Browsing Tag

well

ଅଭାବନୀୟ ଘଟଣା: କୂଅରେ ପଡ଼ି ବିବାହିତା ମହିଳାଙ୍କ ମୃତ୍ୟୁ

ରାଇକିଆ (କେନ୍ୟୁଜ ): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ ବାନ୍ଦାଗୁଡା଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି କୂଅରେ ପଡ଼ି ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ବାନ୍ଦାଗୁଡା ଗ୍ରାମର ରଶ୍ମୀ ନାୟକଙ୍କ ସ୍ତ୍ରୀ ସୁଦୀପ୍ତା ନାୟକ । ସୂଚନା ଅନୁଯାୟୀ…

ବଞ୍ଚାଇବା ଚକ୍କରରେ ଛେଳି ସହ ହିଁ କୂଅରେ ଗଳି ପଡ଼ିଲେ ମହିଳା, ଏମିତି ବଞ୍ଚିଲା ଜୀବନ

କଥାରେ ଅଛି- ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ନିକଟରେ ମଧ୍ୟ ପ୍ରଦେଶର ଜଣେ ମହିଳାଙ୍କ ପାଖରେ ଏହା ସତ ହୋଇଛି। ନରସିଂହପୁରର ଗାଡରଓ୍ଵାରା ପିଠହରା ଗାଁରେ ଜଣେ ମହିଳା ନିଜ ଛେଳିକୁ ବଞ୍ଚାଇବାକୁ ଯାଇ ଛେଳି ସହ ହିଁ ୭୦ ଫୁଟ୍‌ ଗଭୀର କୂଅରେ ଗଳି ପଡ଼ିଛନ୍ତି। ସୌଭାଗ୍ୟବଶତଃ କୂଅଟି…

ଜଣକୁ ବଞ୍ଚାଇବାକୁ ଯାଇ କୂଅରେ ଖସି ପଡିଲେ ୩୦ ରୁ ଊର୍ଦ୍ଧ୍ବ ଲୋକ, ୪ ମୃତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାର ଗଞ୍ଜବାସୋଦାରେ ବଡ ଧରଣର ଅଘଟଣ ଘଟିଛି । କୂଅରେ ଖସି ପଡିଥିବା ଜଣେ ବାଳକକୁ ଉଦ୍ଧାର ପାଇଁ କୂଅରେ ଖସି ପଡିଲ ୩୦ ରୁ ଅଧିକ ଲୋକେ । ଘଟଣାଟି ଯେତିକି ଆଶ୍ଚର୍ଯ୍ୟ ଜନକ ସେତିକି ଭୟାନକ ମଧ୍ୟ । ଘଟଣାଟି ଏମିତି ଜଣେ ବାଳକ ବାସୋଦାରେ ଥିବା ଏକ କୂଅରେ…

କୂଅରୁ ପାଣି ନୁହେଁ ବାହାରିଲା ଏହି ସବୁ ଜିନିଷ, ଯାହାକୁ ଦେଖି ଲୋକଙ୍କ ମୁଣ୍ଡ ହୋଇଗଲା ଟିଣ

ଗାଁ ଗହଳିରେ ଆପଣମାନେ କୂଅ ନିଶ୍ଚିତ ଦେଖିଥିବେ। ଆଗକାଳରେ ଲୋକେ ପାଣି ପାଇଁ କୂଅ ଉପରେ ନିର୍ଭର କରୁଥିଲେ। ରୋଷେଇ ଠାରୁ ଆରମ୍ଭ କରି ପିଇବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ପାଇଁ ଦରକାର ରହିଥିଲା। କିନ୍ତୁ ଏବେ ଘରେ ଘରେ ବୋରେଓ୍ଵଲ ଯୋଗୁଁ ଆଉ କେହି କୂଅ ଉପରେ ନିର୍ଭର କରୁନାହାନ୍ତି। କିନ୍ତୁ…

କଟକ : ପାଣି ଟାଙ୍କିରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ (କେନ୍ଯୁଜ୍) : କଟକ ନିମସାହିରେ ଏକ ଆପାର୍ଟମେଣ୍ଟର ପାଣି ଟାଙ୍କି ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଦୟାନିଧି ମହାରଣା। ସେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ପୁରୀ ଘାଟ ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେ ପାଣି ଟାଙ୍କିରେ ନିଜେ…