Browsing Tag

weight loss tips

ଜାଣନ୍ତୁ ଓଜନ କମ୍‌ ହେବା ପାଇଁ ଦିନକୁ କେତେ କ୍ୟାଲୋରୀ ଗ୍ରହଣ କରିବା ଉଚିତ୍ ? ଡାଏଟ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଓଜନ କମ୍‌ କରିବାକୁ ଲୋକମାନେ ଜିମରେ ଘଣ୍ଟା ଘଣ୍ଟା ସମୟ କାଟୁଛନ୍ତି । ଅନେକ ଜିନିଷ ଖାଇବା ଏବଂ ପିଇବା ବନ୍ଦ ମଧ୍ୟ କରିଦେଉଛନ୍ତି । ତଥାପି ବଢିଥିବା ଓଜନ କମ୍‌ ହେଉନାହିଁ । ତେବେ ପତଳା ହେବା ପାଇଁ ବହୁତ ସମୟ ଲାଗିଥାଏ ଏବଂ ଧୀରେ ଧୀରେ ଶରୀର ଠିକ୍‌ ଆକାରକୁ ଆସିଯାଏ । ତଥାପି…

ଏହିସବୁ ଚଟପଟା ଖାଦ୍ୟ ଖାଇ ମଧ୍ୟ କରିପାରିବେ ୱେଟ ଲସ୍, ଜାଣନ୍ତୁ କିପରି

ଓଜନ ବଢାଇବା ଅପେକ୍ଷା ଓଜନ ହ୍ରାସ କରିବା ଅଧିକ କଷ୍ଟସାଧ୍ୟ, ଏଥିପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥାଏ । ଓଜନ ହ୍ରାସ କରିବା ପାଇଁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କୁ ବାହାର ଖାଦ୍ୟଠାରୁ ଦୂରରେ ରହିବାକୁ ପଡିବ । ଅଧିକାଂଶ ଲୋକ ବାହାର ଖାଦ୍ୟ ଖାଇବାକୁ ଏତେ ପସନ୍ଦ…

ଶୀଘ୍ର ଓଜନ କମ କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ପାଣି ପିଇବାର ସଠିକ୍‌ ପଦ୍ଧତି, ମିଳିବ ତୁରନ୍ତ ଲାଭ

ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଯଦି ଆପଣ ପାଣି ପିଇବାର ସଠିକ୍ ଉପାୟ ଜାଣିଛନ୍ତି, ତେବେ ଏହା ଆପଣଙ୍କ ଓଜନ କମ କରିବାରେ ଅନେକ ସାହାଯ୍ୟକାରୀ ହୋଇପାରେ । ତେବେ ଆପଣମାନେ ତ ଜାଣିଥିବେ ଯେ ଅନେକ ଲୋକ ଅଛନ୍ତି ଯେଉଁମାନେ ପାଣି ପିଇବାର ସଠିକ୍…

ଓଜନ ବଢିବାକୁ ନେଇ ଚିନ୍ତିତ ଅଛନ୍ତି କି ? ସକାଳୁ ଉଠି କରନ୍ତୁ ଏହି କାମ, ମିଳିବ ଅନେକ ଲାଭ

ଓଜନ ବଢିବାକୁ ନେଇ ବର୍ତ୍ତମାନ ଅନେକ ଲୋକ ଚିନ୍ତିତ ଅଛନ୍ତି । ତେବେ ଲୋକମାନେ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କିନ୍ତୁ ଏଥିରୁ କିପରି ମୁକ୍ତି ପାଇବେ ବୁଝିପାରୁନାହାନ୍ତି । ଯଦି ଆପଣ ମଧ୍ୟ ନିଜର ବଢୁଥିବା ଓଜନକୁ ନେଇ ଚିନ୍ତିତ ଏବଂ ବହୁତ ଚେଷ୍ଟା କରିବା ପରେ ମଧ୍ୟ ଓଜନ କମ୍‌…

