Browsing Tag

weird story

୨ ଘଣ୍ଟା ମରି ଜୀବିତ ହୋଇଗଲା ବାଳକ! ଡାକ୍ତର କହିଲେ, ଏହା ଚମତ୍କାର…

ଜୀବନ ଓ ମୃତ୍ୟୁ ଭଗବାନଙ୍କ ହାତରେ। କିନ୍ତୁ ଅନେକ ବାର ମୃତ୍ୟୁ ପରେ ବି ଅତି ଚମତ୍କାର ଉପାୟରେ ମଣିଷ ଜୀବିତ ହେବାର ଦାବି କରାଯାଏ। ଏବେ ଠିକ୍‌ ଏମିତି ହିଁ ଏକ ଘଟଣା ଘଟିଛି ଜଣେ ୧୬ ବର୍ଷୀୟ ବାଳକଙ୍କ କ୍ଷେତ୍ରରେ। ଦାବି କରାଯାଉଛି, ଏହି ବାଳକଙ୍କର କିଛି ମିନିଟ୍‌ ପାଇଁ ନୁହେଁ, ବରଂ…

ଦୁନିଆର ଏମିତି କିଛି ସ୍ଥାନ ଯେଉଁଠି ୬ ମାସ ଦିନ ଏବଂ ୬ ମାସ ରାତି ହୋଇଥାଏ

ଦିନକୁ ୨୪ ଘଣ୍ଟା ଆଉ ୨୪ ଘଣ୍ଟାରୁ ଦିନ ୧୨ ଘଣ୍ଟା ଆଉ ରାତି ୧୨ ଘଣ୍ଟା ବୋଲି ଆମେ ଜାଣିଛେ। କିନ୍ତୁ ଦିନ ୬ ମାସ ଏବଂ ରାତି ୬ ମାସ ରହିଥିବା ଏମିତି କିଛି ସ୍ଥାନ ରହିଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଗ୍ରୀନଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ନରୱେ, ଆଲାସ୍କା ଏଭଳି ଦେଶ ଅଟେ ଯେଉଁଠି…

ଭାରତର ଅଦ୍ଭୁତ ଗାଁ ତ୍ରିଲୋକୀ, ଯେଉଁଠି ପିଆଜ ରସୁଣ ଖାଇବା ବ୍ୟାନ୍‌

କଥାରେ ଅଛି ଗରିବ କଂସାର ସାଥି ପିଆଜ। ଘରେ କିଛି ଥାଉ କିମ୍ବା ନଥାଉ ପଖାଳ ଓ ଲୁଣ, ପିଆଜ ହେଲେ ଗରିବ ଲୋକଟି ଖାଇ କାମ କରିବାକୁ ଯାଇଥାଏ। ପ୍ରତ୍ୟେକ ରୋଷେଇ ଘରେ ପିଆଜ ନିଶ୍ଚିତ ଥିବ। ପିଆଜ ବିନା କୌଣସି ତରକାରୀ କରିବା ଟିକେ ମୁସ୍କିଲ। କୌଣସି ମସଲାଯୁକ୍ତ ତରକାରୀର ସ୍ୱାଦ ବଢାଇଥାଏ ପିଆଜ।…

୨୭ ବିବାହ କରି ଜନ୍ମକଲେ ୧୫୦ ପିଲା ! ଏ ପରିବାର ନୁହେଁ ତ ପୁରା ଗାଁ

ଆଜିକାଲିକା ଦୁନିଆରେ ଗୋଟିଏ ପତ୍ନୀ ସମ୍ଭାଳିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡୁଛି। ଆଉ ଗୋଟେ ପିଲାର ଦାୟିତ୍ୱ ନେଇ ତାକୁ ଲାଳନପାଳନ କରିବା ଯେ କେତେ କଷ୍ଟକର ଯିଏ, ପିଲା ପାଳୁଛି ସେହି ହଁ ଜାଣୁଛି। ସେ ପିଲା ପାଳିବା ହେଉ ଅବା ପତ୍ନୀଙ୍କ ଡିମାଣ୍ଡ ଏଥିପାଇଁ ଅନେକ ବିବାହ ବିଚ୍ଛେଦ ଖବର ଆପଣ…

‘ତୋ ସ୍ତ୍ରୀ ଡାହାଣୀ, ତୁରନ୍ତ ଗାଁ ଛାଡ଼ି ଚାଲିଯା’…ଏମିତି କହି ମହିଳାଙ୍କ ସ୍ୱାମୀଙ୍କୁ ଲାଠି, ପଥର ମାଡ଼ କଲେ…

ଆଦିବାସୀ ବହୁଳ ଦକ୍ଷିଣ ରାଜସ୍ଥାନରେ ଏବେ ମଧ୍ୟ କେଉଁଠି ନା କେଉଁଠି ଅନ୍ଧବିଶ୍ୱାସ ରହିଛି। ଏଠି ମହିଳାମାନଙ୍କୁ ନାନା ପ୍ରକାରେ ହଇରାଣ ହରକତ କରାଯାଉଛି। ମହିଳାଙ୍କୁ ଡାହାଣୀ କହି ପ୍ରତାଡ଼ିତ କରାଯିବା ଭଳି ଘୃଣ୍ୟ କାର୍ଯ୍ୟ କମିବାର ନାଁ ନେଉ ନାହିଁ। ଗତ ଦୁଇ ମାସ ମଧ୍ୟରେ ଉଦୟପୁର ଡିଭିଜନର…

ରାସ୍ତା ମଝିରେ ଲାଗିଛି କଦଳୀ ଗଛ, କାହା ପାଇଁ ଅସୁବିଧା ନ କରି ପଥଚାରୀଙ୍କୁ ଦେଖାଉଛି ସଠିକ ରାସ୍ତା

ଯଦି ଆପଣଙ୍କୁ କିଏ କହେ କି, ବ୍ଯସ୍ତ ଏବଂ ଜନଗହଳି ରାସ୍ତା ମଝିରେ କିଏ କଦଳୀ ଗଛ ଲଗାଇଛି, ତେବେ ଆପଣ ହୁଏତ ବିଶ୍ବାସ କରିବେ ନାହିଁ। କିନ୍ତୁ ଆମେରିକାର ଫ୍ଲୋରିଡାରେ ଏମିତି କିଛି ଦେଖିବାକୁ ମିଳିଛି। ଖବର ମୁତାବକ, ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଏହି କଦଳୀ ଗଛ ଯୋଗୁଁ କୌଣସି ଅସୁବିଧା…

ଗର୍ଭବତୀ ମହିଳାଙ୍କର ମିଳିଲା ମୃତଦେହ, ଗର୍ଭରୁ ଗାୟବ ଥିଲା ଗର୍ଭାଶୟ; ପେଟରେ ବି ମିଳିଲାନି ଅପରେଶନର କୌଣସି ଚିହ୍ନ

ବ୍ରାଜିଲରେ ଏକ ଅଜବ ଧରଣର ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଠାରେ ୮ ମାସର ଜଣେ ଗର୍ଭବତୀ ମହିଳା କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। କିଛିଦିନ ପରେ ପୋଲିସକୁ ତାଙ୍କ ମୃତଦେହ ମିଳିଥିଲା, କିନ୍ତୁ ପେଟରୁ ତାଙ୍କ ଗର୍ଭାଶୟ ଗାୟବ ଥିଲା। ଏପରିକି, ପେଟରେ ଅପରେଶନର କୌଣସି ବି ଚିହ୍ନବର୍ଣ୍ଣ ନ ଥିଲା।…

ଅଧ ରାତିରେ ମହିଳାଙ୍କ ଘରେ ପଶିଲେ ଦୁଇ ଚୋର, Toiletରେ ଝାଡ଼ା କରି ହୋଇଗଲେ ଫେରାର୍‌, ଦାମୀ ଜିନିଷକୁ ଛୁଇଁ ସୁଦ୍ଧା…

ବ୍ରିଟେନରେ ରହୁଥିବା ଜଣେ ମହିଳାଙ୍କ ସହିତ ଅଜବ ଘଟଣା ଘଟିଛି। ରାତି ପାଖାପାଖି ୨ଟାରେ ଯେତେବେଳେ ମହିଳାଙ୍କ ନିଦ ଭାଙ୍ଗିଥିଲା, ତ ତାଙ୍କୁ ବାଥ୍‌ରୁମରୁ କିଛି ଶବ୍ଦ ଶୁଣିବାକୁ ମିଳିଥିଲା, ଯେମିତିକି, କେହି ଜଣେ ଟଏଲେଟ ବ୍ୟବହାର କରୁଛି। ଘରେ ଦୁଇଜଣ ହିଁ ଥିଲେ ଏବଂ ଦୁଇଜଣ ଏକାଠି ଶୋଇଥିଲେ।…

ଘର ଛାତ ଫଟେଇ ଭିତର ପଟୁ ଲଟକିଥିଲେ ୪ ବିଷଧର ସାପ, ଦେଖୁ ଦେଖୁ ବେହୋସ ହୋଇଗଲେ ପରିବାର ଲୋକ

ଆମେରିକାରେ ଏକ ପରିବାର ନୂଆ ଘରେ ପ୍ରବେଶ କରୁ କରୁ ଏମିତି ହିଁ କିଛି ଭୟଙ୍କର ଜିନିଷ ଦେଖିବାକୁ ପାଇଥିଲେ, ଯାହାକୁ ଦେଖି ସେମାନେ ଆତଙ୍କିତ ହୋଇଯାଇଥିଲେ। କାହିଁକିନା, ଘର ଛାତରେ ଲୁଚି ରହିଥିଲେ ଅନେକ ଗୁଡ଼ିଏ ବିଷଧର ସାପ। ଖବରରୁ ଜଣାପଡିଛି, ଏଠାରେ ହ୍ୟାରୀ ପୁଗଲିସ ନାମକ ବ୍ୟକ୍ତି ନିଜ…

କାନାଡା: ନାମୀ ରେସିଡେନ୍ସିଆଲ ସ୍କୁଲରେ ମାଟି ତଳୁ ମିଳିଲା ୨୧୫ ପିଲାଙ୍କ ମୃତଦେହ, ଦେଶର ପ୍ରଧାନମନ୍ତ୍ରୀ କହିଲେ,…

କାନାଡାର ଏକ ସ୍କୁଲ ପରିସରରେ ୨୧୫ ପିଲାଙ୍କ ମୃତଦେହ ପୋତା ଯାଇଥିବା ଦେଖିବାକୁ ମିଳିଛି। ସେଥି ମଧ୍ୟରେ ୩ ବର୍ଷ ବୟସ ପର୍ଯ୍ୟନ୍ତ କିଛି ପିଲାଙ୍କ ମୃତଦେହ ରହିଛି। ଏହି ସ୍କୁଲକୁ ଦିନେ କାନାଡ଼ାର ସବୁଠାରୁ ବଡ଼ ରେସିଡେନ୍ସିଆଲ ସ୍କୁଲ ଭାବେ ଗଣାଯାଉଥିଲା। ଜଣେ ଅଧିକାରୀ କହିଛନ୍ତି କି, ground…

ଚମତ୍କାର! ୧୦ ବର୍ଷ ପରେ ପୁଣି ଚାଲିବା ଆରମ୍ଭ କଲା ୧୦୦ ବର୍ଷର ପୁରାତନ ଘଣ୍ଟା, ଭୟଙ୍କର ଭୂମିକମ୍ପରେ ଲାଗିଥିଲା ଝଟକା

ଜାପାନରେ ୧୦୦ ବର୍ଷର ଏକ ପୁରାତନ ଘଣ୍ଟା ଦୀର୍ଘ ୧୦ ବର୍ଷ ଧରି ବନ୍ଦ ପଡ଼ିବା ପରେ ଏବେ ପୁଣି ଚାଲିବା ଆରମ୍ଭ କରି ଦେଇଛି। ଭୟଙ୍କର ଭୂମିକମ୍ପର ଶିକାର ହୋଇଥିବା ଏହି ଘଣ୍ଟାକୁ ୨୦୨୧ ଫେବୃୟାରୀରେ ଆସିଥିବା ଦ୍ୱିତୀୟ ଭୂମିକମ୍ପ ନୂଆ ଜୀବନ ଦେଇଛି। ୧୦ ବର୍ଷ ପରେ ଘଣ୍ଟାଟି ପୁଣିଥରେ ଚାଲିବାକୁ…

ଭାରତର ଏହି ସବୁ ଜାଗାରେ ଲୁଚି ରହିଛି ଶହ ଶହ ବର୍ଷର ପୁରୁଣା ରହସ୍ୟ, ଜାଣିଲେ ଆପଣଙ୍କ ଲୋମ ବି ଟାଙ୍କୁରି ଉଠିବ

ଭାରତରେ ଅନେକ ଜାଗା ଏମିତି ରହିଛି, ଯାହା ନିଜର ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ୱରେ ଖ୍ୟାତ। ତେବେ ଏହି ସବୁ ଜାଗାର ସୁନ୍ଦରତା ସହିତ ସେଠାରେ ଅନେକ ରହସ୍ୟ ମଧ୍ୟ ଲୁଚି ରହିଛି, ଯାହା ବିଷୟରେ ଜାଣିବା ପାଇଁ ଲୋକେ ସଦାବେଳେ ଇଚ୍ଛୁକ ରହିଥାଆନ୍ତି। ରହସ୍ୟମୟ ଦେଶ ଭାରତରେ ଅନେକ କାହାଣୀ,…