Browsing Tag

west bengal

Newborn Death Case: ମାସକରେ ୭୫ରୁ ଅଧିକ ନବଜାତଙ୍କ ମୃତ୍ୟୁ, ଘଟଣାର ଯାଞ୍ଚ ଆରମ୍ଭ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ମାଲଦା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଅଗଷ୍ଟ ମାସରେ ନବଜାତ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ୭୫ ପାର କରିଛି । ଗୋଟିଏ ଦିନରେ ୧୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ହସ୍ପିଟାଲ…

Birbhum Hotel Fire : ପଶ୍ଚିମବଙ୍ଗର ବୀରଭୂମରେ ଥିବା ଏକ ହୋଟେଲରେ ଅଗ୍ନିକାଣ୍ଡ, ୭ ମୃତ

ତାରାପୀଠ : ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଥିବା ଏକ ହୋଟେଲରେ ସୋମବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ୭ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇଛି ।…

Ashish Banerjee Death : ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ…

କୋଲକତା : ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ତଥା ଟିଏମସିର ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଅଗଷ୍ଟ ୧୬ ସକାଳ ସମୟରେ ତାଙ୍କ ଘର ନିକଟ ପାର୍ଟି ଅଫିସରେ ତାଙ୍କ ମୃତଦେହ ମିଳିଛି । ବୀରଭୂମ ଜିଲ୍ଲାର ରାମପୁରହାଟସ୍ଥିତ ତାଙ୍କ ପାର୍ଟି କାର୍ଯ୍ୟାଳୟରୁ ମୃତଦେହ…

Suvendu Adhikari Helicopter Emergency Landing : ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରରେ…

କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ଖରାପ ପାଗ ଯୋଗୁଁ ଜରୁରୀ ଅବତରଣ କରିଛି । ଡୁମଡୁମରୁ କେଶପୁର ଅଭିମୁଖେ ଯାଉଥିବା ବେଳେ ପୂର୍ବ ମେଦିନୀପୁରର କୋଲାଘାଟ ଅଞ୍ଚଳରେ ପାଇଲଟ୍ ସୁରକ୍ଷା ଦୃଷ୍ଟିରୁ ହେଲିକପ୍ଟରଟିକୁ ଅବତରଣ କରାଇଥିଲେ ।…

Ex-Bus Driver : ପୂର୍ବତନ ବସ୍ ଡ୍ରାଇଭର ସାଜିଲେ କୁବେର, ଘରୁ ମିଳିଲା ୨୮ କୋଟି ଟଙ୍କା ଏବଂ ୧୫ କେଜି ସୁନା

କୋଲକତା : ପୋଲିସ ରେଡ୍ ବେଳେ ମିଳିଲା ବସ୍ତା ବସ୍ତା ଟଙ୍କା ଓ ସୁନା । ପଶ୍ଚିମବଙ୍ଗ ବୀରଭୂମିରେ ପୋଲିସ ଏକ ସାଧାରଣ ବସ୍ ଡ୍ରାଇଭର ଘରେ ଚଢାଉ କରିବା ବେଳେ ଏସବୁ ଦେଖି ସ୍ତବ୍ଧ ହୋଇଛି । ଘର ଭିତରର ଦୃଶ୍ୟ କୌଣସି ବଲିଉଡ ଫିଲ୍ମ ଠାରୁ କମ୍ ନୁହେଁ । ରୁମରେ ନୋଟ ଭର୍ତ୍ତି ବ୍ୟାଗ ଏବଂ ସୁନା ଦେଖି…

ରେଳ ଫାଟକରେ ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ, ୨ ଛାତ୍ରଙ୍କ ସମେତ ୩ ମୃତ

କୋଲକତା : କୋଲକତା ମୁର୍ଶିଦାବାଦର ଗୋବିନ୍ଦପୁର ରେଳ ଫାଟକରେ ବଡ଼ ଅଘଟଣ । ଲେଭେଲ କ୍ରସିଂ ପାର ହେଉଥିବାବେଳେ ଏକ ସ୍କୁଲ୍ ଭ୍ୟାନକୁ ଧକ୍କା ଦେଇଛି ଟ୍ରେନ୍ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣ ସ୍କୁଲ୍ ଛାତ୍ରଙ୍କ ସହ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଚାରି ଜଣ ପିଲା ଗୁରୁତର ଆହତ…