ସ୍ୱାସ୍ଥ୍ୟ ପକ୍ଷେ ହିତକର ପଣସ, କଣ ଆପଣ ଖାଉଛନ୍ତି ନା ନାହିଁ

ଗ୍ରୀଷ୍ମଋତୁରେ ମିଳୁଥିବା ଫଳ ଭିତରୁ ଗୋଟିଏ ହେଉଛି ପାଚିଲା ପଣସ । ପଣସକୁ କିଛି ଲୋକ ଖାଇବାକୁ ପସନ୍ଦ କରୁଥିବା ବେଳେ କିଛି ଲୋକ ନା ପସନ୍ଦ କରିଥାଆନ୍ତି । ଏଥିରେ ଭରପୁର ପରିମାଣରେ ଫାଇବର ରହିଛି । ଆପଣଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଏହା ନିହାତି ଆବଶ୍ୟକ । ଏହା ବ୍ୟତୀତ ପାଚିଲା ପଣସରେ…

ଓଜନ ହ୍ରାସ କରିବାରେ ସାହାଯ୍ୟ କରେ କଳା ଲୁଣ ଓ ଅଦା, ମୋଟାପଣରୁ ମିଳିବ ମୁକ୍ତି

ଭାରତୀୟ ଘରର ରୋଷେଇ ଘରେ ଅନେକ ଜିନିଷ ମିଳିଥାଏ। ଯେଉଁଥିରେ ଲୁଣ, ଚିନି, ଅଦା, ଲେମ୍ବୁ ଅତି ସାଧାରଣ କଥା । ଯାହାର ଅନେକ ଲାଭ ଅଛି ଏବଂ ସେଗୁଡିକୁ ଔଷଧର ଘର ମଧ୍ୟ କୁହାଯାଏ। ଭାରତୀୟ ରୋଷେଇ ଘରେ ଏପରି ଅନେକ ଜିନିଷ ମିଳିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହା କେବଳ ଚା’ର ସ୍ୱାଦକୁ ବଢାଏ…

ଖୁବ ଶୀଘ୍ର ଓଜନ ହ୍ରାସ କରିଥାଏ ଏହି ୪ ପ୍ରକାରରେ ପାନ ମଧୁରୀ ସେବନ

ନୂଆଦିଲ୍ଲୀ : ପାନ ମଧୁରୀ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଏହାର ସେବନ ଦ୍ୱାରା ପାଚନ କ୍ରିୟା, ମେଟାବୋଲିଜିମ ଓ ତ୍ୱଚ୍ଚା ପାଇଁ ବହୁତ ଉପକାରୀ ହୋଇଥାଏ । କାରଣ ଏଥିରେ ମୂତ୍ର ବର୍ଦ୍ଧକ ଗୁଣ ରହିଥାଏ । ତେଣୁ ପାନ ମଧୁରୀ ଶରୀରରୁ ବିଷାକ୍ତ ପଦାର୍ଥକୁ ଶେଷ କରିଥାଏ । ପାନ ମଧୁରୀ…

େଓ୍ଵଟ ଲସ୍‌ ଟିପ୍ସ : ଏହି ୪ ଅଭ୍ୟାସ ଆପଣଙ୍କୁ କରିବ ସ୍ଲିମ-ଟ୍ରିମ୍‌,ଦ୍ରୁତ ଗତିରେ କମିବ ଓଜନ

ଓଜନ କମାଇବା ଏବେ ଏକ ପ୍ରକାର ମୁଣ୍ଡ ବ୍ୟଥାର କାରଣ ହୋଇଯାଇଛି । ଏହି ଓଜନ କମାଇବା ପାଇଁ ଲୋକେ ବିଭିନ୍ନ ପ୍ରକାର ବ୍ୟାୟାମ ଓ ଖାଦ୍ୟ ଆପଣାଉଛନ୍ତି । ଓଜନ ଯୋଗୁ ଶରୀରରେ ଯେତେ ପ୍ରକାର ରୋଗ ଓ ଅସୁବିଧା ସୃଷ୍ଟି ହୋଇଥାଏ । ତେଣୁ ଶରୀରର ଓଜନକୁ ଠିକ ଭାବରେ ରଖିବା ପାଇଁ ସମସ୍ତେ ପ୍ରାୟ ଚିନ୍ତା…

