ଦିଲ୍ଲୀରେ ମ୍ୟାରେଜ୍ ଆନିଭର୍ସାରୀ ସେଲିବ୍ରେସନ୍ କଲେ କିଆରା ଓ ସିଦ୍ଧାର୍ଥ, ଭାଇରାଲ ହେଉଛି ପାର୍ଟିର ଭିଡିଓ
କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ଦିଲ୍ଲୀରେ ସେମାନଙ୍କର ଫାଷ୍ଟ ମ୍ୟାରେଜ୍ ଆନିଭର୍ସାରୀ ସେଲିବ୍ରେସନ୍ କରିଛନ୍ତି । ଏବେ ସିଡ୍ ଓ କିଆରଙ୍କ ପାର୍ଟିର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଦମ୍ପତି ନିଜ ପରିବାର ସହିତ ସେମାନଙ୍କର ପ୍ରଥମ ବିବାହ…