Browsing Tag

west bengal election 2021

ଆଜି ଚାଲିଛି ପଶ୍ଚିମବଙ୍ଗ ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ, ୫ଟି ଜିଲ୍ଲାର ମୋଟ ୩୪ଟି ଆସନ୍‌ ପାଇଁ ଭୋଟ୍‌ଗ୍ରହଣ

କୋଲକତା: କରୋନା ସଂକ୍ରମଣର ଭୟାବହତା ଭିତରେ ଜାରି ରହିଛି ପଶ୍ଚିମବଙ୍ଗ ନିର୍ବାଚନ । ଆଜି ସପ୍ତମ ପର୍ଯ୍ୟାୟ ମତଦାନ ଚାଲିଛି । ୫ଟି ଜିଲ୍ଲାର ମୋଟ ୩୪ଟି ଆସନ୍‌ ପାଇଁ ଭୋଟ୍‌ଗ୍ରହଣ ଚାଲିଛି । ଏହି ପର୍ଯ୍ୟାୟରେ ୨୮୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଜନତା । ୫ଟି ଜିଲ୍ଲାରେ ୮୬ ଲକ୍ଷ…

ଦାୟିତ୍ୱହୀନତା! ମତଦାନ ଭିତରେ ଲୋକଙ୍କ ଜୀବନ ସହିତ ଖେଳ, କରୋନା ଓ୍ଵାର୍ଡକୁ କରିଦେଲେ ପୋଲିଂ ବୁଥ୍‌, ତୀବ୍ର ଅସନ୍ତୋଷ…

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ମାମଲା ଭିତରେ ପଶ୍ଚିମବଙ୍ଗରେ ନିର୍ବାଚନ ହେବା ଏବଂ ନିର୍ବାଚନ ପାଇଁ ରାଜନେତାମାନଙ୍କ ର‍୍ୟାଲି ପ୍ରଥମରୁ ହିଁ ବଡ଼ ଚିନ୍ତାଜନକ ବିଷୟ ପାଲଟିଛି। ଆଉ ଏହାରି ଭିତରେ ବଙ୍ଗର ରାୟଗଞ୍ଜରୁ ଆହୁରି ଏକ ଦାୟିତ୍ୱହୀନତାର ଖବର ସାମ୍ନାକୁ ଆସିଛି। ଆଜି ପଶ୍ଚିମବଙ୍ଗରେ ୬ଷ୍ଠ…

ପଶ୍ଚିମବଙ୍ଗରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ମତଦାନ, କୋଭିଡ୍‌ ଆକ୍ରାନ୍ତଙ୍କ ଶେଷ ଏକ ଘଣ୍ଟାରେ ଦେଇପାରିବେ ଭୋଟ୍

କୋଲକତା: ପଶ୍ଚିମବଙ୍ଗ ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଛି । ଉତ୍ତର ଦିନାଜପୁର, ନାଦିଆ, ଉତ୍ତର ୨୪ ପ୍ରଗଣା ଏବଂ ପୂର୍ବ ବର୍ଦ୍ଧାମାନ ୪ ଜିଲ୍ଲାରେ ଥିବା ୪୩ ଆସନ ପାଇଁ ଭୋଟିଂ ଚାଲୁଛି। ୧୦ ହଜାର ୮୯୭ ବୁଥରେ ୧ କୋଟି ୧୩ଲକ୍ଷ ୫୭ ହଜାର ମତଦାତା ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ମହିଳା…

ନିର୍ବାଚନ ଭିତରେ ପଶ୍ଚିମବଙ୍ଗରେ ୧୨୩ ଫାଷ୍ଟ ଟ୍ରାକ୍‌ କୋର୍ଟ ସ୍ଥାପନ କରିବାକୁ ଘୋଷଣା, ଜାଣନ୍ତୁ ଆଉ କ’ଣ କହିଲେ…

