ଓଡ଼ିଶାରେ ପ୍ରଥମ ତୁଷାରପାତ: କୋଇଡା ଓ ଟେନସା ଅଞ୍ଚଳର ବିଭିନ୍ନ ସ୍ଥାନରେ ବରଫ ସ୍ତର, ୪ଡିଗ୍ରୀ ତଳକୁ ଖସିଛି ପାରଦ
ବଣାଇ(କେନ୍ଯୁଜ୍): ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ। ଜାଡ଼ରେ ଥରୁଛି ସାରା ଓଡ଼ିଶା। ଓଡ଼ିଶାରେ ପ୍ରଥମ ତୁଷାରପାତ । ସୁନ୍ଦରଗଡ ଜିଲ୍ଲା ବଣାଇର କୋଇଡା ଓ ଟେନସା ଅଞ୍ଚଳରେ ତୁଷାରପାତ । ୪ଡିଗ୍ରୀ ତଳକୁ ଖସିଛି ପାରଦ ।
ବିଭିନ୍ନ ସ୍ଥାନରେ ବରଫ ସ୍ତର ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ…