Browsing Tag

wedding

ମହାରାଣୀଙ୍କ ଭଳି ପରିଣୀତିଙ୍କୁ ସ୍ୱାଗତ କଲେ ଶ୍ୱଶୁର ଘର, ଖୁସିରେ ନାଚି ଉଠିଲେ ରାଘବଙ୍କ ସ୍ତ୍ରୀ

ପରିଣୀତି ଓ ରାଘବଙ୍କ ବିବାହକୁ ନେଇ ବଲିଉଡରେ ଚର୍ଚ୍ଚା ଲାଗି ରହିଛି । ଏହି ଯୋଡ଼ିଙ୍କ ବିବାହ ପୋଷାକ ଠାରୁ ଆରମ୍ଭ କରି ବିବାହ ସ୍ଥାନ ପର୍ଯ୍ୟନ୍ତ ସବୁକିଛି ଚର୍ଚ୍ଚାରେ ଏବେ ବି ରହିଛି । ପରିଣୀତି ଚୋପ୍ରା ଏବଂ ରାଘବ ଚଢା ସେପ୍ଟେମ୍ବର ୨୪ରେ ଉଦୟପୁରର ଲୀଲା ପ୍ୟାଲେସରେ ରାଜକୀୟ ଢଙ୍ଗରେ ବିବାହ…

ଲୁଟ୍‌ର ନୂଆ ଟେକନିକ୍‌: ବିବାହ ଭୋଜି ଖାଇଲା, ଗିଫ୍‌ଟ ଓ ଟଙ୍କା ବ୍ୟାଗ୍‌ ଧରି ମାରିଲା ଛୁ..

ଭୁବନେଶ୍ୱର (କେନ୍ୟୁଜ): ଲୁଟ୍‌ର ନୂଆ ଟେକନିକ୍‌। ବିବାହ ଭୋଜି ଖାଇବାକୁ ଆସି ଗିଫ୍‌ଟ ଟଙ୍କା ବ୍ୟାଗ୍‌ ନେଇ ଫେରାର। ଭୁବନେଶ୍ୱରର ଏକ ବିବାହ ମଣ୍ଡପରୁ ଏହି ଲୁଟ୍‌ ହୋଇଛି। ସିସିଟିଭିରେ କଏଦ୍‌ ହୋଇଛି ଲୁ୍‌ଟ ଦୃଶ୍ୟ। ଖୋର୍ଦ୍ଧା ବାଲିପାଟଣା ଥାନା କୁଳିରା ଶାସନ ଗାଁର ଅଖିଳ ରଂଜନ ମହାନ୍ତିଙ୍କ…

ଆଜି ହାତକୁ ଦୁଇ ହାତ ହେବେ ଷ୍ଟାର କପଲ କେ.ଏଲ ରାହୁଲ ଓ ଆଥିୟା ସେଟ୍ଟୀ, ଖଣ୍ଡାଲାସ୍ଥିତ ସୁନୀଲ ଶେଟ୍ଟୀଙ୍କ ବଙ୍ଗଳାରେ…

ଆଜି ବହୁଚର୍ଚ୍ଚିତ ଯୋଡି କ୍ରିକେଟର କେ.ଏଲ ରାହୁଲ ଓ ବଲିଉଡ୍‌ ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କ ବିବାହ। ୨୧ ତାରିଖରୁ ଆରମ୍ଭ ହୋଇଯାଇଛି ବିବାହ ରୀତିନୀତି। ଗତକାଲି ମୁମ୍ବାଇରେ ଆଥିୟାଙ୍କ ଘରେ ମେହେନ୍ଦୀ ଉତ୍ସବ ପାଳନ କରାଯାଇଥିଲା । ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ଫାର୍ମ ହାଉସରେ ବିବାହ…

ପ୍ରେମରୁ ବିବାହ, ହେଲେ ବାହାଘର ବେଳେ ବେଦୀରେ ଘଟିଲା ବିବାଦ ଆଉ ବରଘରେ ହେଲା ବାହାଘର

କାକଟପୁର (କେନ୍ୟୁଜ): ପ୍ରେମ କରିବାର ସାତବର୍ଷ ପରେ ଦୁଇ ପରିବାରଙ୍କ ସହମତିରେ ସ୍ଥିର ହେଲା ବାହାଘର। ବାଜା ବାଣ ରୋଷଣୀ ନେଇ ବର ଗଲା କନିଆଁ ଘରକୁ ବାହା ହେବାପାଇଁ । ବର କନିଆଁ ବେଦିରେ ବସି ବାହା ହେବା ପୂର୍ବରୁ ଆରମ୍ଭ ହୋଇଗଲା ମହାଭାରତ। ଏ ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ…

ଏଠି ବିବାହ କରିବେ ତ ଖର୍ଚ୍ଚ ଟଙ୍କା ହେବ ଫେରସ୍ତ! ମିଳିବ ଏତେ ଲକ୍ଷ ଟଙ୍କା

ଇଟାଲୀରେ ଦମ୍ପତିମାନଙ୍କୁ ସେମାନଙ୍କ ଡ୍ରିମ୍‌ ୱେଡିଂର ଆୟୋଜନ ପାଇଁ ୧.୭ ଲକ୍ଷ ଟଙ୍କା ରିଫଣ୍ଡ୍‌ ଆକାରରେ ଦିଆଯାଉଛି। ସେଣ୍ଟ୍ରାଲ ଇଟାଲୀର ଲାଜିଓ ଅଞ୍ଚଳ ବିବାହ ସମ୍ବନ୍ଧୀୟ ଖର୍ଚ୍ଚରେ ପାଖାପାଖି ୧,୬୭,୦୦୦ ଟଙ୍କା ପର୍ଯ୍ୟନ୍ତ ରିଫଣ୍ଡ୍‌ ପ୍ରଦାନ କରୁଛି। ଏହି ରିଫଣ୍ଡ୍‌ରେ ଇଭେଣ୍ଟ କମ୍ପାନୀ,…

ବିକ୍ରାନ୍ତ ମେସୀ ଭାଲେଣ୍ଟାଇନ ଡେ’ରେ କରିଥିଲେ କୋର୍ଟ ମ୍ୟାରେଜ, ଏବେ ପାରମ୍ପରିକ ରୀତିନୀତିରେ ଧରିଲେ ଶୀତଲଙ୍କ ହାତ

ଗତ କିଛିଦିନ ପୂର୍ବରୁ ବିକ୍ରାନ୍ତ ମେସୀ ଭାଲେଣ୍ଟାଇନ ଡେରେ ଲୁଚାଛଫା ବିବାହ କରିନେଇଥିବା ଖବର ପ୍ରକାଶିତ ହୋଇଥିଲା। କିନ୍ତୁ ସେତେବେଳେ ଅଭିନେତା ବିକ୍ରାନ୍ତ ମେସି ତାଙ୍କର ଗର୍ଲଫ୍ରେଣ୍ଡ ଶୀତଲ ଠାକୁରଙ୍କ ସହ ରେଜିଷ୍ଟାର ମ୍ୟାରେଜ କରିଥିଲେ। ଦୁହେଁ ପାରମ୍ପରିକ ରୀତିନୀତିରେ ଗତକାଲି ର୍ଥାତ୍‌…

ଭାଲେଣ୍ଟାଇନ ଡେ’ରେ ଲୁଚାଛପା ଭାବେ ଭାବିପତ୍ନୀ ଶୀତଲଙ୍କୁ ବିବାହ କଲେ ବିକ୍ରାନ୍ତ ମେସୀ

ଭାଲେଣ୍ଟାଇନ ଡେ ବଲିଉଡର ଅନେକ ସେଲିବ୍ରିଟି ନିଜ ପ୍ରେମ ପାଇଁ କିଛି ଖାସ୍‌ କରିଛନ୍ତି। ଏହି ଦିନରେ ନିଜ ପ୍ରେମକୁ ମନେ ରଖିବା ପାଇଁ ଅଭିନେତା ବିକ୍ରାନ୍ତ ମେସୀ ମଧ୍ୟ ଏମିତି କିଛି କାମ କରିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ମିର୍ଜାପୁର ଫେମ୍‌ ଅଭିନେତା ବିକ୍ରାନ୍ତ ମେସୀ…

ବରଯାତ୍ରୀ ବେଶରେ ଆସିଲେ, ବିବାହ ମଣ୍ଡପରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟିନେଲେ; ସାମ୍ନାକୁ ଆସିଲା ଲୁଟର ଚିତ୍ର

ଯାଜପୁର (କେନ୍ୟୁଜ): ବରଯାତ୍ରୀ ବେଶରେ ଆସିଲେ, ବିବାହ ମଣ୍ଡପରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟିନେଲେ । ସାମ୍ନାକୁ ଆସିଲା ଲୁଟର ଚିତ୍ର ବିବାହ ମଣ୍ଡପକୁ ଟାର୍ଗେଟ କରି ଲୁଟ୍‌ କରୁଥିବା ଡେଙ୍ଗା ଗେଡା ଗ୍ୟାଙ୍ଗ୍‌ର ଆସିଲା ଆଉ ଦୁଇଟି ସିସିଟିଭି ଭିଜୁଆଲ୍‌। ଭୁବନେଶ୍ୱର ପରେ ଯାଜପୁର ଜିଲ୍ଲାକୁ…

