Browsing Tag

weather updates in odisha

ପ୍ରବଳ ଗ୍ରୀଷ୍ମ କୋପରୁ ମିଳୁନି ନିସ୍ତାର: ଆସନ୍ତା ଦୁଇ ଦିନ ଅନୁଭୂତ ହେବ ଅସ୍ୱାଭାବିକ ଗରମ

ଭୁବନେଶ୍ୱର (କେନ୍ୟୁଜ): କଲବଲ କରୁଛି ତାତି । ପ୍ରବଳ ଗ୍ରୀଷ୍ମ କୋପରୁ ମିଳୁନି ନିସ୍ତାର। ରାଜ୍ୟରେ ଆସନ୍ତା ଦୁଇ ଦିନ ଅନୁଭୂତ ହେବ ଅସ୍ୱାଭାବିକ ଗରମ। ଦିନରେ ସିଭିୟର ହିଟ୍‌ୱେଭ୍‌ ସହ ରାତିରେ ପ୍ରବଳ ତାତି। ଏଥିପାଇଁ ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ଓ ସୋନପୁରକୁ ସତର୍କତା ଜାରି…

ଧୋକା ଦେଲା ମୌସୁମୀ: କେରଳ ଛୁଇଁବାକୁ ଲାଗିପାରେ ଆହୁରି ସମୟ

ଭୁବନେଶ୍ୱର (କେନ୍ୟୁଜ): ମୌସୁମୀ ଆସିବାରେ ଆହୁରି ବିଳମ୍ବ ହେବ। ସମ୍ଭାବ୍ୟ ଲଘୁଚାପ ଯୋଗୁ କେରଳ ଉପକୂଳ ଆଡ଼କୁ ଅଗ୍ରସର ହେଉଥିବା ମୌସୁମୀ ବାୟୁ ପ୍ରଭାବିତ ହେଉଛି। ଏଥିପାଇଁ କେରଳରେ ମୌସୁମୀ ପହଞ୍ଚିବାକୁ ଆହୁରି ସମୟ ଲାଗିପାରେ। ଓଡ଼ିଶାରେ ବହୁ ବିଳମ୍ବରେ ମୌସୁମୀ ପହଞ୍ଚିବ ବୋଲି କହିଛନ୍ତି…

ଆଉ ୪ ଦିନ ବର୍ଷିବ, ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ଆଉ ୪ ଦିନ ବର୍ଷିବ । ରାଜ୍ୟରେ ଆଉ ୪ ଦିନ ବର୍ଷା ହେବ । ଅଧିକ ବର୍ଷା ସମ୍ଭାବନା ନଥିଲେ ବି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଗତକାଲି ରାଜ୍ୟର ଅନେକ ସ୍ଥାନରେ ନିର୍ଧୁମ ବର୍ଷା ହୋଇଥିଲା ।…

ମାର୍ଚ୍ଚରୁ ମେ ଅସହ୍ୟ ତାତି: ଉପରମୁହାଁ ହେଲାଣି ପାରଦ, ୩ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ । ସ୍ୱାଭାବିକ ଠାରୁ ମାର୍ଚ୍ଚ ମାସରେ ଅଧିକ ରହିବ ତାପମାତ୍ରା । ଏଭଳି କିଛି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମାର୍ଚ୍ଚରୁ ମେ ମାସ ଯାଏ ତାପମାତ୍ରା ସ୍ୱାଭାବିକ ଠାରୁ ବେଶ୍ ଅଧିକ ରହିବ । ଏତିକି ବେଳକୁ ପାଣିପାଗ…

ମିଳିବ ଆଶ୍ୱସ୍ତି: ଆଜିଠୁ କମିବ ଶୀତ, ବଢ଼ିବ କୁହୁଡ଼ି

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ କମିବ ଶୀତ, ବଢ଼ିବ କୁହୁଡ଼ି। ଲୋକଙ୍କୁ ମିଳିବ ଆଶ୍ୱସ୍ତି। ୩ ଦିନର ହାଡ଼ ଭଙ୍ଗା ଥଣ୍ଡା ପରେ ରାଜ୍ୟବାସୀଙ୍କୁ ଏବେ ସାମାନ୍ୟ ଆଶ୍ୱସ୍ତି ମିଳିବ। ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଶୁଷ୍କ ବାୟୁର ପ୍ରବାହ କମିବା ଆରମ୍ଭ ହୋଇଥିବାବେଳେ ରାଜ୍ୟକୁ ଏବେ ଜଳୀୟବାଷ୍ପପୂର୍ଣ୍ଣ…

କାଲିଠାରୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ, ୭ରେ ଲଘୁଚାପ

କେନ୍ୟୁଜ୍(ବ୍ୟୁରୋ): ୭ରେ ଲଘୁଚାପ। ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଭାବରେ ୭ ଏବଂ ୮ ତାରିଖରେ ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ବର୍ଷାରେ…