ପଶ୍ଚିମବଙ୍ଗରୁ ଆସି ଚଳାଉଥିଲେ ଲୁଟ୍‌, କମିଶନରେଟ ପୋଲିସ କବଜାରେ ସମ୍ପୂର୍ଣ୍ଣ ଗ୍ୟାଙ୍ଗ

ଭୁବନେଶ୍ବର: ପଶ୍ଚିମବଙ୍ଗରୁ ଆସି ଲୁଟୁଥିବା ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିଛି କମିଶନରରେଟ ପୋଲିସ । ସାଧାରଣତଃ ଯେତେବେଳେ ଯାତ୍ରୀ ବସରେ ଚଢନ୍ତି ସେଇ ସମୟରେ ଟାର୍ଗେଟ କରନ୍ତି ଲୁଟେରା । ଲୁଟେରା ଗ୍ୟାଙ୍ଗଠାରୁ ୫୦ରୁ ଅଧିକ ମୋବାଇଲ ସହିତ ବହୁ ଜିନିଷ ଜବତ କରାଯାଇଛି । ଏହି ଲୁଟେରାମାନେ…

ବରୁଇପୁର ନାବାଳିକା ଦୁଷ୍କର୍ମ-ହତ୍ୟା ଘଟଣା, ଅଭିଯୁକ୍ତକୁ ପୋଲିସର ଏନକାଉଣ୍ଟର, ସିନ୍ ରିକ୍ରିଏସନ ବେଳେ ହେଉଥିଲେ ଫେରାର

କୋଲକତା : ପଶ୍ଚିମବଙ୍ଗରେ ୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୁକ୍ତକୁ ପୋଲିସର ଏନକାଉଣ୍ଟର । ଅଭିଯୁକ୍ତ ଜଣକ ୧୨ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା । ଘଟଣାକୁ ନେଇ ସାରା ରାଜ୍ୟରେ ଦେଖାଦେଇଥିଲା ଆକ୍ରୋଶ । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ…

ହଳଦିଆ ରିଫାଇନେରିରେ ଭୟଙ୍କର ଅଗ୍ନିକାଣ୍ଡ, ଜାରି ରହିଛି ଉଦ୍ଧାରକାର୍ଯ୍ୟ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ହଳଦିଆ ରିଫାଇନେରିର ନାଫ୍ତା ପାଇପ ଲାଇନରେ ଭୟାବହ ଅଗ୍ନିକାଣ୍ଡ। ଅନେକ ଶ୍ରମିକ ଆହତ। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି । ପଶ୍ଚିମବଙ୍ଗର ହଳଦିଆ ସ୍ଥିତ ଇଣ୍ଡିଆନ୍ ଅଏଲ୍ କର୍ପୋରେସନର ରିଫାଇନେରି ପରିସରରେ ଭୋରରେ ଘଟିଛି ସାଙ୍ଘାତିକ ଦୁର୍ଘଟଣା। ରିଫାଇନେରିର…

ଶୁଭେନ୍ଦୁ ସରକାରଙ୍କ ବଜେଟ ଘୋଷଣା, ବଢିଲା ମହଙ୍ଗା ଭତ୍ତା, ମହିଳାଙ୍କୁ ମାଗଣା ବସ୍ ସେବା, ୧ ଲକ୍ଷ ଚାକିରି ସୁଯୋଗ

କୋଲକତା : ପଶ୍ଚିମବଙ୍ଗରେ ଶୁଭେନ୍ଦୁ ସରକାର ଆଜି ବିଧାନସଭାରେ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ, ସରକାରଙ୍କ ମୂଳ ଲକ୍ଷ୍ୟ ହେଉଛି 'ବିକଶିତ ଭାରତ ଏବଂ ବିକଶିତ ବଙ୍ଗଳା' । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ…

ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରବାହୀ ବସ୍, ୫ ମୃତ ଓ ୧୭ ଆହତ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ଜଳପାଇଗୁଡ଼ି ଜିଲ୍ଲାର ଉଲ୍ଲାଦାବାରି ଅଞ୍ଚଳରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୧୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।…

ଭାଙ୍ଗିଯିବ କି ଟିଏମସି ! ୨୦ ସାଂସଦ ଲୋକସଭା ବାଚସ୍ପତିଙ୍କୁ ଲେଖିଲେ ଚିଠି

କୋଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଟିଏମସିର ଦଳର ସ୍ଥିତି ଏବେ ଦୋହଲି ଯାଇଛି । ଦଳରେ ବିଦ୍ରୋହ ଆରମ୍ଭ ହୋଇଗଲାଣି । ବିଧାୟକଙ୍କ ପରେ ସାଂସଦମାନେ ଇସ୍ତଫା ଦେଉଛନ୍ତି । ଲୋକସଭାର ୨୦ ଜଣ ସାଂସଦ ସ୍ପିକରଙ୍କୁ ଚିଠି ଲେଖିଛନ୍ତି । କୁହାଯାଉଛି କି, ସାଂସଦମାନେ ଅଲଗା…