ପଶ୍ଚିମବଙ୍ଗରେ ଜୋରଦାର ଜାରି ରହିଛି ନିର୍ବାଚନ ଅଭିଯାନ। ଯଦିଓ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ନେତାମାନେ ନିଜ ନିଜର ନିର୍ବାଚନ ର‍୍ୟାଲିର ତାରିଖକୁ ଆଗକୁ ବଢ଼ାଇ ଦେଇଛନ୍ତି, ହେଲେ ନିର୍ବାଚନୀ ଘୋଷଣାନାମା କିନ୍ତୁ ବନ୍ଦ ହୋଇନାହିଁ। ବିଜେପି ନେତା ତଥା କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର…

ବିଧାନସଭା ନିର୍ବାଚନ: ପଶ୍ଚିମବଙ୍ଗରେ ବିଜେପି ଆରମ୍ଭ କଲା ‘ମୋ ବୁଥ୍‌ କରୋନା ମୁକ୍ତ ଅଭିଯାନ’, ୬ କୋଟି ମାସ୍କ…

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଭିତରେ କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି ମାମଲାକୁ ନଜରରେ ରଖି ବିଜେପି ରାଜ୍ୟରେ ମଙ୍ଗଳବାର ‘ମୋ ବୁଥ୍‌ କରୋନା ମୁକ୍ତ ଅଭିଯାନ’ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ବିଜେପି ଗରିବ ତଥା ଅଭାବୀ ଲୋକଙ୍କୁ ୬ କୋଟି ମାସ୍କ ବାଣ୍ଟିବାକୁ ଲକ୍ଷ୍ୟ ରଖିଛି। ଏଥି…

ପଶ୍ଚିମବଙ୍ଗରେ ଏବେ ୫୦୦ ଲୋକଙ୍କୁ ନେଇ ର‍୍ୟାଲି କରିବ ବିଜେପି, ପିଏମ୍‌ ନରେନ୍ଦ୍ର ମୋଦିଙ୍କ ଉପରେ ମଧ୍ୟ ନିୟମ ଲାଗୁ

କରୋନା ସଂକ୍ରମଣ ବୃଦ୍ଧି ମାମଲାକୁ ନଜରରେ ରଖି ବିଜେପି ପଶ୍ଚିମବଙ୍ଗ ନିର୍ବାଚନରେ ଛୋଟ ର‍୍ୟାଲି କରିବାକୁ ବଡ଼ ନିଷ୍ପତ୍ତି ନେଇଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ତରଫରୁ ନିଆଯାଇଥିବା ନିଷ୍ପତ୍ତିରେ କୁହାଯାଇଛି, କୌଣସି ବି ର‍୍ୟାଲିରେ ୫୦୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ଏପରି…

ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ ଅମିତ ଶାହ, କହିଲେ, ‘ଦିଦି ୧୨ ମିନିଟ୍‌ ଭାଷଣରେ ୧୦ ମିନିଟ୍‌ ମୋତେ ଓ ମୋଦି ଜୀଙ୍କୁ…

ଗୋଟିଏ ପଟେ ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଏବଂ ଅନ୍ୟପଟେ ପଶ୍ଚିମବଙ୍ଗରେ ନିର୍ବାଚନୀ ବାତାବରଣ ପୂରା ସରଗରମ ରହିଛି। କିଛିଦିନ ତଳେ ବଙ୍ଗର ପୂରବସ୍ଥଳୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ଏବଂ ଏହି ସମୟରେ ସେ ମମତା ବାନାର୍ଜୀଙ୍କ ଉପରେ ଭୀଷଣ ବର୍ଷିଥିଲେ।…

ରାହୁଲ ଗାନ୍ଧୀଙ୍କ ପରେ ନିର୍ବାଚନ ପ୍ରଚାରକୁ ନେଇ ମମତା ବାନାର୍ଜୀଙ୍କ ବଡ଼ ଘୋଷଣା, ଏବେ ୩୦ ମିନିଟ୍‌ରୁ ଅଧିକ ସମୟ କରିବେ…

ଦେଶରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବା କରୋନା ସଂକ୍ରମଣ ମାମଲା ଭିତରେ ଜାରି ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଅନେକ ପ୍ରଶ୍ନ ଉଠାଯାଉଛି। ଏବେ ରାହୁଲ ଗାନ୍ଧୀଙ୍କ ପରେ ଟିଏମ୍‌ସି ପ୍ରମୁଖ ତଥା ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ଘୋଷଣା କରିଛନ୍ତି କି, ସେ ବାକି ପର୍ଯ୍ୟାୟ ପାଇଁ…

