ଘୋଡ଼ାଇ ହୋଇ ଶୋଇଲେ ଝାଳ ବହୁଛି, କାଢ଼ିଲେ ହେଉଛି ଶୀତ
ଭୁବନେଶ୍ୱର (କେ ନ୍ୟୁଜ୍) : ବର୍ତ୍ତମାନ ହିନ୍ଦୁଙ୍କ ହିସାବରେ ପୌଷ ମାସ ଏବଂ ଇଂରାଜୀରେ ଜାନୁଆରୀ । ଏଇ ମାତ୍ର ମାଘ ମାସ ଆରମ୍ଭ ହେବ । ହେଲେ ନା ପୌଷର ଶୀତ ଅଛି ନା ମାଘର ବାଘ ଶୀତ ଆଶା କରାଯାଉଛି । ତା ବଦଳରେ ହେଉଛି ୩୪ ଡିଗ୍ରୀର ତାତି । ଅର୍ଥାତ୍ ଶୀତକୁ ଯେମିତି ଖାଇ ଦେଇଛି ଗରମ । ଏବେ…