Browsing Tag

weird news

ସୁପ୍‌ରେ ମିଳିଲା ମଲା ମୂଷା, ଗ୍ରାହକଙ୍କ ଅଭିଯୋଗ ପରେ ଫେମସ୍‌ ରେଷ୍ଟୁରାଣ୍ଟ ବନ୍ଦ!

ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଏକ ଫେମସ୍‌ ରେଷ୍ଟୁରାଣ୍ଟକୁ ସୁପ୍‌ ପିଇବାକୁ ଯାଇଥିଲେ, ହେଲେ ଦୁର୍ଭାଗ୍ୟବଶତଃ ତାଙ୍କ ସୁପ୍‌ ଭିତରୁ ଏକ ମଲା ମୂଷା ବାହାରିଥିଲା। ରିପୋର୍ଟ ମୁତାବକ, ଜଣେ ମହିଳା ଆମେରିକାର ଏକ ପ୍ରସିଦ୍ଧ ରେଷ୍ଟୁରାଣ୍ଟକୁ କିଛି…

‘ମୋର ବୟଫ୍ରେଣ୍ଡ ହେଲେ ଦେବି ୫୭ ଲକ୍ଷ ଟଙ୍କା ଦରମା’! ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଜବ ଲଭ୍‌ ଷ୍ଟୋରୀ

ଆପଣ ଅନେକ ପ୍ରକାରର ଲଭ୍‌ ଷ୍ଟୋରୀ ବିଷୟରେ ଶୁଣିଥିବେ। କିନ୍ତୁ କ’ଣ କେବେ ଶୁଣିଛନ୍ତି କି, କୌଣସି ଯୁବତୀ ତାଙ୍କ ବୟଫ୍ରେଣ୍ଡ ହେବା ପାଇଁ କାହାକୁ ଦରମା ବି ଦେଇପାରନ୍ତି। ସ୍କଟ୍‌ଲାଣ୍ଡରେ ରହୁଥିବା ଏହି ଯୁବତୀଙ୍କ ନାମ ଜେନ୍‌ ପାର୍କ ବୋଲି କୁହାଯାଉଛି। ନିକଟରେ ଯୁବତୀ ନିଜ ବୟଫ୍ରେଣ୍ଡଙ୍କ…

ବିଲେଇର ଦେଖାଶୁଣା କରି ଲକ୍ଷ ଲକ୍ଷ ଟଙ୍କା ଆୟ କରନ୍ତି ଏହି ଯୁବତୀ

କେବଳ ବିଲେଇଙ୍କ ବିଷୟରେ ଅନଲାଇନ ସର୍ଭେ, ସପିଂ କରି କିଏ କ’ଣ ୨ ଲକ୍ଷ ଟଙ୍କା ରୋଜଗାର କରିପାରେ ? ହୁଏତ ଆପଣ ନା କହିବେ। କିନ୍ତୁ ଏମିତି ରୋଜଗାର କରନ୍ତି ବୋଲି ଆମେରିକାର ଜଣେ ମହିଳା ଦାବି କରିଛନ୍ତି। ୩୩ ବର୍ଷୀୟ ଜେମ୍ମା ୨୦୧୪ରେ ନିଜର ଗେମ୍‌ ଜବ୍ସ କ୍ରାଫ୍ଟସ ବିଜନେସ ଆରମ୍ଭ କରିଥିଲେ।…

ଥାଇଲାଣ୍ଡର ‘ଭଣ୍ଡ ବାବା’; ଯିଏ ଭକ୍ତଙ୍କୁ ଖୁଆଉଥିଲେ ମଳ, ମୂତ୍ର ଓ କଫ! ଆଶ୍ରମରେ ଲୁଚାଇ ରଖିଥିଲେ ୧୧ ମୃତଦେହ

ଧର୍ମ ନାଁରେ ଅଧର୍ମ କରୁଥିଲେ ବାବା। ଏମିତି କାମ କରୁଥିଲେ, ଯିଏ ଶୁଣିବ ଯିଏ ଚକିତ ହୋଇଯିବ। ଥାଇଲାଣ୍ଡରୁ ସାମ୍ନାକୁ ଆସିଥିବା ଏମିତି ଜଣେ ଭଣ୍ଡ ବାବାଙ୍କ କଳା କାରନାମା ଜାଣିଲେ ଆପଣ ମଧ୍ୟ ଥରି ଉଠିବେ। ପୋଲିସ ଏବେ ଛେୟାଫୁମ୍‌ ଅଞ୍ଚଳରୁ ସେହି ବାବାଙ୍କୁ ଗିରଫ କରିଛି। ପୋଲିସ ସୂଚନା ମୁତାବକ,…