ପଶ୍ଚିମବଙ୍ଗ ନିର୍ବାଚନ: ହିଂସାକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ପରେ ସୀତଲକୁଚୀରେ ଭୋଟିଂ ବନ୍ଦ, EC ମାଗିଲେ ରିପୋର୍ଟ

ପଶ୍ଚିମବଙ୍ଗରେ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି। ଉତ୍ତର ବଙ୍ଗର କୁଚ୍‌ ବିହାର, ଅଲୀପୁରଦ୍ୱାର, ଦକ୍ଷିଣ ୨୪ ପ୍ରାଗଣା, ହାଓଡା ଏବଂ ହୁଗଳିର ୪୪ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଏଥର ହାଇ ପ୍ରୋଫାଇଲ୍‌ ଲଢ଼େଇରେ ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରୀର ହାର୍ଟ କୁହାଯାଉଥିବା…

ପଶ୍ଚିମବଙ୍ଗ ନିର୍ବାଚନ: ଟିଏମ୍‌ସି ପାଇଁ ରୋଡ୍‌ ଶୋ’ କରୁଥିଲେ ଜୟା ବଚ୍ଚନ, ସେଲ୍ଫି ନେବାକୁ ଆସିଥିବା ଯୁବକଙ୍କୁ ଦେଲେ…

ପଶ୍ଚିମବଙ୍ଗରେ ଚାଲିଛି ବିଧାନସଭା ନିର୍ବାଚନ। ଏହାରି ଭିତରେ ଟିଏମ୍‌ସିକୁ ସମର୍ଥନ ଦେବାକୁ ପହଞ୍ଚିଥିଲେ ସପା ସାଂସଦ ଜୟା ବଚ୍ଚନ। ବୁଧବାର ଜୟା ହାଓ୍ଵଡା ଏବଂ ଶିବପୁରରେ ରୋଡ୍‌ ଶୋ’ କରିଥିଲେ। କିନ୍ତୁ ଏହି ରୋଡ୍‌ ଶୋ’ ସମୟରେ ସେ ଏମିତି କିଛି କାମ କରିଥିଲେ, ଯାହାକି ତାଙ୍କ ପାଇଁ ଏବଂ…

ନନ୍ଦୀଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ, ଅଭିଯୋଗ ଆଣି ଶୁଭେନ୍ଦୁ କହିଲେ, ଏଠି ଟିଏମ୍‌ସିର…

ପଶ୍ଚିମବଙ୍ଗରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ଏହାରି ଭିତରେ ନନ୍ଦୀଗ୍ରାମରେ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଛି। ଏଥିରେ ଶୁଭେନ୍ଦୁଙ୍କ ଗାଡ଼ିକୁ କୌଣସି କ୍ଷତି ପହଞ୍ଚି ନ ଥିବା ବେଳେ ଶୋଭାଯାତ୍ରାରେ ରହିଥିବା ଅନ୍ୟ କେତେକ ଗାଡ଼ିକୁ…

ହ୍ଵିଲ୍‌ଚେୟାରରୁ ଉଠି ଛିଡ଼ା ହେଲେ ମମତା ବାନାର୍ଜୀ, ଲୋକଙ୍କ ସହିତ ମିଶି ଗାଇଲେ ଜାତୀୟ ସଙ୍ଗୀତ

ପଶ୍ଚିମବଙ୍ଗ ନନ୍ଦୀଗ୍ରାମରେ ୧୦ ମାର୍ଚ୍ଚରେ ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ଯାହାଫଳରେ କି ତାଙ୍କୁ ହ୍ଵିଲ୍‌ଚେୟାର ଉପରେ ବସି ପ୍ରଚାର କରିବାକୁ ପଡ଼ିଥିଲା। ଯଦିଓ ଏବେ ସୁଦ୍ଧା ସେ ସୁସ୍ଥ ହୋଇନାହାନ୍ତି, କିନ୍ତୁ ମମତାଙ୍କୁ ଏକ…