ବିବାହ ମଣ୍ଡପରେ ବରର ସାଙ୍ଗ ମାନେ କନ୍ୟାଙ୍କୁ ଦେଲେ ଅଜବ ଉପହାର , ଦେଖନ୍ତୁ ଭିଡିଓ

ଅନେକ ଥର ବିବାହ ସିଜିନରେ ଏହିପରି ଭିଡିଓ ଭାଇରାଲ ହୁଏ, ଯାହାକୁ ଆମେ ଆଶା ମଧ୍ୟ କରିପାରୁନାହୁଁ । ଯେତେବେଳେ ବର ଏବଂ କନ୍ୟା ମଞ୍ଚ ଉପରେ ବସିଥା’ନ୍ତି, ସେତେବେଳେ ସେମାନଙ୍କର ସାଙ୍ଗସାଥି ମାନେ ମଧ୍ୟ ଥଟ୍ଟା କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ସେ ସମସ୍ତଙ୍କ ସାମ୍ନାରେ କିଛି ଅଦ୍ଭୁତ…

ମଣ୍ଡପରେ ବରକୁ ଏହି କାମ ଦେଇ ଫସାଇ ଦେଲେ ପଣ୍ଡିତ, କନ୍ୟା ବି ଦେଲା ପୂରା ସାଥ୍‌; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ବାହାଘର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ପଣ୍ଡିତ ବରକୁ ଏଭଳି କାର୍ଯ୍ୟ ଦେଇଥିଲେ, ଯାହାକୁ ସଂପୂର୍ଣ୍ଣ କରିବାରେ ବର ଲାଗି ପଡିଥିଲେ। ତେବେ ବରକୁ ପଣ୍ଡିତ କେଉଁ କାର୍ଯ୍ୟ କରିବାକୁ କହିଥିଲେ ଆସନ୍ତୁ ଜାଣିବା... ବାହାଘର ସମୟରେ ଅନେକ ଥର ବର ଓ କନ୍ୟାକୁ ଅଜବ ଅଜବ…

ନିଜ ବାହାଘର କାର୍ଯ୍ୟକ୍ରମ ବେଳେ ଛୁଆ ଜନ୍ମ ଦେଲା କନ୍ୟା, ପରିବାରରେ ଖେଳିଗଲା ଖୁସିର ଲହରୀ

ହିନ୍ଦୁ ଧର୍ମରେ ୧୬ ସଂସ୍କାର ମଧ୍ୟରୁ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର। ଏଥିରେ ଗୋଟିଏ ଜନ୍ମ ନୁହେଁ, ବରଂ ୭ ଜନ୍ମ ପାଇଁ ଏକାଠି ରହିବାକୁ ରାଣ ଖାଇବାକୁ ପଡ଼ିଥାଏ। ଏଣୁ ଭାରତରେ ବିବାହ ଖୁବ୍‌ ଧୁମ୍‌ ଧାମ୍‌ରେ ଆୟୋଜିତ ହୋଇଥାଏ। କିନ୍ତୁ ଛତିଶଗଡ଼ରେ ବିବାହ ବେଳେ ଏକ ଅଜବ ସ୍ଥିତି ଦେଖିବାକୁ…

ସରିଲା ନିର୍ବନ୍ଧ, କିଛି ଦିନରେ ବିବାହ ବନ୍ଧନରେ ବାନ୍ଧି ହେବେ ସମଲିଙ୍ଗୀ ଡାକ୍ତର

ନୂଆଦିଲ୍ଲୀ: ପ୍ରେମ ଏମିତି ଏକ ଅନୁଭବ ଯାହା ଦୁଇଟି ହୃଦୟକୁ ମିଳନ କରେ। ପ୍ରେମ ମାନେନି ଜାତି, ଲିିଙ୍ଗ ଓ ଭେଦଭାବ, ପ୍ରେମ ନା ଦେଖେ କୌଣସି ବୟସ ନା ବନ୍ଧନ। ପୂର୍ବରୁ ଧର୍ମ ଓ ଜାତିର ଭେଦଭାବ ମହିଳା ଓ ପୁରୁଷଙ୍କୁ ଅଲଗା କରିବା ପାଇଁ ବ୍ୟବହୃତ ହେଉଥିଲା। ଏହା ପରେ ସମଲିଙ୍ଗୀ ବିବାହର ବିରୋଧ…