨୪ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶା ଓ…
ରାଜ୍ୟରେ କୋହଲା ପାଗ: କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି, ଜାଣନ୍ତୁ କାହିଁକି
ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ହଠାତ ପାଗରେ ପରିବର୍ତ୍ତନ। ସକାଳୁ ସକାଳୁ ପାଗ କୋହଲା ରହିବା ସହ ସାମାନ୍ୟ ବର୍ଷା ହୋଇଛି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ଯାଏ ସମୁଦ୍ରପତ୍ତନରୁ ୯୦୦ମିଟର ମଧ୍ୟରେ ଲମ୍ବିଥିବା ନିମ୍ନ ଚାପ ରେଖା ପ୍ରଭାବରେ କୋହଲା ପାଗ ରହିଛି।
ଏହାର…
ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଅନୁଭୂତ, ୮ ଜିଲ୍ଲା ପାଇଁ ୟୋଲୋ ଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଅନୁଭୂତ । ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ କୁହୁଡି ଦେଖିବାକୁ ମିଳିଛି । କୁହୁଡି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନଥିଲା । ଲୋକଙ୍କ ଯିବା ଆସିବାରେ ଅନେକ ଅସୁବିଧା ହେଉଛି ।
ଘନ କୁହୁଡି ପାଇଁ ୮ ଜିଲ୍ଲା ପାଇଁ ୟୋଲୋ…
ଆଜି ରାଜ୍ୟରେ ଅନୁଭବ ହେବ ଗରମ ଏବଂ ଗୁଳୁଗୁଳି, ଓଡିଶାର ୪ ଜିଲ୍ଲାରେ କାଲି ହୋଇପାରେ ପ୍ରବଳ ବର୍ଷା
ଭୁବନେଶ୍ୱର (କେନ୍ୟୁଜ୍) : ଓଡିଶାରେ ମୌସୁମୀ ଦୁର୍ବଳ ଥିବାରୁ କିଛି କିଛି ସ୍ଥାନରେ ବର୍ଷା ହେଉଛି। ଫଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିବ। ତେବେ ବର୍ଷା ହେବାର ସେମିତି କିଛି ସମ୍ଭାବନା ଏବେ ନାହିଁ। କିନ୍ତୁ କ୍ୱଚିତ କେଉଁ କେଉଁ ସ୍ଥାନରେ ବର୍ଷା ହୋଇପାରେ ବୋଲି ଅନୁମାନ…
ଆଜିଠୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ରାଜ୍ୟର ପ୍ରାୟ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏଥିପାଇଁ କେନ୍ଦ୍ର ପକ୍ଷରୁ ଆସନ୍ତା ୪ ଦିନ ପାଇଁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ…
ଆଜି ବିଭିନ୍ନ ରାଜ୍ୟରେ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସୂଚନା ଅନୁଯାୟୀ ରାଜ୍ୟର ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ନୂଆପଡା, ବଲାଙ୍ଗିରି, ରାୟଗଡା, ଗଜପତି, ଗଂଜାମ, କୋରାପୁଟ ଏବଂ କନ୍ଧମାଳରେ ପାଗ ଶୁଖିଲା ଥିବା…
ଉତ୍ତର କେରଳ ଓ ଦକ୍ଷିଣ ଛତିଶଗଡ଼ ଉପରେ ଟ୍ରପ ଲାଇନ୍, ପ୍ରଭାବରେ ଆଜି ବି ଉପକୂଳ ସମେତ ବିଭିନ୍ନ ସ୍ଥାନରେ ହେବ ବର୍ଷା!
ଭୁବନେଶ୍ବର: ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ବର୍ଷା । ଉତ୍ତର କେରଳ ଓ ଦକ୍ଷିଣ ଛତିଶଗଡ଼ ଉପରେ ଟ୍ରପ ଲାଇନ ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି । ଆଜି ଉପକୂଳ ସମେତ ବିଭିନ୍ନ ସ୍ଥାନରେ ବର୍ଷିବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯଇଛି। ଆସନ୍ତା ୨ରୁ ୩ ଦିନ…