Browsing Tag

weather

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ଯର ଉପକୂଳବର୍ତ୍ତୀ ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ବିଶେଷକରି ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ଫୁଲବାଣୀ,…

ଖରାର ପ୍ରକୋପ ପରେ କାଳବୈଶାଖୀ ଆଶଙ୍କା, ଏହି ଜିଲ୍ଲାରେ ଦେଖାଦେବ ପ୍ରଭାବ

ଭୁବନେଶ୍ବର (କେନ୍ୟୁଜ୍) : ଆଜିଠୁ ୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ଆଶଙ୍କା । ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର ଜିଲ୍ଲାରେ କାଳବୌଶାଖିର ପ୍ରଭାବ ଦେଖିବାକୁ ମିଳିପାରେ । ସେହିପରି ୩ ଦିନ ମଧ୍ୟରେ ତାପମାତ୍ରାରେ…

ମାହାଙ୍ଗା : କୁଆ ପଥର ସାଙ୍ଗକୁ ବର୍ଷା ଏବଂ ପବନର ତଣ୍ଡବଲୀଳା

କଟକ (କେନ୍ୟୁଜ୍) :କଟକ ଜିଲ୍ଲା ମାହାଙ୍ଗା ନିଶ୍ଚିନ୍ତକୋଇଲି, ସାଲେପୁର ଓ କିଶନ ନଗର ଅଞ୍ଚଳରେ ଆଜି ଅପରାହ୍ନରେ କାଳବୈଶାଖୀ। ଏହି ତାଣ୍ଡବଲୀଳା ପରେ ବର୍ଷା ସହିତ କୁଆ ପଥର ସାଙ୍ଗକୁ ୭୦ ବେଗରେ ପବନ ବୋହିଥିଲା। ଏହି କାଳବୈଶାଖୀରେ ଅନେକ ଛୋଟବଡ଼ ଗଛ ଉପୁଡ଼ି ଯାଇଥିବା ଦେଖିବାକୁ ମିଳିଥିଲା ।…

ପୁଣି ରାଜ୍ୟରେ କାଳବୈଶାଖୀ, ଆସନ୍ତା ୨-୩ ଦିନ ପର୍ଯ୍ୟନ୍ତ ରହିବ ପ୍ରକୋପ

ଭୁବନେଶ୍ବର (କେନ୍ୟୁଜ୍) : ପୁଣି ରାଜ୍ୟରେ କାଳବୈଶାଖି ଆଶଙ୍କା। ଆଜିଠାରୁ ଚାରିଦିନ ଧରି ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଏନେଇ ସୋମବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ରାଜ୍ୟର ଉପକୂଳବର୍ତ୍ତି ଅଞ୍ଚଳ ଗୁଡିକରେ ଆଜି ଏବଂ କାଲି ସନ୍ଧ୍ୟା ପରଠାରୁ ପବନ…

ବଢ଼ୁଛି ପାରଦ, ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୦. ୫ ଡିଗ୍ରୀ ସେଲସିୟସ ରେକର୍ଡ

ଭୁବନେଶ୍ବର(କେନ୍ୟୁଜ୍) : ଅସହ୍ୟ ହେଲାଣି ଖରା। ରାଜ୍ୟର ଅନେକ ସ୍ଥାନରେ ଖରାର ପ୍ରକୋପ ବୃଦ୍ଧି ପାଇଛି। ଗତକାଲି ମାଲକାନଗିରିର ସର୍ବାଧିକ ତାପମାତ୍ରା ୪୦.୫ଡିଗ୍ରୀ ରେକର୍ଡ କରାଯାଇଥିଲା। ୧୨ଟି ସହରର ତାପମାତ୍ରା ୩୫ ଡିଗ୍ରି ସେଲସିୟସ ଉପରେ ରହିଥିଲା। ସକାଳ ୧୧ଟା ପରଠାରୁ ଖରାର ପ୍ରକୋପ…

ଆଜିଠୁ ବଢ଼ିବ ତାପମାତ୍ରା, କିଛି ରାଜ୍ୟରେ କାଳବୈଶାଖୀ ଆଶଙ୍କା

ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜିର ବିଭିନ୍ନ ଅଞ୍ଚଳରେ ପାରଦ ୪୦ଡିଗ୍ରି ଛୁଇଁବ। ଏହାସହ ଅଧିକାଂଶ ସ୍ଥାନରେ ପାରଦ ୩୫ଡିଗ୍ରି ଉପରେ ରହିଥିବାବେଳେ ଆସନ୍ତା ସପ୍ତାହକ ମଧ୍ୟରେ ପାରଦ ଦୁଇରୁ ତିନି ଡିଗ୍ରି ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟରେ…

