Browsing Tag

weather news

ମଧ୍ୟପ୍ରଦେଶରେ ଝଡ଼ତୋଫାନ: ଗୁଡ଼ି ଭଳି ଉଡ଼ିଲା ଘରର ଟିଣ ଚାଦର, ଲୁହା ଆଙ୍ଗଲ୍‌ ମାଡ଼ରେ ବାଇକ୍‌ ଆରୋହୀ ଗୁରୁତର

ମଧ୍ୟପ୍ରଦେଶରେ ପାଣିପାଗରେ ପରିବର୍ତ୍ତନ ହୋଇଛି । କୁଆପଥର ମାଡ଼ ସହିତ ବର୍ଷା ଜାରି ରହିଛି । ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଜୋର୍‌ରେ ପବନ ବହୁଛି । ରାଜ୍ୟର ଖରଗୋନ୍‌ରେ ଇନ୍ଦୋର-ଇଚ୍ଛାପୁର ରାଜ୍ୟ ରାଜପଥରେ ଏକ ଭୟଙ୍କର ଝଡ଼ତୋଫାନ ଦେଖିବାକୁ ମିଳିଥିଲା । ଧୂଳି ଝଡ଼ ଏତେ…

ଫେବ୍ରୁଆରୀ ଅଧାରୁ ପ୍ରବଳ ତତାଇବ,ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ

ଭୁବନେଶ୍ୱର (କେନ୍ୟୁଜ): ଫେବ୍ରୁଆରୀ ଅଧାରୁ ପ୍ରବଳ ତତାଇବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆଜିଠୁ ବଢ଼ିବ ଦିନ ତାପମାତ୍ରା। ଫଳରେ ରାଜ୍ୟରେ ଧୀରେ ଧୀରେ ଶୀତ କମିବ। ଗତକାଲି ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୪ଡିଗ୍ରୀ ରେକର୍ଡ…

ଆଜିଠାରୁ ବର୍ଷିବ, ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ହେବ ପ୍ରବଳ ବର୍ଷା

କେନ୍ୟୁଜ୍(ବ୍ୟୁରୋ):  ପୂର୍ବ ଉତ୍ତରପ୍ରଦେଶ ଏବଂ  ବିହାର ଉପରେ ସୃଷ୍ଟି ହୋଇଥିବା  ଲଘୁଚାପ କ୍ଷେତ୍ର ବର୍ତ୍ତମାନ ବିହାର ପୂର୍ବରେ ରହିଛି ।  ସମୁଦ୍ର ପତ୍ତନଠାରୁ ଏହା  ୫.୯ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର ହୋଇରହିଛି । ଏହା ସମ୍ଭବତ ଆଗାମୀ ୨୪ ଘଣ୍ଟା ମଧ୍ୟରେ  ପୂର୍ବ ଦିଗକୁ ଗତି କରିବାର…

ରାଜ୍ୟରେ ଜୁନ ୧ରୁ ୨୧ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ଠାରୁ ୧ ପ୍ରତିଶତ କମ ବର୍ଷା ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ଜୁନ ୧ରୁ ୨୧ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ଠାରୁ ୧ ପ୍ରତିଶତ କମ ବର୍ଷା ହୋଇଛି । ଗଜପତି, ଖୋର୍ଦ୍ଧା, ପୁରୀ ଓ ବାଲେଶ୍ୱରରେ ସ୍ୱାଭାବିକ ଠାରୁ କମ୍‌ ବର୍ଷା ରେକର୍ଡ ହୋଇଛି । ଗଜପତିରେ ୨୨ ପ୍ରତିଶତ କମ ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ୩୦ ପ୍ରତିଶତ କମ…

ପୁଣି ଆସୁଛି ଆଉ ଏକ ଲଘୁଚାପ: ଆସନ୍ତା ୧୧ରୁ ପ୍ରବଳ ବର୍ଷା, ସମସ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲ ମାର୍କଡ ଲୋ ପ୍ରେସର ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ଆଉ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ସେପଟେ ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା…

ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ, ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କେନ୍ୟୁଜ(ବ୍ୟୁରୋ): ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ । ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ଢ଼େଙ୍କାନାଳ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ୬ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଭୀଷଣ…