ବର୍ଷକୁ ମାତ୍ର ୫ ଘଣ୍ଟା ପାଇଁ ଖୋଲିଥାଏ ଏହି ମନ୍ଦିର, ଦିଆଯାଏ ହଜାର ହଜାର ଛେଳି ବଳି
ଭାରତର କୋଣ ଅନୁକୋଣରେ ରହିଛି ଅନେକ ଦେବଦେବୀଙ୍କ ମନ୍ଦିର। ସବୁ ମନ୍ଦିରର କିଛି ନା କିଛି ରହସ୍ୟ ଲୁଚି ରହିଛି, ଯେଉଁ କାରଣରୁ ତାହା ବିଶ୍ୱ ପ୍ରସିଦ୍ଧ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହା ସ୍ୱତନ୍ତ୍ର ଅଟେ। ଏହି ମନ୍ଦିରଟି ନିରାଇ ମାତାଙ୍କ ମନ୍ଦିର।…