ଯାଜପୁର, କନ୍ଧମାଳରେ ବଜ୍ରପାତ ଓ କୁଆପଥର ବର୍ଷା

ଯାଜପୁର (କେନ୍ଯୁଜ୍) : ଯାଜପୁରରେ କାଳ ବୈଶାଖ ଜନିତ କୁଆପଥର ବର୍ଷା । ଗତକାଲି ପ୍ରାୟ ଏକ ଘଣ୍ଟା ଧରି ବର୍ଷାରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା । ଜୋରରେ ପବନ ବହିବା ସହ ପ୍ରବଳ କୁଆପଥର ବର୍ଷା ହୋଇଥିଲା । ଏଥିରେ ଗଛ ଭାଙ୍ଗିବା ସହ ବେଶ୍‌ କେଇ ଘଣ୍ଟା ଧରି ବିଦ୍ୟୁତ୍‌ ସେବା ଠପ୍‌…

ଅସହ୍ୟ ହେଲାଣି ତାତି, ଭୁବନେଶ୍ୱରରେ ପାରଦ ୪୦ ଡିଗ୍ରୀ ପାଖାପାଖି

ଭୁବନେଶ୍ବର (କେନ୍ୟୁଜ୍) :ଏବେଠୁ ଅସହ୍ୟ ହେଲାଣି ତାତି। ଗରମରେ ଡହଳ ବିକଳ ହେଉଛନ୍ତି ରାଜଧାନୀବାସିନ୍ଦା। ପାରଦ ୪୦ଡିଗ୍ରୀ ଛୁଇଁବାକୁ ବସିଲାଣି। ଟାଣ ଖରା ଓ ଝାଞ୍ଜି ପବନ ଜନଜୀବନ ଅସ୍ତବ୍ୟସ୍ତ ହେଇପଡିଲାଣି। ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜିଠୁ ରାଜ୍ୟର କିଛି ସ୍ଥାନରେ ବର୍ଷା…

ଆସନ୍ତାକାଲିଠୁ ପ୍ରବଳ ବର୍ଷା ସମ୍ଭାବନା, ଅବପାତର ରୂପ ନେବ ଲଘୁଚାପ

ଭୁବନେଶ୍ବର(କେନ୍ଯୁଜ୍) : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ମିଆଁମାର ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେବ। ଏହାର ପ୍ରଭବାରେ ଆସନ୍ତାକାଲିଠୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଉପକୂଳ ଓ…

ଖୁବ୍ ଶୀଘ୍ର ବିଦାୟ ନେବ ମୌସୁମୀ

ନୂଆଦିଲ୍ଲୀ : ଗତ ଜୁନରୁ ସେପଟେମ୍ବର ପର୍ଯ୍ୟନ୍ତ ସକ୍ରିୟ ରହିବା ପରେ ବିଦାୟ ନେବ ମୌସୁମୀ । ପୂରା ଦେଶରେ ସ୍ବାଭାବିକ ମୌସୁମୀ ବର୍ଷା ହୋଇଛି । ଆସନ୍ତା ୧୦ରୁ ୧୨ ତାରିଖ ମଧ୍ୟରେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ବିଦାୟ ବେଳା ଆରମ୍ଭ ହେବ । ଗତ କିଛି ବର୍ଷ ଭଳି ଏହା ଅକଟୋବର ମାସ…

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ନେଉଛି ଲଘୁଚାପ ରୂପ : ରାଜ୍ୟରେ ଜାରି ରହିଛି ବର୍ଷା

ଭୁବନେଶ୍ବର (କେନ୍ୟୁଜ୍) : ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ନେଉଛି ଲଘୁଚାପ ରୂପ । ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଭିଜୁଛି ଉପକୂଳ ଓଡ଼ିଶା । ଗତକାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି । ୫ଟି ଜିଲ୍ଲା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର…

ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି : ୩୬ ଘଣ୍ଟା ମଧ୍ୟରେ ଲଘୁଚାପ ସମ୍ଭାବନା

ଭୁବନଶ୍ବର (କେନ୍ଯୁଜ୍) : ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି । ଏହା ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଲଘୁଚାପର ନବୋର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ର୍ବଷା ଆରମ୍ଭ ହୋଇଯାଇଛି । ୯ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ର୍ବଷିବ । ବିଶଷକେରି ଆଜି ଓ ଆସନ୍ତାକାଲି…