Browsing Tag

well collapse

ରାଞ୍ଚି: କୂଅରୁ ବାଛୁରୀକୁ ଉଦ୍ଧାର କରିବାକୁ ଯାଇଥିଲେ ୬ ଗ୍ରାମବାସୀ, ମାଟି ଧସିଯିବାରୁ ଶ୍ୱାସରୁଦ୍ଧ ହୋଇ ଚାଲିଗଲା…

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ କୂଅରେ ପଡ଼ିଥିବା ବାଛୁରୀକୁ ଉଦ୍ଧାର କରିବାକୁ ଯାଇ ଚାଲିଯାଇଛି ୮ ଜଣଙ୍କ ଜୀବନ। ଏଥିରେ ଜଣେ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌…

ତାଳଚେରରେ ଭୁଶୁଡ଼ି ପଡ଼ିଲା କୁଅ, ମାଟି ତଳକୁ ଧସିଗଲା କୁଅର ଚାନ୍ଦିନୀ ଓ ମୋଟର

ତାଳଚେରରେ ପୁଣି ଅଘଟଣ। କୁଅ ଭୁଶୁଡ଼ି ଭୂତଳକୁ ଚାଲିଗଲା ମାଟି। ତାଳଚେର ମ୍ୟୁନିସିପାଲିଟିର ୧୩ଂ ୱାର୍ଡର ବାବୁଲାଲ କଲୋନୀରେ ଘଟିଛି ଭୁସ୍ଖଳନ। ଅବତାର ସିଂହଙ୍କ ପରିବାର ବ୍ୟବହାର କରୁଥିବା କୁଅରେ ଗତକାଲି ରାତି ପ୍ରାୟ ୯ଟା ବେଳେ ଏକ ବିରାଟ ଶବ୍ଦ ହୋଇଥିଲା। ପରେ ମାଟି ତଳକୁ ଖସି ଯାଇଥିଲା।…