Browsing Tag

weather report in odisha

ଦୁର୍ବଳ ମୌସୁମୀ ପ୍ରଭାବରେ ବଢୁଛି ଦିନ ତାପମାତ୍ରା, ରାଜ୍ୟର ୧୧ଟି ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଦୁର୍ବଳ ମୌସୁମୀ ପ୍ରଭାବରେ ବଢୁଛି ଦିନ ତାପମାତ୍ରା। ରାଜ୍ୟର ୧୧ଟି ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ୩୭.୨ ଡିଗ୍ରୀ ସହ ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁର ୩୬.୫ଂ ଏବଂ ଅନୁଗୁଳରେ ୩୬.୧ଂ ଦିନ ତାପମାତ୍ରା ରେକର୍ଡ…

ପ୍ରବଳ ବର୍ଷା ପାଇଁ ଟ୍ଵିନସିଟିକୁ ସତର୍କତା ଜାରି, କଟକ ଜିଲ୍ଲାରେ ସରକାରୀ ଛୁଟି ବାତିଲ କଲେ ଜିଲ୍ଲାପାଳ

ଭୁବନେଶ୍ୱର/କଟକ(କେନ୍ୟୁଜ୍): ପ୍ରବଳ ବର୍ଷା ପାଇଁ ଟ୍ଵିନସିଟିକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ତୁହାକୁ ତୁହା ବର୍ଷା ସହ ଘଣ୍ଟାପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହୋଇପାରେ । ଖୋର୍ଦ୍ଧା ଅରେଞ୍ଜ ଓ୍ଵାର୍ଣ୍ଣିଂରେ ଥିବା ବେଳେ କଟକକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି ହୋଇଛି । କଟକ…

ସକାଳୁ ଆଂଶିକ ମେଘୁଆ ରହିଛି ପାଗ, ଅପରାହ୍ନରେ ହୋଇପାରେ ହାଲୁକା ବର୍ଷା

ଭୁବନେଶ୍ବର(କେନ୍ୟୁଜ୍): ଗତକାଲି ଶନିବାର ଭୁବନେଶ୍ବର ଓ କଟକର ସର୍ବୋଚ୍ଚ ତାପମାତ୍ରା ଯଥାକ୍ରମେ ୩୫.୭ଡିଗ୍ରି ଓ ୩୫.୬ଡିଗ୍ରି ରେକର୍ଡ ହୋଇଥିଲା। ତେବେ ଆଜି ରାଜଧାନୀ ଓ ଏହାର ସଂଲଗ୍ନ ଅଞ୍ଚଳ ଗୁଡ଼ିକର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିବ…

୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୭ଟି ସହର, ବଲାଙ୍ଗିର ସବୁଠୁ ଉତ୍ତପ୍ତ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟର ବିଭିନ୍ନ ସହରରେ ବଢିବାରେ ଲାଗିଛି ତାତି। ୪୦ ଡିଗ୍ରୀ ଉପରେ ରହିଛି ୭ଟି ସହର। ବଲାଙ୍ଗିର ପାଲଟିଛି ସବୁଠୁ ଉତ୍ତପ୍ତ ସହର । ଏଠାରେ ପାରଦ ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୫ ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନବେଳାର ତାପମାତ୍ରା ସ୍ୱାଭାବିକଠାରୁ…

ପୁଣି ୧୭ରୁ ଆସୁଛି ଆଉ ଏକ ପଶ୍ଚିମା ଝଡ଼, ଫେବ୍ରୁଆରୀରେ ରାଜ୍ୟର ସବୁଠାରୁ ଉତ୍ତାପ ସହର ଟିଟିଲାଗଡ଼

ଭୁବନେଶ୍ବର(କେନ୍ଯୁଜ୍): ପୁଣି ଆସୁଛି ଆଉ ଏକ ପଶ୍ଚିମା ଝଡ଼ । ୧୭ରୁ ପଶ୍ଚିମାଝଡ଼ର ପ୍ରଭାବ । ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପଶ୍ଚିମାଝଡ଼ର ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ହୋଇଛି । ୬ ଜିଲ୍ଲା ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ…

ଆସନ୍ତାକାଲିଠୁ ପାଗରେ ହେବ ପରିବର୍ତ୍ତନ, ତାପମାତ୍ରା ହ୍ରାସ ହେବା ସହ ବଢିବ ଶୀତ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲିଠୁ ପାଗରେ ହେବ ପରିବର୍ତ୍ତନ। ଏହା ପରେ ତାପମାତ୍ରା ହ୍ରାସ ହେବା ସହ ୩ରୁ ୫ଡିଗ୍ରୀ କମିବ ବୋଲି ପୂର୍ବାନୁମାନ ହୋଇଛି। ଫଳରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଫଳରେ ରାଜ୍ୟକୁ ଶୀତ ଫେରିବ। କିଛି…