୨୧ ବର୍ଷ ଧରି ମୃତ ସ୍ତ୍ରୀର ଶବ ସହିତ ରହି ଆସୁଥିଲେ ବୃଦ୍ଧ! ଏହି ଖାସ୍‌ କାରଣରୁ ଅନ୍ତିମ ସଂସ୍କାର କରିବାକୁ ନିଷ୍ପତ୍ତି…

୭୨ ବର୍ଷୀୟ ଚରଣ ଜନଭାଚକଲ୍‌, ଯିଏ ନିଜ ସ୍ତ୍ରୀଙ୍କୁ ୨୧ ବର୍ଷ ତଳେ ହରାଇ ଦେଇଥିଲେ। ଆଉ ଏବେ ୨୧ ବର୍ଷ ପରେ ଚରଣଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘଟଣାଟି ହେଉଛି, ସ୍ତ୍ରୀଙ୍କ ମୃତ୍ୟୁ ପରେ ଚରଣ ମୃତଦେହର ଅନ୍ତିମ ସଂସ୍କାର ନ କରି ଘର ଭିତରେ ହିଁ ରଖିଥିଲେ। ଆଉ ମୃତଦେହ…

ଛି କେତେ ଅମାନବୀୟ! ଫ୍ରିଜରରେ ରଖିଥିଲେ ୧୮୩ ପଶୁପକ୍ଷୀଙ୍କ ଶବ; କୁକୁର, ଠେକୁଆଙ୍କ ଭଳି ପ୍ରାଣୀଙ୍କୁ ଜିଅନ୍ତା ସମାଧି…

ଆମେରିକାର ଏରିଜୋନାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ଗ୍ୟାରେଜ୍‌ର ଫ୍ରିଜର ଭିତରେ ୧୮୩ ପଶୁପକ୍ଷୀଙ୍କ ଅବଶେଷ ଲୁଚାଇ ରଖିଥିଲେ। ଏଥିରେ କୁକୁର, ଠେକୁଆଙ୍କ ଭଳି ପ୍ରାଣୀ ସାମିଲ ଥିଲେ। ଏ ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ପୋଲିସ ପହଞ୍ଚି ଉକ୍ତ…

ଆଡଲ୍ଟ ଭିଡିଓ ଦେଖିଲେ ପ୍ରତି ଘଣ୍ଟା ମିଳିବ ୧୫୦୦ ଟଙ୍କା! ଅଦ୍ଭୁତ ଚାକିରି ଅଫର୍‌ ଆଣିଲା କମ୍ପାନୀ

ସମସ୍ତେ ଆରାମଦାୟକ ଚାକିରି ଖୋଜନ୍ତି, ଯେପରି ଅଫିସ୍‌ରେ ସେମାନଙ୍କୁ ଅଧିକ କିଛି କାମ କରିବାକୁ ନ ପଡ଼େ। ଏମିତି ହିଁ ଏକ କମ୍ପାନୀ ଅଦ୍ଭୁତ ଧରଣର ଚାକିରି ଅଫର୍‌ ଆଣିଛି, ଯେଉଁଥିରେ କର୍ମଚାରୀମାନଙ୍କୁ ଆଡଲ୍ଟ ଭିଡିଓ ଦେଖିବାକୁ ପଡ଼ିବ ଏବଂ ଏହାର ରିଭ୍ୟୁ କରିବାକୁ ହେବ। ଜାଣି ଆଶ୍ଚର୍ଯ୍ୟ ହେବେ…

ଅଧ ରାତିରେ ପ୍ରେମିକାକୁ ଭୂତ ପଠାଇଲା ମେସେଜ! ଭୂତିଆ ହୋଟେଲରେ ରାତି ବିତାଇବା ପରେ ପ୍ରେମିକ କଲେ ଏଭଳି ଅଜବ ଦାବି

ଭୂତପ୍ରେତଙ୍କ ଅସ୍ତିତ୍ୱକୁ ନେଇ ସବୁବେଳେ ଭ୍ରମ ରହି ଆସିଛି। କିଛି ଲୋକ ଏହାକୁ ବିଶ୍ୱାସ କରୁଥିବା ବେଳେ ଆଉ କିଛି ଲୋକ ଏହା କେବଳ ମନର ଭାବନା ବୋଲି କୁହନ୍ତି। ହେଲେ ନିକଟରେ ଇଂଲଣ୍ଡର ଜଣେ ବ୍ୟକ୍ତି ଏକ ଅଜବ ଦାବି କରିଛନ୍ତି। ସେ କହିଛନ୍ତି କି, ସେ ଭୂତର ଫଟୋ ଉଠାଇଛନ୍ତି, ଆଉ ଭୂତ ତାଙ୍କରି…

୪ ଜଣ ରେଷ୍ଟୁରାଣ୍ଟରେ ଖାଇଗଲେ ୩୩ ହଜାର ଟଙ୍କାର ଖାଦ୍ୟ! ବିଲ୍‌ ନ ଦେଇ ମାରିଲେ ଛୁ; ଏବେ ମ୍ୟାନେଜର କରିବେ ପେମେଣ୍ଟ