ତେଲ ଭାଜି ଯେତେ ଖାଇଲେ ବି ହେବେ ନାହିଁ ମୋଟା, ଖାଇବା ପରେ ବାସ୍‌ ଆପଣାନ୍ତୁ ଏହି ଟିପ୍ସ

ଅଧିକାଂଶ ଲୋକ ଓଜନ ବଢ଼ିଯିବା ଡରରେ ଇଚ୍ଛା ଥିଲେ ବି ତେଲ ଭାଜି ବା ଅଏଲି ଫୁଡ୍ସ ଖାଇବାକୁ ପସନ୍ଦ କରନ୍ତି ନାହିଁ । ହେଲେ ଆଜି ଆମେ ଆପଣଙ୍କୁ ଏପରି ଟିପ୍ସ ଦେବୁ । ଆପଣ ଯେତେ ଅଏଲି ଫୁଡ୍‌ ଖାଇଲେ ବି ଆଦୌ ମୋଟା ହେବେ ନାହିଁ । ବର୍ଷା ଦିନରେ ତେଲ ଭାଜି ଖାଇବାକୁ ଭାରି ମଜା ଲାଗେ । ଗରମା…

ଓଜନ ହ୍ରାସ କରିବା ପାଇଁ ଚିନ୍ତିତ ଥିଲେ ଏହି ଭୁଲ କରନ୍ତୁ ନାହିଁ, ନଚେତ ପଡିବେ ସମସ୍ୟାରେ

ଆଜିକାଲି  ଘର କାମ ସହ ଅଫିସ କାମରେ ଲୋକ ବହୁତ ବ୍ୟସ୍ତ ହୋଇଯାଉଛନ୍ତି । ଏଥିପାଇଁ ନିଜ ଶରୀର ପ୍ରତି ଦୃଷ୍ଟି ଦେବାକୁ ସମୟ ମିଳୁନି । ଖାଇବାରେ ଅନିୟମିତତା ସହ ପୃଷ୍ଟିକର ଖାଦ୍ୟର ଅଭାବ କାରଣରୁ ଶରୀର ପତଳା ହୋଇଯାଉଛି । ଏହି କାରଣରୁ ଆପଣ ଯଦି ବ୍ୟାୟାମ କରିପାରୁ ନାହାନ୍ତି , ତେବେ ଆଜି ଆମେ…

ପେଟ-ଅଣ୍ଟା ଚର୍ବି କମ୍‌ କରିବାର ହିଟ୍‌ ଆଣ୍ଡ୍‌ ଫିଟ୍‌ ଫର୍ମୁଲା, କେବଳ ଖାଇବା ପରେ ଏମିତି ସେବନ କରନ୍ତୁ ଜିରା ଓ…

ଦିନ ସାରା ଗୋଟିଏ ସ୍ଥାନରେ ବସି ରହି କାମ କରିବା, ଖାଇବା ପରେ ଆଦୌ ଚଲାବୁଲା ନ କରିବା ଓ ଅସନ୍ତୁଳିତ ଜୀବନଶୈଳୀ ଯୋଗୁ ଏବେ ପ୍ରାୟ ଅଧିକାଂଶ ଲୋକ ମୋଟାପଣ ଭଳି ଗମ୍ଭୀର ସମସ୍ୟା ଭୋଗୁଛନ୍ତି। ଏଣୁ ପତଳା ହେବା ପାଇଁ କିଏ ଜିମ୍‌ ଜଏନ୍‌ କରୁଛି ତ ଆଉ କିଏ ଡାଏଟ୍‌। କିନ୍ତୁ ମେଦ ବହୁଳତା କମିବାର…

ଶୀତଦିନେ ଓଜନ କମ୍‌ କରିବାକୁ ଡାଏଟ୍‌ରେ ସାମିଲ କରନ୍ତୁ ଏହି ହର୍ବାଲ ଡ୍ରିଙ୍କ୍‌, ଫଟାଫଟ୍‌ ହୋଇଯିବେ ସ୍ଲିମ୍‌;…

ଖରାପ ଲାଇଫ୍‌ଷ୍ଟାଇଲ୍‌ ଓ ଖାଦ୍ୟପେୟ ସମେତ ଦୀର୍ଘ ସମୟ ଧରି ବସି ରହିବା କାରଣରୁ ଅଧିକାଂଶ ଲୋକ ମୋଟାପଣର ଶିକାର ହେଉଛନ୍ତି। କରୋନା ଯୋଗୁ ଚାଲିଥିବା ଓ୍ଵାର୍କ ଫ୍ରମ୍‌ ହୋମ୍‌ ଯୋଗୁ ମଧ୍ୟ ଲୋକଙ୍କ ଠାରେ ଏବେ ମୋଟାପଣ, ପେଟରେ ଚର୍ବି ଭଳି ସମସ୍ୟା ଦେଖାଦେଉଛି। ଏଣୁ ଏଥିରୁ ମୁକ୍ତି ପାଇବାକୁ…