ଆଜିଠୁ ବର୍ଷା: ୪ ଦିନ ଯାଏ ଭିଜିବ ରାଜ୍ଯର ବିଭିନ୍ନ ସ୍ଥାନ, ଚାଷୀ ମୁଣ୍ଡରେ ପୁଣି ଚଡକ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ପୁଣି ଭିଜିବ ଓଡ଼ିଶା। ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ କୁଆପଥର ସହ ବର୍ଷିବ। ତେବେ ୧୨ ଓ ୧୩ ତାରିଖରେ ପ୍ରବଳ…

ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ବଢ଼ିବ ବର୍ଷାର ପରିମାଣ, ଆଉ ୨ ଦିନ ଯାଏଁ ଲାଗି ରହିବ ଏମିତି ପାଗ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା । ଆଉ ୨ ଦିନ ଯାଏଁ ଲାଗି ରହିବ ବର୍ଷା । ୱେଷ୍ଟର୍ଣ୍ଣ ଡିଷ୍ଟବାର୍ନ୍ସ ସହ ଦକ୍ଷିଣ ପଶ୍ଚିମ ରାଜସ୍ଥାନରୁ ଉତ୍ତର ତେଲେଙ୍ଗାନା ଯାଏ ଏକ ଟ୍ରପ ଲାଇନ ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା…

ସେପ୍ଟେମ୍ବରରେ ଅଧା ଓଡ଼ିଶାରେ ସ୍ୱାଭାବିକଠାରୁ ହେବ ଅଧିକ ବର୍ଷା! ନିଅଣ୍ଟ ପରିମାଣ ଭରଣା ହେବ

କେନ୍ଯୁଜ୍: ସେପ୍ଟେମ୍ବର ମାସରେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ୧୧୦ ପ୍ରତିଶତରୁ ଅଧିକ ଦୀର୍ଘ କାଳୀନ ହାରାହାରି ବର୍ଷା ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୧୯୬୧ରୁ ୨୦୧୦ ମଧ୍ୟରେ ସେପ୍ଟେମ୍ବରରେ ଦୀର୍ଘ କାଳୀନ ହାରାହାରି ବର୍ଷା ପରିମାଣ ୧୭୦ ମିଲିମିଟିର ରହୁଛି। ତେଣୁ ଚଳିତ…

ଆସୁଛି ଆଉ ଏକ ଲଘୁଚାପ: ଆସନ୍ତାକାଲିଠୁ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହେବ ପ୍ରବଳ ବର୍ଷା

ଭୁବନେଶ୍ବର(କେନ୍ଯୁଜ୍): ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୮ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା । ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବ । ଲଘୁଚାପ ପ୍ରଭାବରେ ୨୭ ତାରିଖରେ…

ଜୁନ ୨ୟ ସପ୍ତାହ ବେଳକୁ ରାଜ୍ୟରେ ବଢିପାରେ ବର୍ଷାର ପରିମାଣ, ଆଗାମୀ ୨୪ ଘଣ୍ଟା ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ…

ଭୁବନେଶ୍ବର(କେନ୍ଯୁଜ୍): ଠିକ୍‌ ସମୟରେ ମୌସୁମୀ ଆସିଥିଲେ ସୁଦ୍ଧା କମ୍‌ ରହିଛି ବର୍ଷାର ପରିମାଣ। ଜୁନ ୨ୟ ସପ୍ତାହ ବେଳକୁ ରାଜ୍ୟରେ ବଢିପାରେ ବର୍ଷାର ପରିମାଣ । ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓ ପାଶ୍ୱବର୍ତ୍ତୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ୧୦ଟି…

ମାସ ଶେଷ ଆଡକୁ ପୁଣି ସୃଷ୍ଟି ହେବ ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶା ଉପରେ ରହିବ କି ନାହିଁ ପ୍ରଭାବ

ଭୁବନେଶ୍ବର: ଚଳିତ ମାସ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ୨୪ ତାରିଖ ବେଳକୁ ଏହା ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ଅବପାତର ରୂପ ନେବ। ଏହି ଲଘୁଚାପ ପ୍ରଭାବରେ ମିଆଁମାର ଓ ବାଂଲାଦେଶ ଉପକୂଳରେ ଭାରି ବର୍ଷା ସମ୍ଭାବନା ରହିଛି। ତେବେ…