ଲକ୍‌ଡାଉନରେ ଅନେକ ବିଜନେସ୍‌ ସଟ୍‌ଡାଉନ ହୋଇ ଯାଇଛି। ଦୀର୍ଘ ଦିନ ଯାଏ ଲାଗିଥିବା ଲକ୍‌ଡାଉନ କାରଣରୁ କେତେକ ବ୍ୟବସାୟ ଯଥେଷ୍ଟ କ୍ଷତି ସହିଛି। ଏଥିରେ ହୋଟେଲ, ରେଷ୍ଟୁରାଣ୍ଟ ଶିଳ୍ପ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଯଦିଓ ଏବେ ଧୀରେ ଧୀରେ ସ୍ଥିତି ସାମାନ୍ୟ ସୁଧୁରିବାରେ ଲାଗିଛି। ତେବେ ଏହାରି…

‘ଜଲ୍‌ଦି ବନ୍ଦ କରି ଦିଅନ୍ତୁ ଓ୍ଵାର୍କ ଫ୍ରମ୍‌ ହୋମ୍‌, ନ ହେଲେ ଭାଙ୍ଗିଯିବ ଆମ ବିବାହ’; ଜାଣନ୍ତୁ ସ୍ୱାମୀଙ୍କ…

ସୋସିଆଲ ମିଡିଆରେ ଏକ ଚିଠି ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କ ବସ୍‌ଙ୍କ ପାଖକୁ ଲେଖିଛନ୍ତି। ଏହି ଚିଠିରେ ସ୍ତ୍ରୀ, ସ୍ୱାମୀଙ୍କ ବସ୍‌ଙ୍କୁ ଅନୁରୋଧ କରିଛନ୍ତି କି, ସେ ତାଙ୍କ ସ୍ୱାମୀଙ୍କ ଓ୍ଵାର୍କ ଫ୍ରମ୍‌ ହୋମ୍‌କୁ ଶେଷ କରି ତୁରନ୍ତ ତାଙ୍କୁ ଅଫିସ୍‌ ଡକାନ୍ତୁ।…

ଶାନ୍ତିରେ ଶୋଇବା ପାଇଁ ମୃତ ମଣିଷର ଖପୁରୀକୁ କରି ଦିଅନ୍ତି ତକିଆ, ‘ହେଡ୍‌ ହଣ୍ଟିଙ୍ଗ୍‌’ ପାଇଁ ବିଶ୍ୱରେ ଖ୍ୟାତ ଏହି…

ପଶ୍ଚିମ ଆଫ୍ରିକାରେ ରହୁଥିବା କେତେକ ଜନଜାତିଙ୍କ ନୀତି ନିୟମ ବହୁତ ଅଜବ ପ୍ରକାରର। ନ୍ୟୁ ଗିନି ଦ୍ୱୀପରେ ରହୁଥିବା ଅସ୍ମତ୍‌ ଜନଜାତି ନିଜର କ୍ରୁର ପ୍ରଥାକୁ ନେଇ ସାରା ବିଶ୍ୱରେ ଖ୍ୟାତ। ଏହି ଜନଜାତି ନ୍ୟୁ ଗିନି ଦ୍ୱୀପର ପଶ୍ଚିମ ଭାଗର ଦକ୍ଷିଣ ଆଡ଼କୁ ଏବଂ ସମୁଦ୍ର ନିକଟସ୍ଥ ମେଁଗ୍ରୋବ୍‌…

ମଣିଷକୁ ସେକ୍ସ ପାର୍ଟନର ଭାବି ଆକ୍ରମଣ କରୁଛନ୍ତି ସାମୁଦ୍ରିକ ସାପ, ଅଣ୍ଟା ପାଖରେ ଶୋଇ କରୁଛନ୍ତି ଏଭଳି କାମ

ଅଷ୍ଟ୍ରେଲିଆରେ ଏଇ କିଛିଦିନ ହେବ ମଣିଷ ଉପରେ ସାପମାନଙ୍କର ଆକ୍ରମଣ ମାମଲା ବଢ଼ି ଯାଇଛି। ଏହାକୁ ନେଇ ମ୍ୟାକ୍ୱାରୀ ୟୁନିଭର୍ସିଟିର ବିଶେଷଜ୍ଞମାନେ ଖୁଲାସା କରିଛନ୍ତି କି, ସାପ, ମଣିଷକୁ ନିଜର ସେକ୍ସ ପାର୍ଟନର ଭାବୁଛି। ଏଥିପାଇଁ ଆଟାକ୍‌ କରୁଛି। ସମୁଦ୍ରରେ ପହଁରୁଥିବା ସ୍କୁବା ଡାଇଭର୍ସଙ୍କ…